Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିଏ ଏହି ଜେଡି ଭାନ୍ସ, ଯାହାଙ୍କର ଭାରତ ସହିତ ରହିଛି ଖାସ ସମ୍ପର୍କ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କୁ ଚୟନ କରିଛନ୍ତି। ତେବେ ଖାସ କଥା ହେଉଛି ୨୦୧୬ରେ ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ଥିଲେ। କିନ୍ତୁ ବର୍ତ୍ତମାନ ସେ ଟ୍ରମ୍ପଙ୍କ…

ଜମ୍ମୁ-କାଶ୍ମୀର: ୭୮ ଦିନରେ ୧୧ ଥର ଆତଙ୍କବାଦୀ ଆକ୍ରମଣ, ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ରାତିରୁ ଜମ୍ମୁ-କାଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜଙ୍ଗଲରେ ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି। ଏହି ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଏବେ ବି କିଛି ଆତଙ୍କବାଦୀ…

ବ୍ରିଜରେ କରୁଥିଲେ ଫଟୋସୁଟ୍, ଟ୍ରେନ ଆସିଯିବାରୁ ୯୦ ଫୁଟ ଗଭୀର ଖାଲକୁ ଡେଇଁପଡିଲେ

ପାଲି: ସେଲଫି ଏବଂ ରିଲ୍ସ ଯୋଗୁଁ ଆଜିର ଯୁବପିଢି ପ୍ରତିଦିନ ଜୀବନ ହରାଉଛନ୍ତି | ରାଜସ୍ଥାନର ପାଲି ଜିଲ୍ଲାରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ରେଲୱେ ଟ୍ରାକରେ ଫଟୋସୁଟ କରିବା ସମୟରେ ଦମ୍ପତିଙ୍କ ଜୀବନ ଯାଉଯାଉ ଅଳ୍ପକେ ବର୍ତ୍ତିଯାଇଛି। ସୂଚନା ଅନୁଯାୟୀ, ଏକ…

କେଦାରନାଥରୁ ସୁନା ଗାଏବ ଅଭିଯୋଗ, ବର୍ଷିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରାଚୀନ ଶୈବପୀଠ କେଦାରନାଥରୁ ସୁନା ଚୋରି ଅଭିଯୋଗ ଆଣିଛନ୍ତି ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବର ଆନନ୍ଦ। କେଦାରନାଥରୁ ୨୨୮ କେଜି ସୁନା ଗାଏବ କରାଯାଇଛି ବୋଲି ଅଭିଯୋଗ ଲଗାଇଛନ୍ତି ସ୍ବାମୀ ଅଭିମୁକ୍ତେସ୍ବର ଆନନ୍ଦ । ଏଭଳି ବାଦବିବାଦ ମଧ୍ୟରେ…

କାନରେ ପଟି ବାନ୍ଧି ମଇଦାନକୁ ପୁଣି ଓହ୍ଲାଇଲେ ଟ୍ରମ୍ପ

ଓ୍ବାସିଙ୍ଗଟନ: ମରାଣତ୍ମକ ଆକ୍ରମଣ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ଆମେରିକର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ । ହତ୍ୟା ଉଦ୍ୟମରୁ ବଞ୍ଚିବାର ଦୁଇ ଦିନ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ନ୍ୟାସନାଲ କନଭେକ୍ସନର ଉଦଘାଟନୀ ରାତିରେ ତାଙ୍କ ଡାହାଣ କାନରେ…

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ

ଶ୍ରୀନଗର: କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ। ଜଣେ ସେନା ଅଧିକାରୀ ସମେତ ୪ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଗତକାଲି ଗୁଳିବିନିମୟ ବେଳେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ମେଡିକାଲରେ ଚିକିତ୍ସାଧୀନ…

ହସ୍ପିଟାଲ ଯାଇ ନିଖୋଜ ବ୍ଯକ୍ତି, ୨ ଦିନ ପରେ ଲିଫ୍ଟରୁ ମିଳିଲେ

ଥିରୁବନନ୍ତପୁରମ: ଥିରୁବନନ୍ତପୁରମର ଏକ ଡାକ୍ତରଖାନା ଭିତରେ ୫୯ ବର୍ଷ ବୟସ୍କ ବ୍ୟକ୍ତି ଗତ ଦୁଇ ଦିନ ଧରି ଫସି ରହିଥିବା ବେଳେ ତାଙ୍କୁ ସୋମବାର ସକାଳେ ଲିଫ୍ଟରୁ ଉଦ୍ଧାର କରାଯାଇଛି। ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜର ଓପି ବ୍ଲକରେ ଜଣେ ବ୍ଯକ୍ତି ଲିଫ୍ଟ ଭିତରେ ଫସି ରହିଥିବା ନେଇ…

‘କୋମା’କୁ ଯାଇପାରନ୍ତି କେଜ୍ରିୱାଲ; ଆଶଙ୍କା ପ୍ରକାଶ କଲେ ଆପ୍ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘କୋମା’କୁ ଯାଇପାରନ୍ତି। ସୋମବାର ଦିନ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ। ଏଥିସହ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ ପକ୍ଷରୁ ଜାରି କରାଯାଇଥିବା…

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ କୋଟିପତି କ୍ଲବରେ ସାମିଲ

ମୁମ୍ବାଇ: ଜୋମାଟୋର ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ କୋଟିପତି କ୍ଲବ ରେ ସାମିଲ ହୋଇଛନ୍ତି। ଜୁଲାଇ ୨୦୨୩ରୁ ଷ୍ଟକ୍ ୩୦୦% ରୁ ଅଧିକ ବୃଦ୍ଧି ପାଇଛି। ଗତ ଏକ ବର୍ଷ ମଧ୍ୟରେ ଜୋମାଟୋର ସେୟାରରେ ଏକ ରେକର୍ଡ ପରେ କୋଟିପତି ହୋଇପାରିଛନ୍ତି। ଏହି ବୃଦ୍ଧି ଜୋମାଟର ମାର୍କେଟ କ୍ୟାପକୁ ୧.୮…

ପାକିସ୍ତାନର ଷଡ଼ଯନ୍ତ୍ର: ଏଲଓସି ନିକଟରେ ଲଞ୍ଚ୍‌ ପ୍ୟାଡ଼ ଏକ୍‌ଟିଭ୍, ଆତଙ୍କୀ ବୃଦ୍ଧି କରିବାର ଚାଲିଛି ଯୋଜନା

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ଏବେ ବି ଜାରି ରଖିଛି ନିଜର ଘୃଣ୍ୟ କାର୍ଯ୍ୟକଳାପ। ଗତ କିଛି ଦିନ ହେବ ନିୟନ୍ତ୍ରଣ ସୀମା ରେଖାରୁ ଅନୁପ୍ରବେଶକାରୀମାନେ କ୍ରମାଗତ ଭାବରେ ଭାରତୀୟ ସୀମାରେ ପ୍ରବେଶ କରି ଆତଙ୍କବାଦୀ କାର୍ଯ୍ୟକଳାପ କରିଚାଲିଛନ୍ତି। ସାମ୍ପ୍ରତିରେ ଜମ୍ମୁ କାଶ୍ମୀରରେ ଭାରତୀୟ…