Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାରଣାସୀ ଗସ୍ତରେ ଯିବେ ମୋଦୀ, ଚାଷୀଙ୍କୁ ଦେବେ ବଡ ଉପହାର

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଜୁନ ୧୮ ତାରିଖରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଚାଷୀ ମାନଙ୍କ ସହ ବାର୍ତ୍ତଳାପ କରିବା ସହ ସେଠାକାର ଚାଷ ଜମି ବୁଲି ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହିତ ୩୦୦…

ଋଷିକେଶ-ବଦ୍ରିନାଥ ଘାଟିରେ ଦୁର୍ଘଟଣା: ୧୫୦ ମିଟର ତଳକୁ ଖସିଲା ଟେମ୍ପୋ ୮ ମୃତ, ୯ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଯାଉଥିବା ଏକ ଟେମ୍ପୋ ପ୍ରାୟ ୧୫୦ ମିଟର ତଳ ଖାଇକୁ ଖସିପଡ଼ିବାରୁ ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…

ନୀତିଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହାଥରେ ପ୍ରବଳ ଯନ୍ତ୍ରଣା ଅନୂଭବ କରିବାରୁ ନୀତିଶଙ୍କୁ ମେଦାନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା । ନିର୍ବାଚନ ପୂର୍ବରୁ ଏ ପର୍ଯ୍ୟନ୍ତ ସେ ବ୍ୟସ୍ତବହୂଳ…

ଛତିଶଗଡ଼ ଅବୁଝମାରରେ ଏନ୍‌କାଉଣ୍ଟ; ୮ ମାଓବାଦୀ ମୃତ, ଜଣେ ସୁରକ୍ଷାକର୍ମୀ ସହିଦ ଓ ୨ ଯବାନ ଆହତ

ଦନ୍ତେୱାଡ଼ା: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡାରେ ଏନ୍‌କାଉଣ୍ଟର। ଛତିଶଗଡ଼ ଅବୁଝମାରରେ ଏନ୍‌କାଉଣ୍ଟରରେ ଟଳିଲେ ୮ ମାଓବାଦୀ। ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି। ଘଟଣାରେ ଜଣେ ସୁରକ୍ଷାକର୍ମୀ…

ଶେଷ ହେଲା ଜି-୭ ଶିଖର ସମ୍ମିଳନୀ, ବିଶ୍ୱ ନେତାଙ୍କୁ ଭେଟି ଇଟାଲୀରୁ ଫେରିଲେ ମୋଦୀ

ନୂଆଦିଲ୍ଲୀ: ଇଟାଲୀରେ ଚାଲିଥିବା ଜି-୭ ବୈଠକ ବର୍ତ୍ତମାନ ଶେଷ ହୋଇଛି । ସମ୍ମିଳନୀରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିଲ୍ଲୀରେ ପହଞ୍ଚିନ୍ତି। ଜି-୭ ସମ୍ମିଳନୀରେ ବିଶ୍ବ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇଟାଲୀ ନିଜେ ଏହି ବୈଠକ…

୫୦ ଫୁଟ୍ ବୋରୱେଲରେ ପଡି ଶିଶୁ କନ୍ୟା ମୃତ

ଅହମଦାବାଦ: ପୁଣି ବୋରଓ୍ବେଲରେ ଖସିପଡି ଶିଶୁ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଜିଲା ସୁରଗାପାରା ଗାଁରେ । ଶୁକ୍ରବାର ଏକ ୫୦ଫୁଟ ବୋରୱେଲ୍‌‌ ଗାତରେ ଖସି ପଡିଥିଲା ଶିଶୁ କନ୍ୟା । ଶିଶୁକୁ ଉଦ୍ଧାର କରିବାକୁ ଦୀର୍ଘ ୧୬ ରୁ ୧୭ ଘଣ୍ଟା ଧରି ବହୁ କସରତ ପରେ ଆଜି ସକାଳୁ ଶିଶୁ…

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

କୋଲକତା: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ହାଇ କମାଣ୍ଡକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫାରେ ଲେଖିଛନ୍ତି ଯେ, ମମତା ବାନାର୍ଜୀଙ୍କ ସହ ମେଣ୍ଟପାର୍ଟି ଆଲୋଚନା ବେଳେ ମଧ୍ୟ ମୁଁ ଇସ୍ତଫା ଦେଇଥିଲି, ହେଲେ…

ଭୁବନେଶ୍ୱର ସମେତ ୧୪ଟି ସ୍ଥାନରେ ସିବିଆଇର ଚଢ଼ାଉ, ଜାଣନ୍ତୁ ମାମଲା କ’ଣ?

ନୂଆଦିଲ୍ଲୀ: ସିବିଆଇ ଶୁକ୍ରବାର ମୁମ୍ବାଇ, କୋଲକାତା, ରାୟପୁର, ଭୁବନେଶ୍ୱର, ତ୍ରିଚି ସମେତ ଦେଶର ୧୪ଟି ସ୍ଥାନରେ ଚଢ଼ାଉ କରିଛି। ଛତିଶଗଡ଼ର ଏସ୍ କେଏସ୍ ପାୱାର ଜେନେରେସନ୍ ଲିମିଟେଡ୍ ବିରୋଧରେ ଏତଲା ରୁଜୁ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସିବିଆଇ ୨୬ରୁ ଅଧିକ…

ଚନ୍ଦ୍ରଯାନ-୧ ମିଶନ ନିର୍ଦ୍ଦେଶକ ଶ୍ରୀନିବାସ ହେଗଡେଙ୍କ ପରଲୋକ

ବେଙ୍ଗାଲୁରୁ: ଚନ୍ଦ୍ରରେ ଜଳ ଅଣୁ ଆବିଷ୍କାର କରିଥିବା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ର ମିଶନ ନିର୍ଦ୍ଦେଶକ ଥିବା ଇସ୍ରୋର ପୂର୍ବତନ ବୈଜ୍ଞାନିକ ଶ୍ରୀନିବାସ ହେଗଡେ (୭୧)ଙ୍କର ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ପୁଅ ଅଛନ୍ତି।…

ପ୍ରିୟଙ୍କାଙ୍କ ପାଇଁ ଗୋଟିଏ ଆସନ ଛାଡିବେ ଭାଇ ରାହୁଲ !

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ରାୟବରେଲି ଆସନକୁ ପାଖରେ ରଖିବେ ଏବଂ ଓ୍ବାୟନାଡ ଲୋକସଭାରୁ ଇସ୍ତଫା ଦେଇପାରନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢିପାରନ୍ତି।ଏନଡିଟିଭି ରିପୋର୍ଟରେ କୁହାଯାଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ…