Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିମାନରେ କାମ କଲାନି ଏସି, ପ୍ରବଳ ଗରମରେ ଆଉଟୁପାଉଟୁ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ କାମ କଲାନି ନାହିଁ ଏସି। ଫଳରେ ଝାଳରେ ବେହାଲ ହେଲେ ଲୋକେ। ଗରମରୁ ରକ୍ଷା ପାଇବା ପାଇଁ ହାତରେ ଯାହା ପାଇଲେ ତା’କୁ ଧରି ବିଞ୍ଚି ହେଲେ ଲୋକେ । ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଘଟିଛି ଏଭଳି ଘଟଣା । ଏଭଳି ଅବ୍ୟବସ୍ଥାର ଭିଡିଓ ଅନେକ ଯାତ୍ରୀ…

୨୫୦୦ ବର୍ଷ ତଳେ ଭୂମିକମ୍ପ ବଦଳାଇ ଦେଇଥିଲା ଗଙ୍ଗା ନଦୀର ଗତି ପଥ

ନ୍ୟୁୟର୍କ: ନୂତନ ଗବେଷଣାରୁ ଜଣାପଡିଛି ଯେ, ୨୫୦୦ ବର୍ଷ ତଳେ ବଡ ଧରଣର ଭୂମିକମ୍ପ ଯୋଗୁ ଗଙ୍ଗା ନଦୀର ଗତିପଥ ବଦଳି ଯାଇଥିଲା । ନେଚର କମ୍ୟୁନିକେଶନ ପତ୍ରିକାରେ ଏ ସମ୍ପର୍କରେ ଏକ ଗବେଷକ ଭିତିକ ଲେଖା ପ୍ରକାଶ ପାଇଛି । ସେ ସମୟରେ ଭୂକମ୍ପର ତୀବ୍ରତା ୭.୫ କିମ୍ବା ୮ ଥିବ ବୋଲି ଅନୁମାନ…

ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଧାନର ସର୍ବନିମ୍ନ ସହାୟକ ରାଶି ବଢ଼ାଇଲେ କେନ୍ଦ୍ର ସରକାର । ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ନେଇ କେନ୍ଦ୍ରର ନିଷ୍ପତ୍ତି । ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ମୁଗର ଏମଏସପି ୮୬୮୨ ଟଙ୍କା…

ନିଟ୍ ପେପର୍ ଲିକ୍ ମାମଲାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ଗେଷ୍ଟ ହାଉସରେ ପୋଲିସ

ନୂଆଦିଲ୍ଲୀ: ନିକଟରେ ବିହାର ନିଟ୍ ପରୀକ୍ଷା ଲିକ୍ ମାମଲାରେ ଗେଷ୍ଟ ହାଉସ୍ କନେକ୍ସନ ସାମ୍ନାକୁ ଆସିଛି। ପାଟନାର ସରକାରୀ ଗେଷ୍ଟ ହାଉସରେ ପ୍ରଶ୍ନପତ୍ର ଲିକ୍ ର ଷଡଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ପାଟନାର ଏନଏଚଏଆଇ ଗେଷ୍ଟ ହାଉସରେ ମନ୍ତ୍ରୀଙ୍କ ଲବି ସହ ଛାତ୍ରଛାତ୍ରୀଙ୍କୁ ଏକ ଗ୍ୟାଙ୍ଗ…

ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ: ଗଲାଣି ୧୦ ଜଣଙ୍କ ଜୀବନ, ଭେଣ୍ଟିଲେଟର୍‌ରେ ୧୩ ଜଣ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ରାଜଧାନୀ ଦିଲ୍ଲୀ । ଅନେକ ଲୋକ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୦ ଜଣଙ୍କ ଜୀବନ ଗଲାଣି । ଦିଲ୍ଲୀରେ ଜଳ ସଙ୍କଟ ଲାଗି ରହିଥିବାବେଳେ ଏବେ ପୁଣିଥରେ ଖରାର…

ଏକ ମାସ ମଧ୍ୟରେ ୨୪ ଲକ୍ଷରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ କରିଛନ୍ତି ଚାରିଧାମ ଦର୍ଶନ

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଥିବାବେଳେ, ଏପର୍ଯ୍ୟନ୍ତ ୨୪.୬୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରଧାମ ପରିଦର୍ଶନ କରିଛନ୍ତି । ଏହି ସମ୍ପର୍କରେ ରାଜ୍ୟର ପର୍ଯ୍ୟଟନ ସଚିବ ସଚିନ କୁର୍ବେ କହିଛନ୍ତି ଯେ, ଚାରିଧାମ ଯାତ୍ରା ମେ' ୧୦…

ରିଆସି ଆତଙ୍କୀ ଆକ୍ରମଣ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର: ଜାମ୍ମୁକାଶ୍ମୀର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ଆତଙ୍କୀମାନଙ୍କୁ ସାହାର୍ଯ୍ୟ କରିଥିବା ୪୫ ବର୍ଷୀୟ ହାକମକୁ ଗିରଫ କରିଛି ପୋଲିସ । ରିଆସି ଅଞ୍ଚଳରୁ ହିଁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ…

ଦେଶରେ ବାୟୁପ୍ରଦୂଷଣ ଯୋଗୁଁ ପ୍ରତିଦିନ ଯାଉଛି ୨୪୦ ଜୀବନ, ସେଥିମଧ୍ୟରେ ଅଛନ୍ତି ୨୦ ଶିଶୁ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଭୟଙ୍କର ରୂପ ଧାରଣ କରିଛି ବାୟୁ ପ୍ରଦୂଷଣ । ଯେଉଁ କାରଣରୁ ପ୍ରତିଦିନ ୨୪୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ସେଥିମଧ୍ୟରେ ରହିଛନ୍ତି ୨୦ ଶିଶୁ । ନିକଟରେ ୟୁନିସେଫ୍ ସ୍ୱାସ୍ଥ୍ୟ ପ୍ରଭାବ ପ୍ରତିଷ୍ଠାନ (ଏଚଇଆଇ) ତାର ରିପୋର୍ଟରେ ଏହି ଦାବି କରିଛି । ୨୦୧୯ ତୁଳନାରେ…

ଅଚାନକ ମୋଦିଙ୍କ ହାତ ଧରିପକାଇ କ’ଣ ଦେଖିଲେ ନୀତିଶ, ଭିଡିଓ ଭାଇରାଲ

ପାଟନା: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ପ୍ରାଚୀନ ନାଲନ୍ଦା ବିଶ୍ୱବିଦ୍ୟାଳୟର ବିନାଶକୁ ମନେ ପକାଇ କହିଛନ୍ତି ଯେ ନିଆଁ ବହି ପୋଡିପାରେ, କିନ୍ତୁ…

ଆଇସକ୍ରିମରୁ କଟା ଆଙ୍ଗୁଠି ବାହାରିବା ମାମଲା, ବଡ ଖୁଲାସା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣାରେ ପୋଲିସ ହାତରେ ଲାଗିଛି ବଡ ତଥ୍ୟ। ଆଙ୍ଗୁଠିଟି କାହାର ସେନେଇ ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ । ତେବେ ଏନେଇ କୌଣସି ସଠିକ୍ ପ୍ରମାଣ ମିଳିନଥିବା ବେଳେ ଡିଏନଏ ଟେଷ୍ଟ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ମୁମ୍ବାଇ…