Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ: ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିମନ୍ତ୍ରଣ ପତ୍ର

ପୁରୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନିଙ୍କ ନିଆରା ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିା ବେଳେ ପୁରୀରେ ପହଞ୍ଚିଲା ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ କାର୍ଡ। ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର। ଭାରତର ବିଶିଷ୍ଟ ଶିଳ୍ପପତି…

ଏନ୍ଏମ୍‌ସି ଅଧ୍ୟକ୍ଷ ହେଲେ ଡ଼ା ବିଏନ୍ ଗଙ୍ଗାଧର, ମୋଦୀ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମ୍ଏଆର୍‌ବି)ର ସଭାପତି ଡା. ବି ଏନ୍ ଗଙ୍ଗାଧରଙ୍କୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସେ ଏନ୍ଏମ୍‌ସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ପୋଲିସ ନିକଟରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ପୋଲିସକୁ ପୁଣି ସଫଳତା। ଛତିଶଗଡ଼ ସୁକ୍‌ମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି। କୋଣ୍ଟା ଅଞ୍ଚଳର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ସୋଡି ଗଜେନ୍ଦ୍ର ଓରଫ ହଡମା ଓ ମହିଳା ମାଓବାଦୀ ସୋଡି ମଞ୍ଜୁଲା ଓରଫ ମଡକମ ମଞ୍ଜୁଲା ଆତ୍ମସମର୍ପଣ…

ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା…

ରିୟଲ ଲାଇଫ ଉପରେ ଭାରି ପଡୁଛି ରିଲ୍ ଲାଇଫ

ନୂଆଦିଲ୍ଲୀ: ଭାରତରେ ଟିକଟକ୍ ବ୍ୟାନ ହୋଇଛି ସତ, କିନ୍ତୁ ରିଲ୍ସ ଓ ମିମ୍ସ ପ୍ରସ୍ତୁତି ନିରନ୍ତର ବଢି ଚାଲିଛି । ରିଲ୍ସଟିଏ ନ କଲେ ଅନେକଙ୍କର ଯେମିତି ଦିନ ଭଲ ଯାଉନି । ରିଲ୍ସ ପ୍ରତି ଏଭଳି ଆସକ୍ତି ଅନେକ ସମୟରେ ଜୀବନ ନେଉଛି । ବିବିଧ ବିଷୟ ସଂପର୍କିତ ଅସଂଖ୍ୟ ରିଲ୍ସ ଆଜିକାଲି ସୋସିଆଲ…

ମଣିଷ ମସ୍ତିଷ୍କ ସହ ଚୀନ ପ୍ରସ୍ତୁତ କଲା ଏଆଇ ରୋବୋଟ, ଚିନ୍ତାରେ ଦୁନିଆ

ବେଜିଂ: ଏଆଇ ରୋବୋଟ ନେଇ ପୂର୍ବରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଚୀନ ଏ ସବୁକୁ ବେଖାତିର କରି ମାନବ ମସ୍ତିଷ୍କକୁ ନେଇ ଏକ ଏଆଇ ରୋବୋଟ ପ୍ରସ୍ତୁତି କରିଛି । ଯାହାକି ସାରା ଦୁନିଆ ପାଇଁ ଚିନ୍ତାର କାରଣ ସାଜିଛି । ତିଆନଜିନ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ୱତନ୍ତ୍ର ଭାବେ…

ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ, ଇସ୍ତଫା ଦେଲେ ଚମ୍ପାଇ

ରାଞ୍ଚି: ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ସରକାର ଗଠନ…

ସମସ୍ତ କାର୍ଯ୍ୟକ୍ଷମ କେଜିଭିବି ଏବଂ ହଷ୍ଟେଲରେ ହେବ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍

ନୂଆଦିଲ୍ଲୀ: ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସୁଦୃଢ଼ କରିବା ଏବଂ ସେମାନଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ପାଇଁ ସମସ୍ତ କାର୍ଯ୍ୟକ୍ଷମ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି) ଏବଂ ହଷ୍ଟେଲରେ ସମଗ୍ର ଶିକ୍ଷା ନିୟମ ଅନୁଯାୟୀ ଆଇସିଟି ଲ୍ୟାବ୍ ଏବଂ…

ଜୁଲାଇ ୧୨କୁ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୧୨କୁ ବୃଦ୍ଧି କଲେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ। କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ସ୍ୱତନ୍ତ୍ର ବିଚାରପତି କାଭେରୀ ବାୱେଜାଙ୍କ କୋର୍ଟରେ ହାଜର ହୋଇଥିଲେ। ଦିଲ୍ଲୀ ଅବକାରୀ ନୀତି…

ବନ୍ଦ ହେବ ସ୍ୱଦେଶୀ ଆପ୍ ‘କୁ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସକୁ (ପୁରୁଣା ନାମ ଟୁଇଟର୍‌) ଟକ୍କର ଦେବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO) ଆରମ୍ଭ ହୋଇଥିଲା। ସେତେବେଳେ ଏହି ଦେଶୀ ଟୁଇଟରର ଲୋକପ୍ରିୟତା ଭାରତରେ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । କିନ୍ତୁ…