Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢ଼ିବାରେ ଲାଗିଛି କେଜ୍ରିୱାଲଙ୍କ ଅଡୁଆ, ୩ଜୁଲାଇ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ । କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହେପାଜତ…

ଉଦଘାଟନ ହେଲା ନାଳନ୍ଦାର ନୂଆ କ୍ୟାମ୍ପସ, ଫେରିବ ପୁରୁଣା ପରିଚୟ

ନୂଆଦିଲ୍ଲୀ: ବୁଧବାର ଉଦଘାଟନ ହେଲା ନାଳନ୍ଦାର ନୂଆ କ୍ୟାମ୍ପସ। ପ୍ରଧାନମନ୍ତ୍ରୀ ମୋଦି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ୱବିଦ୍ୟାଳୟକୁ ବୁଲି ଦେଖିଛନ୍ତି। ୨୦୧୬ ମସିହାରେ ଏହି ବିଶ୍ୱବିଦ୍ୟାଳୟକୁ ପର୍ଯ୍ୟଟନସ୍ଥଳ…

ସିକିମ୍‌ରେ ଭୂସ୍ଖଳନ ଘଟଣା: ଏବେ ସୁଦ୍ଧା ୧୨୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର, ୬ ମୃତ

ଗାଙ୍ଗ୍‌ଟକ୍‌: ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଲାଚୁଙ୍ଗ ଅଞ୍ଚଳରେ ୧୨ ତାରିଖରେ ହୋଇଥିଲା ବଡ଼ ଧରଣର ଭୂସ୍ଖଳନ । ଏହି ଭୂସ୍ଖଳନରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଜାରି ରହିଛି। ବର୍ତ୍ତମାନ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ…

ବଦଳିବ ରୂପରେଖ, ପୁରୁଣା ସମ୍ମାନ ଫେରିପାଇବ ନାଳନ୍ଦା ବିଶ୍ବବିଦ୍ୟାଳୟ

ରାଜଗିରି: ନୂଆ ରୂପ ପାଇବାକୁ ଯାଉଛି  ଐତିହ୍ୟ ନାଳନ୍ଦା । ଫରିବାକୁ ଯାଉଛି ପୁରୁଣା ଦିନ । ପୁଣି ବିଷ୍ବରେ ଝଲସିବ ନାଳନ୍ଦାର କିର୍ତ୍ତୀ । ବୁଧବାର ବିହାରର ରାଜଗିରର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ…

ସାଂସଦଙ୍କ ଝିଅଙ୍କ ନାଁରେ ହିଟ୍ ଆଣ୍ଡ ରନ୍ ମାମଲା, ତୁରନ୍ତ ମିଳିଲା ଜାମିନ

ଚେନ୍ନାଇ: ରାସ୍ତାକଡରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢାଇଲେ ଗାଡି । ସାଂସଦଙ୍କ ଝିଅ ହୋଇଥିବାରୁ ଛାଡିଦେଲା ଚେନ୍ନାଇ ପୋଲିସ । ମଙ୍ଗଳବାର ଜୁନ୍ ୧୮ ତାରିଖରେ, ସାଂସଦ ଜଗନ ମୋହନ ରେଡ୍ଡିଙ୍କ ଓ୍ବାଇଏସଆର କଂଗ୍ରେସ ପାର୍ଟିର ରାଜ୍ୟସଭା ସାଂସଦ ବୀଡା ମସ୍ତାନ୍ ରାଓଙ୍କ ଝିଅ ମାଧୁରୀଙ୍କୁ ଏକ…

ମୁମ୍ବାଇରେ ୫୦ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ

ମୁମ୍ବାଇ: ମୁମ୍ବାଇରେ ୫୦ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ। ମେଲ୍‌ ଯୋଗେ ଧମକପୂର୍ଣ୍ଣ ଚିଠି ପାଇ ମୁମ୍ବାଇ ପୋଲିସର ଛାନଭିନ୍‌ ଆରମ୍ଭ ହୋଇଛି। ହସ୍ପିଟାଲ ବେଡ୍ ଓ ବାଥରୁମ୍‌ରେ ବୋମା ଖଞ୍ଜିଥିବା ଦୁର୍ବୃତ୍ତମାନେ ଧମକ ଦେଇଥିବା ସୂଚନା ମିଳିଛି। ବିଏମ୍‌ସି ଅଫିସ ଓ ହିନ୍ଦୁଜା କଲେଜ ଅଫ୍‌…

ବିବାହ ପାଇଁ ମେହିନ୍ଦୀରେ ନାଚୁଥିବା ବେଳେ ଟଳି ପଡ଼ିଲେ କନ୍ୟା

ନୂଆଦିଲ୍ଲୀ: ଶନିବାର ନୈନିତାଲରେ ମେହେନ୍ଦୀ ସମାରୋହରେ ନାଚୁଥିବା ବେଳେ ଜଣେ କନ୍ୟା ଖସି ପଡ଼ି ପ୍ରାଣ ହରାଇଛନ୍ତି। ତୁରନ୍ତ ଚିକିତ୍ସା ସତ୍ତ୍ୱେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶ୍ରେୟା ଜୈନ (୨୮) ମୂଳତଃ ଦିଲ୍ଲୀର ବାସିନ୍ଦା ଏବଂ ନିଜ ବିବାହ ପାଇଁ ତାଙ୍କ ପରିବାର ଏବଂ…

ବାରଣାସୀ ଗସ୍ତରେ ମୋଦୀ, ଚାଷୀଙ୍କୁ ଦେଲେ ବଡ ଉପହାର

ବାରଣାସୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀ ଗ୍ରସ୍ତରେ ଯାଇ ସେଠାକାର ଚାଷୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ। ଚାଷୀ ମାନଙ୍କୁ ପିଏମ୍ କିଷାନ…

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ: ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ମିଳିଛି । ଥାଇଲାଣ୍ଡ ସଂସଦରେ ମଙ୍ଗଳବାର ଏହି ବିଲ ପାରିତ ହୋଇଛି । ୧୩୦ ସାଂସଦ ସପକ୍ଷରେ ମତ ଦେଇଥିବା ବେଳେ ୪ଜଣ ବିପକ୍ଷରେ ଭୋଟିଂ କରିଥିଲେ । ଦକ୍ଷୀଣ ପୂର୍ବ ଏସିଆର ପ୍ରଥମ ଦେଶ ଭାବେ ଥାଇଲାଣ୍ଡ ଏହି ପଦକ୍ଷେପ ଗ୍ରହଣ କରିଛି ।…

ଏହି ଦିନ ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ, ଟ୍ବିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କର ପ୍ରଥମ ମନ୍ କି ବାତ୍…