Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ମୁହାଁମୁହିଁ ଟ୍ରେନ; ୧୫ ଆହତ

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ବାଲେଶ୍ୱର ବାହାନଗା ଭଳି ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର ଦିନ କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରିରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ: ୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଝାଡ଼ଖଣ୍ଡ: ଚାଇବାସାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର। ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ଜଣେ ଜୋନାଲ କମାଣ୍ଡର, ୨ ଏରିଆ କମାଣ୍ଡର ସମେତ ୪ ନିହତ ହୋଇଛନ୍ତି। ଏଥିସହ ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣ…

ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ

ନୂଆଦିଲ୍ଲୀ: ସଫଳ ହେଲା ପରୀକ୍ଷଣ | ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ | ରେଆସିର ଚେନାବ ନଦୀ ଉପରେ ଯାଇଥିବା ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ ବୈଦ୍ୟୁତିକ ରେଳ ଛଡାଯାଇଥିଲା। ଯାହା ସଫଳତାର ସହ ଜମ୍ମୁ କଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଗଡିଛି…

ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆତଙ୍କବାଦ ନିପାତ ଲାଗି ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା । ଜମ୍ମୁ-କାଶ୍ମୀର ବାନ୍ଦିପୋରାର ଆରାଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଆଉ ଜଣେ ଆତଙ୍କବାଦୀ। ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା…

ଅସୁସ୍ଥ ମାଆଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ: ଉତରପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଋଷିକେଶର ଏମ୍ସକୁ ଯାଇ ଅସୁସ୍ଥ ମାଆଙ୍କୁ ଭେଟିଛନ୍ତି । କିଛି ଦିନ ହେବ ତାଙ୍କ ମାଆଙ୍କ ଦେହ ଭଲ ରହୁ ନାହିଁ । ଏମ୍ସରେ ତାଙ୍କ ଚିକିତ୍ସା ଚାଲିଛି । ଚିକିତ୍ସକଙ୍କ ପରାମର୍ଶକ୍ରମେ ସେ ନିୟମିତ ବ୍ୟବଧାନରେ ଆସି ରୁଟିନ ଚେକଅପ କରାଇଥାନ୍ତି…

ଖୁବଶୀଘ୍ର “ଓ୍ବାନ ନେଶନ ୱାନ ଇଲେକସନ”

ନୂଆଦିଲ୍ଲୀ: ଆସିପାରେ 'ଓ୍ବାନ ନେଶନ ୱାନ ଇଲେକସନ' | କେନ୍ଦ୍ର କ୍ୟାବିନେଟ୍‌ ପୂର୍ବରୁ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଦେଶରେ ତୃତୀୟ ଥର ପାଇଁ ପୁଣି ଠାରେ ବିଜେପି ସରକାର ଗଠନ କରିଛି | ହେଲେ ଏଥର ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନି | ବିଜେପି ନେତୃତ୍ୱ…

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସଜିଦ, ଲେଖା ହେଲା ‘ତିନି-ଗମ୍ବୁଜ ଆକାର’

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସଜିଦ ପ୍ରସଙ୍ଗ | ଲେଖା ହେଲା ‘ତିନି-ଗମ୍ବୁଜ ଆକାର’ | ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ହୋଇଥିବା ବହି ବଜାରକୁ ଆସିଛି। ଯେଉଁଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁଠୁ ବଡ ପରିବର୍ତନ…

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ, ୧୧ ଉଦ୍ଧାର

ବିହାର: ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ। ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି । ଫଳରେ ୬ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କଲା ଏସଡିଆରଏଫ୍…

ଚିନ୍ତାରେ ମୋଦି; ‘ବିଜେପି ବାଚସ୍ପତି ଗାଦି ହାସଲ କଲେ ଭାଙ୍ଗିଯିବ ଏନଡିଏ ମେଣ୍ଟ’

ନୂଆଦିଲ୍ଲୀ : 'ଯଦି ବିଜେପି ଲୋକସଭା ବାଚସ୍ପତି ଗାଦି ନିଜ ହାତକୁ ନିଏ ତାହେଲେ ଏନଡିଏ ମେଣ୍ଟ ଭାଙ୍ଗିଯିବ | ବିଜେପିର ଏହା ପୁରୁଣା ଅଭ୍ୟାସ କ୍ଷୀର ପିଆଇଥିବା ଲୋକକୁ ହିଁ ଚୋଟ ମାରିବା |' ଲୋକସଭା ବାଚସ୍ପତି ପଦକୁ ନେଇ କିଛି ଏମିତି କହିଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ |…

ବଢୁଛି ଲୋକପ୍ରିୟତା, ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌ ଟ୍ରନ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ଟ୍ରେନରେ ଉତ୍କୃଷ୍ଟ ସୁବିଧା ଏବଂ ଏହାର ଦୃତ ଗତି ଯୋଗୁଁ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ନବୀକରଣ ହୋଇଥିବା ସଂସ୍କରଣ ଆସିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା…