Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୪ ଲକ୍ଷରୁ ଅଧିକ ନିଟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: ନିଟ ପରୀକ୍ଷା ମାମଲାକୁ ନେଇ କଂଗ୍ରେସ୍ ଲଗାତାର ଭାବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି। ଉକ୍ତ ଘଟଣାକୁ ନେଇ ଏବେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀ ଏସବୁ ଘଟଣା ଜାଣିକି ମଧ୍ୟ ଚୁପ୍…

ଜବଲପୁରର ଭକ୍ତ ବାବା ମହାକାଳଙ୍କୁ ଅର୍ପଣ କଲେ ବିଶ୍ୱର ଦାମୀ ଆମ୍ବ

ଜବଲପୁର: ଜବଲପୁରର ଜଣେ ଭକ୍ତ ବାବା ମହାକାଳଙ୍କୁ ବିଶ୍ୱର ଦାମୀ ଆମ୍ବ ଅର୍ପଣ କରିଛନ୍ତି । ସେ ଶ୍ରୀ ମହାକାଳେଶ୍ୱର ମନ୍ଦିରକୁ ଯାଇ ଏହା ଅର୍ପଣ କରିଥିଲେ । ଆନ୍ତର୍ଜାତୀୟ ବଜାରର ଏହି ସ୍ୱତନ୍ତ୍ର କିସମର ଆମ୍ବର ମୂଲ୍ୟ ୨ ଲକ୍ଷ ୭୦ ହଜାର ରହିଛି । ବାବା ମହାକାଳଙ୍କ ଆଶୀର୍ବାଦ ନେଇ ସଂକଳ୍ପ ସିଂ…

ଡ୍ରାଇଭିଂ ନଜାଣି କାରରେ ବସି ରିଲ୍ସ କରୁଥିଲେ, ଚାଲିଗଲା ଯୁବତୀଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ଏକ ଘାଟିରେ ଗାଡ଼ିଟି ଓଲଟି ପଡ଼ିଥିବା ବେଳେ ଭୁଲବଶତଃ କାରର ଆକ୍ସିଲେଟରକୁ ଚାପି ଦେବାରୁ ଜଣେ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଛତ୍ରପତି ସମ୍ଭାଜୀନଗରରେ ଏହି ଘଟଣା ଘଟିଛି, ଯେତେବେଳେ ମୃତକଙ୍କ ସାଙ୍ଗ ଗାଡି ପଛରେ ତାଙ୍କର ଏକ ରିଲ୍…

ନିଟ୍ ବିବାଦ: ଏନଟିଏକୁ କଡ଼ା ସମାଲୋଚନା, ଛୋଟ ଅବହେଳାକୁ ସମାଧାନ କରିବା ଆବଶ୍ଯକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ନିଟ୍ ପରୀକ୍ଷା ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରିକି ପରୀକ୍ଷା ପ୍ରକ୍ରିୟାରେ ୦.୦୦୧% ଅବହେଳାକୁ ଅତ୍ୟନ୍ତ ଗମ୍ଭୀରତାର ସହ ସମାଧାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।…

ଦ୍ରୁତ ବେଗରେ ପରମାଣୁର ଅସ୍ତ୍ର ବୃଦ୍ଧି କରୁଛି ଚୀନ, ଚିନ୍ତାରେ ଦୁନିଆ

ବେଜିଂ: ଚୀନ ଏବେ ଦ୍ରୁତ ବେଗରେ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଯାହାକୁ ନେଇ ପଡୋଶୀ ଦେଶ ସମେତ ଅନ୍ୟମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଷ୍ଟକହୋମ ଇଂଟରନ୍ୟାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ।…

ବିଜେପିର ବିଧାନସଭା ନିର୍ବାଚନ ଫୋକସ୍: ଧର୍ମେନ୍ଦ୍ରଙ୍କୁ ହରିୟାଣା ଓ ଅଶ୍ୱିନୀଙ୍କୁ ମହାରାଷ୍ଟ୍ର ଦାୟିତ୍ୱ

ନୂଅଦିଲ୍ଲୀ: ଦେଶରେ ସରିଛି ଲୋକସଭା ନିର୍ବାଚନ ଆଉ ଆଗକୁ ରହିଛି ୪ ରାଜ୍ୟର ବିଧାନସଭା ନିର୍ବାଚନ । ଯାହା ଉପରେ ଫୋକସ କରିଛି ବଜେପି । ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଏବଂ ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାକୁ ଦୃଷ୍ଟିରେ ରଖି ବିଜେପି…

ପଶ୍ଚିମବଙ୍ଗ ଟ୍ରେନ୍ ଟ୍ରାଜେଡି: ମାନବୀୟ ତ୍ରୁଟିରୁ ଦୁର୍ଘଟଣା କହିଲେ ରେଲୱେ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୋମବାର (ଆଜି) ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ି ଠାରେ ଠିଆ ହୋଇଥିବା କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାର ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨୫ ଜଣ ଆହତ ହୋଇଛନ୍ତି । ଏଥିରେ ଟ୍ରେନ୍ ର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ…

ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି: ପରିବାରଙ୍କୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି ରେଳମନ୍ତ୍ରୀ

ଦାର୍ଜିଲିଂ: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ବାଲେଶ୍ୱର ବାହାନଗାର ପ୍ରତିଛବି | ପୁଣି ଏକ ବଡ ଟ୍ରେନ ଟ୍ରାଜେଡି | କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ହୋଇଥିବା ବେଳେ ୬୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଆଗକୁ…

ଟ୍ରେନ୍‌ ଟ୍ରାଜେଡି: ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ଦାର୍ଜିଲିଂ: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ପୁଣି ଏକ ବଡ ଟ୍ରେନ ଟ୍ରାଜେଡି | କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁଅଧିକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବାର…

ପୁଣି ଟ୍ରେନ ଟ୍ରାଜେଡି; ରେଳ ବିଭାଗ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ ହୋଇଛି | ଏହାସହିତ ପ୍ରାୟ…