Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାତ୍ରଙ୍କୁ କୋରିଆନ ଡ୍ରାମା ଦେଖିବା ମହଙ୍ଗା ପଡିଲା!

ପୋଙ୍ଗୟାଙ୍ଗ: କୋରିଆନ ଡ୍ରାମା ଦେଖିବା ମହଙ୍ଗା ପଡିଲା। ଦକ୍ଷିଣ କୋରିଆର ନ୍ୟୁଜ୍ ଏଜେନ୍ସି ଆଉଟଲେଟ୍ ଚୋସୁନ୍ ଟିଭି ଏବଂ କୋରିଆ ଜୋଙ୍ଗ ଆଙ୍ଗ୍ ଡେଲି ଅନୁଯାୟୀ ସାଉଥ କୋରିଆର ଡ୍ରାମା ଦେଖିବା କାରଣରୁ ଉତ୍ତରକୋରିଆରେ କିଛି ଛାତ୍ରଙ୍କ ଜୀବନ ଯାଇଛି। ଉତ୍ତରକୋରିଆରେ ଏକଛତ୍ରବାଦୀ ଶାସକ କିମ୍…

ଟମାଟୋ କିଲୋ ୩ କୋଟି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଏବେ ବଜାରରେ ପରିବା ଦର ଆକାଶଛୁଆଁ । ସେହି ଅନୁସାରେ ଟମାଟୋ ଦର ମଧ୍ୟ ବଢିଛି । ଦେସର ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ୧୨୫ ଛୁଇଁଥିବା ବେଳେ ଅନ୍ୟ ସହରରେ ଏହାର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । ସାଧାରଣତଃ ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ…

ପାକିସ୍ତାନକୁ ୭ ବିଲିୟନ ଡଲାରର ଋଣ ପ୍ରଦାନ

ଲାହୋର: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍ ) ପାକିସ୍ତାନକୁ ୭ ବିଲିୟନ ଡଲାର ଋଣ ପ୍ରଦାନ କରିଛି । ଆଇଏମ୍ଏଫ୍ ପାକିସ୍ତାନକୁ ‘ଷ୍ଟାଣ୍ଡ-ବାଇ ଆରେଞ୍ଜମେଣ୍ଟ’ (ଏମବିଏ) ଅଧୀନରେ ପ୍ରଦାନ କରୁଛି ଏହି ଋଣ। ସୂଚନା ଅନୁସାରେ, କିଛି ସପ୍ତାହ ତଳେ ଆଇଏମଏଫର ଉଚ୍ଚସ୍ତରୀୟ କମିଟି ପାକିସ୍ତାନ…

୪୦ ଦିନରେ ୭ ଥର ସାପ କାମୁଡ଼ି ସାରିଲାଣି

ଲକ୍ଷ୍ନୌ: ଖୋଜିଖୋଜି କାମୁଡୁଛି ସାପ। ଯେଉଁଠି ବି ଲୁଚିଲେ ଯାଇ କାମୁଡୁଛି ସମାନ ସାପ। ଉତ୍ତରପ୍ରଦେଶର ଫତେପୁରରେ ବିକାଶ ଦୁବେ ନାମକ ଜଣେ ଯୁବକଙ୍କୁ ପ୍ରତି ଶନିବାର ସାପ କାମୁଡ଼ୁଥିବା ଅଭିଯୋଗ ହୋଇଛି। ଗତ ୪୦ ଦିନରେ ତାକୁ ୭ ଥର ସାପ କାମୁଡ଼ି ସାରିଲାଣି। ବାରମ୍ବାର ଏ ଅକଳ୍ପନୀୟ ଘଟଣା…

ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପିତାମାତାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ପୂଜାଙ୍କ ମା, ବାପାଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ ଧମକାଉଥିବା…

କଂଗ୍ରେସ ଭଳି ବିଜେପି ଭୁଲ ନ ଦୋହରାଉ, ନିଜ ଦଳକୁ କାହିଁକି ଏପରି କହିଲେ ଗଡ଼କରୀ?

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ । ଗଡ଼କରୀ କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ, ସେଥିପାଇଁ ଏହା ବାରମ୍ବାର ଲୋକଙ୍କ ବିଶ୍ୱାସ…

ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏନେଇ ବିଧିବଦ୍ଧ ଭାବେ ନୋଟିଫିକେସନ୍ ଜାରି କରାଯାଇଛି । ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ । ତେଣୁ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ…

କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିଓ୍ବାଲ । କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ…

ନେପାଳରେ ଭୂସ୍ଖଳନ: ନଦୀରେ ଭାସିଗଲା ୨ଟି ବସ୍, ୬୩ ନିଖୋଜ

ନେପାଳ: ନେପାଳରେ ଭୁସ୍ଖଳନ ପରେ ବଡ଼ ଧରଣ ଅଘଟଣ। ଭୁସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି। ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି। ୨ଟି ବସ୍‌ରେ ଡ୍ରାଇଭର ସହ ପାଖାପାଖି ୬୩ ଯାତ୍ରୀ ରହିଥିଲେ। କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ…

ସୁସ୍ଥ ଅଛନ୍ତି ତ ଜୋ ବାଇଡେନ ? ଆମେରିକାର ଉପରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ପୁଟିନ ବୋଲି କହିଦେଲେ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତିଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଲଗାତାର ଉଠୁଛି ପ୍ରଶ୍ନ। ଜୋ ବାଇଡେନ ସର୍ବସାଧାରଣରେ ଭାଷଣ ଦେବାବେଳେ କ୍ରମାଗତ ଭୁଲ କରୁଛନ୍ତି। ଗୁରୁବାର ଦିନ ସେ ଭୁଲବଶତଃ ତାଙ୍କ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ 'ଉପରାଷ୍ଟ୍ରପତି ଟ୍ରମ୍ପ' ବୋଲି…