Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ ଆରମ୍ଭ ହେଲା ହଜ୍ ଯାତ୍ରା

ପାଟନା: ଆରମ୍ଭ ହୋଇଛି ହଜ ଯାତ୍ରା ।ରବିବାର  ଦିନ ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଜ୍ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୨୦ହଜ୍ ତୀର୍ଥଯାତ୍ରୀ ଦୁଇଟି ଭିନ୍ନ ବିମାନରେ ଯାଇଛନ୍ତି ।ଏହି ହଜ୍ ଯାତ୍ରା ଜୁନ୍ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ,ଯେଉଁଥିରେ ଜିଲାର ପ୍ରାୟ ୧୦୮୩…

୧୦୬ ବର୍ଷ ତଳେ ଛପା ଯାଇଥିବା ୧୦ ଟଙ୍କିଆ ନୋଟର ହେବ ନିଲାମୀ

ନୂଆଦିଲ୍ଲୀ: ୧୦୬ ବର୍ଷ ତଳର ଏକ ୧୦ ଟଙ୍କିଆ ନୋଟକୁ ନିଲାମୀ କରାଯିବ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ନୋଟକୁ ଅକ୍ସନ ହାଉସ ନୁନାନ୍ସ ପକ୍ଷରୁ ନିଲାମ କରାଯିବ । ଆସନ୍ତୁ ଜାଣିବା ଏହି ନୋଟର କାହାଣୀ ସମ୍ପର୍କରେ.. ବ୍ୟାଙ୍କ ଅଫ ଇଂଲଣ୍ଡ ଏହି ଟଙ୍କା ଛାପିଥିଲା । ଜାହାଜରେ…

ଗେମିଂ ଜୋନରେ ନିଆଁ ଲାଗିବା ଘଟଣା; ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୨ ଗିରଫ

ରାଜକୋଟ: ଗୁଜରାଟ ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏଥିରେ ୧୨ଜଣ ଶିଶୁ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେପଟେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’

ଭୁବନେଶ୍ବର:ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ'। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ରେମାଲ' । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବାତ୍ୟା ରେମାଲ୍…

ରାମ ମନ୍ଦିରରେ ବ୍ୟାନ ହେଲା ମୋବାଇଲ

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ ଖବର । ମନ୍ଦିର ଭିତରକୁ ନେଇପାରିବେନି ମୋବାଇଲ୍ ଫୋନ୍ । ମୋବାଇଲ ଫୋନ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଇବାକୁ ରାମ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ଭକ୍ତଙ୍କ ସୁରକ୍ଷା ତଥା ସୁବିଧାକୁ…

ହସ୍ପିଟାଲରେ ନିଆଁ:୭ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ହସ୍ପିଟାଲରେ ନିଆଁ । ଫଳରେ ୭ନବଜାତ ଶିଶୁଙ୍କର  ମୃତ୍ୟୁ । ଦିଲ୍ଲୀ ବିବେକ ବିହାର ସ୍ଥିତ ବେବି କେୟାର୍‌ ସେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆାଁ ଲାଗିବାରୁ ୭ ନବଜାତ ଶିଶୁ ସବୁଦିନ ପାଇଁ ଆଖି ବୁଜିଛନ୍ତି। ସୂଚନା ମୁତାବକ ,ଗତକାଲି ଅର୍ଥାତ…

ଉତ୍ତରପ୍ରଦେଶର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୧୧ ମୃତ,୧୦ ଆହତ

ଲକ୍ଷ୍ନୋ: ବସ୍ କୁ ଧକ୍କା ଦେଲା ଟ୍ରକ । ଉତ୍ତରପ୍ରଦେଶର ଶାହାଜାହାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ, ଉତ୍ତରପ୍ରଦେଶ ସୀତାପୁରରୁ…

ଗେମିଂ ଜୋନରେ ଅଗ୍ନିକାଣ୍ଡ, ୨୦ ମୃତ୍ୟୁ

ରାଜକୋଟ: ଗୁଜୁରାଟ ରାଜକୋଟର ଥିବା ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ…

୫୦ ଡିଗ୍ରୀ ଟପିଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ରାଜସ୍ଥାନ

ନୂଆଦିଲ୍ଲୀ: ସାରା ଦେଶର ଜରି ରହିଛି ପ୍ରଚଣ୍ଡ ଗୀଷ୍ମପ୍ରବାହ । ଆଜି ରାଜସ୍ଥାନର ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର ଫଲୋଦିରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି । ବାରମେରରେ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜେସଲମେରରେ ୪୮ ଡିଗ୍ରୀ…

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ; ପଶ୍ଚିମବଙ୍ଗ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି…