Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାଥରସରେ ୧୨୧ ଜଣଙ୍କ ମୃତ୍ୟୁ କାହିଁକି ଓ କେମିତି ହେଲା? ଏସଆଇଟି ରିପୋର୍ଟରୁ ବଡ ଖୁଲାସା

ଲକ୍ଷ୍ନୈା: ହାଥରସର ଏକ ସତସଙ୍ଗରେ ଘଟିଥିବା ଦଳଚକଟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କୁ ଉତ୍ତରପ୍ରଦେଶ ପୁଲିସ ଶୁକ୍ରବାର ଗିରଫ କରିଛି। ହାଥରସ୍ ଦଙ୍ଗା ମାମଲାରେ ୟୁପି ପୁଲିସ ୬ ଜଣଙ୍କୁ ଗିରଫ କରିବାର ଦିନକ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏମାନେ ସମସ୍ତେ ସତସଙ୍ଗ…

ବିହାରରେ ବ୍ରିଜ ଭୁଶୁଡ଼ିବା ଘଟଣା; ୧୬ ଜଣ ଯନ୍ତ୍ରୀ ନିଲମ୍ବିତ

ପାଟଣା: ବିହାରରେ ଗତ ୧୭ ଦିନରେ ଭୁଶୁଡ଼ିପଡ଼ିଲାଣି ୧୨ଟି ବ୍ରିଜ୍। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଳ ସମ୍ପଦ ବିଭାଗର ୧୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟରେ ସମସ୍ତ ପୁରୁଣା ପୋଲ୍‌ଗୁଡ଼ିକୁ ଭଲଭାବେ ଯାଞ୍ଚ କରି ଜରୁରୀ ଭିତ୍ତିରେ…

ବିହାରରେ ଅଜବ ଘଟଣା, ଯୁବକଙ୍କ କାମୁଡାରେ ସାପ ମୃତ

ପାଟଣା: ବିହାରରେ ଘଟିଛି ଅଜବ ଘଟଣା। ଯୁବକଙ୍କ କାମୁଡାରେ ସାପର ମୃତ୍ୟୁ ଘଟିଛି। ବିହାରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଅଜବ କାଣ୍ଡ। ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ନାଁ ସନ୍ତୋଷ ଲୋହର। ବିହାରର ନାଭଡାରେ ରହୁଥିବା ସନ୍ତୋଷ ଲୋହାର…

ଅପରାଜିତା ଓ ସମ୍ବିତଙ୍କୁ ବଡ ଦାୟିତ୍ଵ, ଓଡିଶାର ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ…

ଗୁରୁଶିଷ୍ୟଙ୍କ ଅନନ୍ୟ ଏ ସମ୍ପର୍କ; ଶିକ୍ଷକଙ୍କ ବଦଳି ପରେ କିଛି ଏମିତି କଲେ ଛାତ୍ରଛାତ୍ରୀ……..

ମଞ୍ଚେରିଆ: ଆମେ ଅନେକ ଥର ଗୁରୁ ଶିଷ୍ୟଙ୍କର କାହାଣୀ ଶୁଣିଛେ । ଅନେକ ଫିଲ୍ମ ବି ଦେଖିଛେ । ଯାହା ହୃଦୟସ୍ପର୍ଶୀ ଅଟେ । ତେବେ ପୂର୍ବକାଳେ ଗୁରୁ ଶିଷ୍ୟଙ୍କର ଏକ ନିବିଡ ସଂପର୍କ ଥିଲା । ତାହା ଦ୍ରୋଣ- ଏକଲବ୍ୟଙ୍କର ହେଉ କି ଦ୍ରୋଣ ଅର୍ଜୁନଙ୍କର ତାହା ବାସ୍ତବରେ ହୃଦୟସ୍ପର୍ଶୀ ଥିଲା ।…

ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମସ, ଅଧିକ ଦିନ ରହିଲେ ବିପଦ

ଭୁବନେଶ୍ବର: ମହାକାଶକୁ ଯାତ୍ରା କରିଥିବା ମହାକାଶଚାରୀ ସୁନୀତା ୱିଲିୟମସ ଓ ବ୍ୟାରୀ ୱିଲମୋର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସରେ ଫସି ରହିଛନ୍ତି । ସେମାନଙ୍କର ପୃଥିବୀକୁ ଫେରିବା ବିଳମ୍ବିତ ହୋଇଛି । ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବା ସହ ୱିଲିୟମସ ଓ ୱିଲମୋରଙ୍କ ସ୍ୱାସ୍ଥ୍ୟ ନେଇ…

ଅଗଷ୍ଟ ସୁଦ୍ଧା ମୋଦୀ ସରକାରର ପତନ, ଦଳୀୟ ନେତାଙ୍କୁ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ଲାଲୁ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଶୁକ୍ରବାର ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇପାରେ। ଆରଜେଡିର ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ ଏପରି…

ପୁଣେ ପୋର୍ସେ କାର ଦୁର୍ଘଟଣା; ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିଲେ ନାବାଳକ

ପୁଣେ: ପୁଣେ ପୋର୍ସେ କାର ଦୁର୍ଘଟଣାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ର ଜାମିନ ସର୍ତ୍ତକୁ ପାଳନ କରି ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକ ଜଣକ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖି ଦାଖଲ କରିଛନ୍ତି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନାବାଳକ ଜଣକ ବୁଧବାର ଜୁଭେନାଇଲ…

ଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା 

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍ଟରେ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ଏସଓପି ଏବଂ ପ୍ରୋ‌ଟୋକଲର ସମୀକ୍ଷା ପରେ ନିଟ୍‌…

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର…