Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେନ୍ଦ୍ର ବଜେଟ୍: ଆରମ୍ଭ ହେଲା ପାରମ୍ପରିକ ହାଲୱା ସମାରୋହ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୪-୨୫ ପାଇଁ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ମଙ୍ଗଳବାର ନୂଆଦିଲ୍ଲୀରେ ହଲୱା ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ…

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସରକାର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ସର୍ବଦଳୀୟ ବୈଠକ ଡାକିଛନ୍ତି। ଯଦି ରାହୁଲ ଗାନ୍ଧୀ ଯୋଗ ଦିଅନ୍ତି, ତେବେ ଏହା ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ସର୍ବଦଳୀୟ ବୈଠକ ହେବ। କେନ୍ଦ୍ର…

ସମୁଦ୍ର ମଝିରେ ବୁଡ଼ିଗଲା ତେଲ ଟ୍ୟାଙ୍କର, ୧୩ ଭାରତୀୟଙ୍କ ସମେତ ୧୬ ଜଣ କ୍ରୁ ସଦସ୍ୟ ନିଖୋଜ

ନୂଆଦିଲ୍ଲୀ:୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ି ଯାଇଛି ବୋଲି ଦେଶର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ମଙ୍ଗଳବାର କହିଛି। କ୍ରୁ ମେମ୍ବର ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେଲ…

୩୭ ବର୍ଷ ପରେ ପୂନର୍ବାର ଆଉ ଏକ ସତୀ କେସ

ରାୟଗଡ: ୪ ସେପ୍ଟମ୍ବର ୧୯୮୭ରେ ରାଜସ୍ଥାନ ସୀକର ଜିଲ୍ଲାରେ ପତି ମାଲ ସିଂଙ୍କ ଦେହାନ୍ତ ପରେ ପତ୍ନୀ ରୂପ କଓଁର ଚିତାକୁ ଡେଇଁ ସତୀ ହୋଇ ଯାଇଥିଲେ । ସେ ସମୟରେ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ଏହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଅନ୍ଧବିଶ୍ୱାସ ଏବେ ବି ବଂଚି ରହିଥିବା ନେଇ…

ପ୍ରସିଦ୍ଧ କବିଙ୍କ ଘରୁ ଚୋରୀ କରିଥିବା ଜାଣିବା ପରେ ସାମଗ୍ରୀ ଫେରାଇଲା ଚୋର

ମୁମ୍ବାଇ: ଏଠାରେ ଏକ ମଜାଦର ଖବର ସମ୍ମୁଖକୁ ଆସିଛି । ରାୟଗଡ ଜିଲ୍ଲାର ନେରଳରେ ପ୍ରସିଦ୍ଧ ଲେଖକ ତଥା କବି ନାରାୟଣ ସୁର୍ବେଙ୍କ ଘରୁ ଏଲଇଡି ଟିଭି ସମେତ କେତେକ ଦାମୀ ସାମଗ୍ରୀ ଚୋରୀ ହୋଇ ଯାଇଥିଲା । ନାରାୟଣ ଜଣେ ପ୍ରତିଷ୍ଠିତ ମରାଠୀ କବି ତଥା ସମାଜସେବୀ ଥିଲେ । ତାଙ୍କର ପରଲୋକ ହେବା ପରେ ଝିଅ…

ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ଟ୍ରେନିଂ ଯିବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ…

ଏଣିକି ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟରେ ମିଳିବ ମଦ

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣଙ୍କୁ ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି…

ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ କର୍ମୀଙ୍କୁ କାର ବନେଟରେ ଘୋଷାଡିନେଲେ, ଭିଡିଓ ଭାଇରାଲ

କନ୍ନୁର: ପୋଲିସ ବାବୁଙ୍କ ଅଜବ ଦାଦାଗିରି। ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଭରିଲେ। ଯେତେବେଳେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଲେ ତ ରାଗିଗଲେ। ସୂଚନା ଅନୁସାରେ, କେ ସନ୍ତୋଶ କୁମାର ନାମକ ଜଣେ ପୋଲିସ କର୍ମୀ ରବିବାର ସନ୍ଧ୍ୟାରେ କେରଳର କନ୍ନୁରର ଏକ ପେଟ୍ରୋଲ ପମ୍ପରେ…

କିଏ ଏହି ଜେଡି ଭାନ୍ସ, ଯାହାଙ୍କର ଭାରତ ସହିତ ରହିଛି ଖାସ ସମ୍ପର୍କ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କୁ ଚୟନ କରିଛନ୍ତି। ତେବେ ଖାସ କଥା ହେଉଛି ୨୦୧୬ରେ ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ଥିଲେ। କିନ୍ତୁ ବର୍ତ୍ତମାନ ସେ ଟ୍ରମ୍ପଙ୍କ…

ଜମ୍ମୁ-କାଶ୍ମୀର: ୭୮ ଦିନରେ ୧୧ ଥର ଆତଙ୍କବାଦୀ ଆକ୍ରମଣ, ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ରାତିରୁ ଜମ୍ମୁ-କାଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜଙ୍ଗଲରେ ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି। ଏହି ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଏବେ ବି କିଛି ଆତଙ୍କବାଦୀ…