Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bengal’s Noapara: ଭୋଟ ଗଣତି ପୂର୍ବରୁ ବିଜେପି ନେତାଙ୍କ ଘର ଉପରେ ଗୁଳିମାଡ ,ଦୁଇ ଗିରଫ

କୋଲକତା:ଭୋଟ ଗଣତି ପୂର୍ବରୁ ପଶ୍ଚିମବଙ୍ଗରେ ଏକ ବଡ଼ ହିଂସା ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ, ନୋଆପାରା ଅଞ୍ଚଳରେ ବିଜେପି ଜିଲ୍ଲା ସମ୍ପାଦକ କୁନ୍ଦନ ସିଂହଙ୍କ ଘର ଉପରକୁ ଗୁଳି ଚାଳନା କରାଯାଇଥିଲା । ଫଳରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ଶନିବାର…

୬୭ ବର୍ଷରେ ବିବାହ କରିବେ କି ମୁକେଶ ଖାନ୍ନା…

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନା ବିଭିନ୍ନ ପ୍ରସଙ୍ଗରେ ନିଜର ସ୍ପଷ୍ଟବାଦିତା ପାଇଁ ଜଣାଶୁଣା। ସେ "ଶକ୍ତିମାନ" ରେ ସୁପରହିରୋ ଭୂମିକା ନିଭାଇଛନ୍ତି। ଆଉ ଏବେ ସେ ପ୍ରେମ, ସମ୍ପର୍କ ଏବଂ ବିବାହ ଉପରେ ନିଜର ମତାମତ ରଖିଛନ୍ତି। ମୁକେଶ ଖାନ୍ନା କହିଛନ୍ତି ଯେ ସେ ବିବାହ ସମ୍ଭାବନାକୁ…

ଭୋଟ୍ ଗଣତି ପୂର୍ବରୁ ସଟ୍ଟା ବଜାର ଗରମ: ପଶ୍ଚିମବଙ୍ଗରେ ବିଜେପିର ପଲା ଭାରି, ଲାଗିଲାଣି କୋଟି କୋଟି ଟଙ୍କାର ବାଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ ମାତ୍ର କିଛି ସମୟ ବାକି ଅଛି। ଇଭିଏମ୍ ଭିତରେ ବନ୍ଦ ରହିଛି ବଡ଼ ବଡ଼ ହେଭିୱେଟ୍ ପ୍ରାର୍ଥୀଙ୍କ ଭାଗ୍ୟ। କିନ୍ତୁ ଭୋଟ୍ ଗଣତି ପୂର୍ବରୁ ରାଜ୍ୟର ରାଜନୈତିକ ପାଣିପାଗ ସାଙ୍ଗକୁ ଏବେ ଅଣ୍ଡରଗ୍ରାଉଣ୍ଡ୍ 'ସଟ୍ଟା…

ଚାକିରି ନେଲା AI; ଦୁଇ ଦଶନ୍ଧିର ଇଞ୍ଜିନିୟରିଂ ଅଭିଜ୍ଞତା, ଗୁଜୁରାଣ ପାଇଁ ମ୍ୟାକଡୋନାଲ୍ଡରରେ କାମ

ନୂଆଦିଲ୍ଲୀ: AI ଯୋଗୁଁ ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକରେ ହେଉଥିବା ଛଟେଇକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇ ଦଶନ୍ଧିର ଅଭିଜ୍ଞତା ଥାଇ ମଧ୍ୟ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ମ୍ୟାକଡୋନାଲ୍ଡର କାଉଣ୍ଟରରେ ଠିଆ ହେବାକୁ ବାଧ୍ୟ ହୋଇଛନ୍ତି। ପାଖାପାଖି ୧୮ ବର୍ଷର ଅଭିଜ୍ଞତା…

ଗଭୀର ସମୁଦ୍ରରେ ସବୁଠାରୁ ବଡ଼ ଜାତୀୟ ପତାକା ଉତ୍ତୋଳନ କରି ଗିନିଜ୍ ବୁକ୍ ରେକର୍ଡ କଲା ଭାରତ

ପୋର୍ଟବ୍ଲେୟର: ଭାରତ ପାଣି ଭିତରେ ୨ ହଜାର ୪୦୦ ବର୍ଗ ମିଟର ଲମ୍ବା ଭାରତୀୟ ପତାକା ଉତ୍ତୋଳନ କରି ଏକ ଅନନ୍ୟ ସଫଳତା ହାସଲ କରିଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଣି ଭିତରେ ସବୁଠାରୁ ବଡ଼ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ଗିନିଜ୍ ବିଶ୍ୱ ରେକର୍ଡରେ ପ୍ରବେଶ କରିଛି । ଏହି…

‘ରାହୁଲ ଗାନ୍ଧୀଙ୍କ ନାମରୁ “ଗାନ୍ଧୀ” ହଟାଇବାର ସମୟ ଆସିଛି’, କାରଣ ତାଙ୍କ ପାଖରେ…

ଗାଜିଆବାଦ: ପୂର୍ବତନ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ରାହୁଲ ଗାନ୍ଧୀଙ୍କୁ କଡା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନାମରୁ "ଗାନ୍ଧୀ" ହଟାଇବାର ସମୟ ଆସିଛି, କାରଣ ତାଙ୍କ ପାଖରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରର କୌଣସି ଚିହ୍ନ ନାହିଁ । ବିରୋଧୀ ଦଳ ମଧ୍ୟ…

ଏୟାରପୋର୍ଟରୁ ୧.୮ କୋଟି ଟଙ୍କାର ସୁନା ବହୁ ମୁଲ୍ୟ ସାମଗ୍ରୀ ଜବତ, ଚୋରା ଚାଲାଣକାରୀଙ୍କୁ ଗିରଫ

ମୁମ୍ବାଇ: ମୁମ୍ବାଇ କଷ୍ଟମ୍ସ ଜୋନ୍-୩ ର ବିମାନବନ୍ଦର କମିଶନରେଟ୍ ର ଅଧିକାରୀମାନେ ଦୁଇ ଦିନ ଧରି ଏକ ବଡ଼ ଅଭିଯାନ ଚଳାଇ ଅନେକ ଚୋରା ଚାଲାଣ ମାମଲା ପର୍ଦ୍ଦାଫାସ କରିଛନ୍ତି । ଇଲେକ୍ଟ୍ରୋନିକ୍ ସାମଗ୍ରୀ, କସମେଟିକ ସାମଗ୍ରୀ, ସିଗାରେଟ୍ ଏବଂ ସୁନା ଚୋରା ଚାଲାଣ ମାମଲାରେ ଲକ୍ଷ ଲକ୍ଷ ଟଙ୍କାର…

ବଡ଼ ଅଭିଯୋଗ କଲେ ଭିନେଶ ଫୋଗଟ; ବ୍ରିଜଭୂଷଣ ମୋତେ ଯୌନ ନିର୍ଯାତନା…

ନୂଆଦିଲ୍ଲୀ: ବରିଷ୍ଠ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପୁଣି ଥରେ କୁସ୍ତି ମଇଦାନକୁ ଫେରିବାକୁ ଯାଉଛନ୍ତି। ସେ ଏବେ ଗୋଣ୍ଡାରେ ଜାତୀୟ ଓପନ୍ ରାଙ୍କିଂ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟ ୧୮ ମାସ ପରେ କୁସ୍ତିକୁ ଫେରିଥିବା ଭିନେଶ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ,…

ପୁଣି ଡଚ୍ ରାଜକୁମାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ସନ୍ଦିଗ୍ଧ ଗିରଫ, ୨ଟି କୁରାଢି ଜବତ

ଆମଷ୍ଟରଡମ୍: ନେଦରଲ୍ୟାଣ୍ଡରେ ଡଚ୍ ରାଜକୁମାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ କରାଯାଇଛି । ଦୁଇ ଡଚ୍ ରାଜକୁମାରୀ, ରାଜକୁମାରୀ କାଥାରିନା-ଆମାଲିଆ ଏବଂ ତାଙ୍କ ସାନ ଭଉଣୀ, ରାଜକୁମାରୀ ଆଲେକ୍ସିଆଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ରରେ ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ତାଙ୍କୁ ଜଣେ…

ବାଲେନ ସରକାରଙ୍କ ବଡ଼ ନିଷ୍ପତ୍ତି: ୧୫୦୦ରୁ ଅଧିକ ନିଯୁକ୍ତି କଲେ ରଦ୍ଦ

କାଠମାଣ୍ଡୁ: ନେପାଳର ନୂତନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୧୫୦୦ରୁ ଅଧିକ ସରକାରୀ ନିଯୁକ୍ତିକୁ ବାତିଲ କରିଛନ୍ତି ବାଲେନ ସରକାର । ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଶନିବାର ଏକ ଅଧ୍ୟାଦେଶ ଜାରି କରି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛନ୍ତି । ଏହି ସମସ୍ତ…