Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ, ଜୁନ୍ ୧୬ ପରିବର୍ତ୍ତେ ୧୮ ରେ ହେବ

ନୂଆଦିଲ୍ଲୀ: ବଦଳିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ । ଏହି ପରୀକ୍ଷା ବର୍ତ୍ତମାନ ଜୁନ୍ ୧୬ ପରିବର୍ତ୍ତେ ଜୁନ୍ ୧୮ରେ ହେବ । ଏନେଇ ୟୁଜିସି ଚେୟାରମ୍ୟାନ ଏମ୍. ଜଗଦୀଶ କୁମାର 'ଏକ୍ସ' ରେ ସୂଚନା ଦେଇଛନ୍ତି । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି…

ଚଳନ୍ତା କାରର ବାହାରେ ଯୁବକଙ୍କୁ ପ୍ୟାକେଜିଂ ଟେପରେ ବାନ୍ଧି ଷ୍ଟଂଟ କରୁଥିଲେ…. ତା ପରେ..

ପ୍ରୟାଗରାଜ:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏବେକାର ଯୁବପିଢ଼ୀ କିଛି ବି କରିବାକୁ ପଛାଉ ନାହାନ୍ତି । ବେଳେବେଳେ ଏହା ସେମାନଙ୍କ ଏବଂ ସମାଜ ପାଇଁ କ୍ଷତିକତ୍କ ହେବ ତାହା ବୁଝନ୍ତି ନାହିଁ । ଏ ଭଳି ଏକ ଘଟଣା ପ୍ରୟାଗରାଜରେ ଘଟିଛି । ସୁମିତ ଦୁବେ ନାମକ ଜଣେ ୟୁଟ୍ୟୁବର ନିଜର ବନ୍ଧୁଙ୍କୁ…

ଶୋଇ ପଡିଥିଲା ଛାତ୍ର, ଉଠିଲା ବେଳକୁ ସ୍କୁଲରେ ତାଲା

ପଲାମୁ: ଝାରଖଣ୍ଡର ପଲାମୁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଷଷ୍ଠ ଶ୍ରେଣୀ ସ୍କୁଲରେ ଶୋଇ ପଡିଥିଲା । ଏହା କେହି ଜାଣି ପାରି ନ ଥିଲେ । ଶିକ୍ଷକମାନେ ଯାଂଚ କରିବା ପରେ ସ୍କୁଲରେ ତାଲା ପକେଇ ପଳାଇ ଯାଇଥିଲେ । ପିଲାଟିର ନିଦ ଭାଙ୍ଗିଲା ବେଳକୁ ସ୍କୁଲରେ ତାଲା । ୬ ଘଂଟା ପର୍ଯ୍ୟନ୍ତ…

ସାଇବର ସେଲ୍‌ଙ୍କ ସମନ ପରେ ପ୍ରତିକ୍ରିୟା ରଖିଲେ ତମନ୍ନା

ମୁମ୍ବାଇ: ଆଇପିଏଲ ମ୍ୟାଚ୍‌ର ବେଆଇନ ଷ୍ଟ୍ରିମିଂ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ । ନିକଟରେ ଆଇପିଏଲ ମ୍ୟାଚ୍ର ବେଆଇନ ଷ୍ଟ୍ରିମିଂ ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍‌ ତାଙ୍କୁ ସମନ ପଠାଇଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…

ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଣଉଡାଇ ଦେବାକୁ ଧମକ । ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଆଜି ଏକ ଇ-ମେଲ୍ ଯୋଗେ ଏହି ଧମକ ମିଳିଛି । ଏନେଇ ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା…

ପରିବର୍ତ୍ତନ ହେଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁଜିସିର ଚେୟାରମ୍ୟାନ୍ ୟୁଜିସି-ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରିଛନ୍ତି । ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ପରିବର୍ତ୍ତେ ଜୁନ ୧୮ ରେ ଅନୁଷ୍ଠିତ ହେବ। ୟୁଜିସି ଚେୟାରମ୍ୟାନ୍ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ 'ଏକ୍ସ'ରେ ଏ ନେଇ ସୂଚନା ଦେଇଛନ୍ତି  । ଏ ନେଇ ଖୁବଶୀଘ୍ର…

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଯାହାକୁ…

ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା, ରେବନ୍ତ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିଲା । ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଡିଟେଡ ଭିଡ଼ିଓ ପକାଇବା କାରଣରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ମେ' ୧ ତାରିଖରେ ପଚରା ଉଚରା ପାଇଁ ହାଜିର ହେବାକୁ ନୋଟିସରେ କୁହାଯାଇଛି ।…

ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ନାମାଙ୍କନ ଦାଖଲ କଲେ ରାଜନାଥ ସିଂ। ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜନାଥ ସିଂ । ନାମାଙ୍କନ ଦାଖଲ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜନାଥ ସିଂ, ଉତ୍ତରପ୍ରଦେଶର…

କାରକୁ ଧକ୍କା ଦେଲା ପିକ୍‌ଅପ୍, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ରାୟପୁର: ରାସ୍ତାରେ ଛିଡା ହୋଇଥିଲା କାରକୁ ଧକ୍କା ଦେଲା ପିକ ଅପ୍ । ଛତିଶଗଡ଼ର ବେମେତରାରେ ରବିବାର ଏପରି ଏକ ଦୁର୍ଘଟଣା ଘଟିଛି । ପିକଅପଟି ଧକ୍କା ଦେବାରୁ ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇ ରାୟପୁର…