Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ କାଶ୍ମୀରକୁ ଆତଙ୍କୀ ମୁକ୍ତ କରିବାକୁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଉଛି। ଜମ୍ମୁ କାଶ୍ମୀରରେ ନିକଟରେ ବଡ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି । ନିକଟରେ ଅମରନାଥ ଯାତ୍ରାରେ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ ପାଖରେ ଥିବା ଏକ ଘର। ଗତକାଲି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂର୍ବତନ ଆଇଏଏସ…

ଇଦ୍-ଉଲ୍-ଆଧା ପାଇଁ ନୋଏଡାରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ବକରୀ ଇଦ୍ ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆମିଷ ବଜାରରେ ନାହିଁ ନଥିବା ଭିଡ । ବକରୀ ଇଦ୍ ଇଦ୍-ଉଲ୍-ଆଧା ଭାବରେ ମଧ୍ୟ ଜଣାଶୁଣା । ମୁସଲମାନ ଧର୍ମର ସବୁଠାରୁ ବଡ ପର୍ବ ହେଉଛି ଏହି ଇଦ୍ । ସେଥିପାଇଁ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବଳି ପାଇଁ…

ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ମୃତକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ରାଶି

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ଘଟଣା । ଏଯାବତ୍ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଉତ୍ତରାଖଣ୍ଡରେ ରୁଦ୍ରପ୍ରୟାଗ ନିକଟ ରେଙ୍ଗତୋଲୀରେ ବଦ୍ରୀନାଥ ହାଇୱେରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଅଳକାନନ୍ଦା ନଦୀରେ ଖସି ପଡିଥିଲା । ଏହି…

ଉପବାଚସ୍ପତି ଆସନ ନଦେଲେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବେ ବିରୋଧୀ!

ନୂଆଦିଲ୍ଲୀ: ଯଦି ଉପବାଚସ୍ପତି ପଦ ବିରୋଧୀ ଶିବିରକୁ ନ ଦିଆଯାଏ ତେବେ ବିରୋଧୀ ଦଳମାନେ ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ୯ ଦିନ ଧରି…

ତେଜୁଛି ନିଟ୍ ପରୀକ୍ଷା ବିବାଦ, ଦୁଇ ଦିନିଆ ଧର୍ମଘଟ ଡାକରା ଦେଲେ ବାମପନ୍ଥୀ ଛାତ୍ର ସଂଗଠନ

ନୂଆଦିଲ୍ଲୀ: ମେଡିକାଲ ନାମଲେଖା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଆୟୋଜନରେ ଅନିୟମିତତା ଅଭିଯୋଗରେ ବାମପନ୍ଥୀ ଛାତ୍ର ସଂଗଠନ ଗୁଡ଼ିକ ଶନିବାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି…

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କଲା ଚୀନ

ବେଜିଂ: ଚୀନର ବୈଜ୍ଞାନିକମାନେ ବିଶ୍ୱକୁ ଚକିତ କଲା ଭଳି ଆଉ ଏକ କାର୍ଯ୍ୟ କରିଛନ୍ତି । ସେମାନେ ବିଶ୍ୱର କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କରିଛନ୍ତି । ଯାହାକି ଏକ ସୋରିଷ ଠାରୁ ମଧ୍ୟ କ୍ଷୁଦ୍ର । ମସ୍ତିଷ୍କ ଆଘାତ ଓ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ଉପଚାରରେ ଏହା ଉପକାରୀ ସାବ୍ୟସ୍ତ ହେବ ।…

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ । ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳବାଇ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଗତ ୨୬ ଫେବୃଆରୀ ୨୦୨୪ରେ ରେଳ ମନ୍ତ୍ରଣାଳୟ ଏକ…

ପୁଣି ଭାଇରାଲ ହେଲା ମୋଦୀ ଏବଂ ମେଲୋନୀଙ୍କ ସେଲଫି

ନୂଆଦିଲ୍ଲୀ: ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଟାଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଘରକୁ ଫେରିବା ପୂର୍ବରୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ସିଟ୍ ବେଲ୍ଟ ନ ବାନ୍ଧିବାରୁ ବିମାନରୁ ବିଦା ହେଲେ ବାପ-ପୁଅ

ନୂଆଦିଲ୍ଲୀ: ବିମାନରେ ଘଟିଲା ଏପରି ଘଟଣା ଯେଉଁଥିପାଇଁ ବିମାନକୁ ଉଡାଣ ଭରିବାରେ ହେଲା ୧ ଘଣ୍ଟା ବିଳମ୍ବ । କାରଣ ଜାଣିଲେ ଆପଣବି ହେବେ ଆଶ୍ଚର୍ଯ୍ୟ । ବାସ୍ତବରେ ବିମାନ ଉଡାଣ ଭରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଜଣେ ୧୦ ବର୍ଷିୟ ପୁଅ…