Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟାଇଟାନିକ ଜାହଜରେ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଘଂଟା ନିଲାମ ହେଲା ରେକର୍ଡ ଟଙ୍କାରେ

ଲଣ୍ଡନ: ଐତିହାସିକ ଟାଇଟାନିକ ଜାହଜରେ ଯାତ୍ରା କରିଥିବା ଜଣେ ଯାତ୍ରୀଙ୍କ ଘଂଟା ରେକର୍ଡ ଟଙ୍କାରେ ନିଲାମ ହୋଇଛି । ବିବିସି ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ବ୍ୟବସାୟୀ ଜନ ଜ୍ୟାକବ ଏଷ୍ଟରଙ୍କ ଘଂଟା ୧୨ କୋଟିରେ ନିଲାମ ହୋଇଛି । ଏହା ବିଶ୍ୱ ରେକର୍ଡ ବୋଲି ନିଲାମୀ ସହିଜ ଜଡିତ ଆଣ୍ଡ୍ର‌୍ୟୁ…

କହ୍ନୈୟାଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ କର୍ମୀଙ୍କ ବିରୋଧ, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷଙ୍କ ଇସ୍ତଫା ମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ପ୍ରଭାରୀ ଦୀପକ ବାୱରିଆ କହ୍ନୈୟା କୁମାରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି। ଏହାସହ ଅରବିନ୍ଦର ସିଂ ଲଭଲିଙ୍କ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ପ୍ରାର୍ଥୀମାନଙ୍କର କୌଣସି…

ବିଜେପିର ଅସ୍ତ୍ର ହେଉଛି ନିର୍ବାଚନ ଆୟୋଗ, ତେଣୁ ଆପ୍‌ର ପ୍ରଚାର ଗୀତକୁ କରାଗଲା ନିଷିଦ୍ଧ: ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ନିର୍ବାଚନ ଆୟୋଗକୁ ବିଜେପିର ଅସ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏକଛତ୍ରବାଦୀ ଶାସନରେ ବିରୋଧୀ ଦଳମାନଙ୍କୁ ପ୍ରଚାର କରିବାକୁ ବାରଣ କରାଯାଇଛି। ଆଜି ଏହା ହି ଘଟିଛି। ଏକ ଚିଠି ମାଧ୍ୟମରେ ନିର୍ବାଚନ ଆୟୋଗ…

ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା, ଦଳ ଛାଡିଲେ ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ…

ମସଲାରୁ କ୍ୟାନ୍ସର କାରକ ମିଳୁଥିବା ଅଭିଯୋଗକୁ ଖଣ୍ଡନ କଲା ଏମଡିଏଚ

ନୂଆଦିଲ୍ଲୀ: ମସଲାରେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ପାଇଁ ଦାୟୀ କୀଟନାଶକ ମିଳିବା ଖବର ପାଇବା ପରେ ମସଲାକୁ ନେଇ ଦେଖାଦେଇଛି ବିବାଦ । ଚାଲିଥିବା ବିବାଦ ମଧ୍ୟରେ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛି ବିବାଦରେ ଥିବା ପ୍ରମୁଖ ମସଲା ବ୍ରାଣ୍ଡ ଏମଡିଏଚ । ଏମଡିଏଚ କହିଛି ଯେ, ଏହାର ମସଲା…

ଯଦି ମମତା ବାନାର୍ଜୀ ଭାବୁଛନ୍ତି ସେ ଜନସାଧାରଣଙ୍କୁ ଭୟଭୀତ କରି ନିର୍ବାଚନ ଜିତିଯିବେ, ତେବେ ଏହା ତାଙ୍କର ବଡ ଭୁଲ:…

କୋଲକାତା: ବର୍ତ୍ତମାନ ଚାରିଆଡେ ନିର୍ବାଚନର ମାହୋଲ । ଏହାରି ଭିତରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା କହିଛନ୍ତି ଯେ, ଯଦି ମମତା ବାନାର୍ଜୀ ଭାବୁଛନ୍ତି ଯେ ସେ…

ଅଭିନେତା ସାହିଲ ଖାନ୍ ଗିରଫ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଗିରଫ କରିଛି ପୋଲିସ

ମମ୍ବାଇ: ସାହିଲ ଖାନ୍ ଗିରଫ । ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଗିରଫ କରିଛି ପୋଲିସ । ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଆଇଟି ଟିମ୍ ଦ୍ବାରା ଗିରଫ୍ ହୋଇଛନ୍ତି ସାହିଲ । ବମ୍ବେ ହାଇକୋର୍ଟ ଆଗୁଆ ଜାମିନ ପାଇଁ ମନା କରିବା…

ବିଶ୍ୱାସ ନ ହେଲେ ବି ସତ୍ୟ, ଏଠାରେ ହେଉଛି ସୁନାର ବର୍ଷା

ନୂଆଦିଲ୍ଲୀ: ବିଶ୍ୱରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ସୁନାର ବର୍ଷା ହେଉଛି । ଆଜ୍ଞା ହଁ ଏହା ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ । ବରଫାଦୃତ ଏକ ଆଗ୍ନେୟଗିରିରୁ ପ୍ରତିଦିନି କୋଟି କୋଟି ଟଙ୍କାର ସୁନା ନିର୍ଗତ ହେଉଛି । ଏକ ହିସାବ ଅନୁସାରେ ପ୍ରତ୍ୟେକ ଦିନ ଆଗ୍ନେୟଗିରିର ଲାଭାରୁ…

ବୟସ ଲୁଚାଇବାକୁ ଯାଇ ଏଚଆଇଭି ସଂକ୍ରମିତ ହେଲେ ୩ଜଣ ମହିଳା

ନ୍ୟୁୟର୍କ: ସୁନ୍ଦର ଦେଖାଯିବା ଓ ବୟସ ଲୁଚାଇବା ପାଇଁ ଏବେ ମହିଳାମାନେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ବେଳେ ବେଳେ ଏହି କୃତ୍ରିମ ପଦକ୍ଷେପ ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ରିପୋର୍ଟ ମୁତାବକ ଆମେରିକାରେ ଏବେ ଭ୍ୟାମ୍ପାୟାର ଫେସିଆଲର ପ୍ରଚଳନ ଜୋର ଧରିଛି । ଏବେ ଏହି ଫେସିଆଲ କରି…

ସ୍ପାଇଡର ମ୍ୟାନ ହୋଇ ଷ୍ଟଂଟ କରୁଥିଲେ, ପୋଲିସ ଛଡାଇଲା ହୀରୋଗୀରି

ନୂଆଦିଲ୍ଲୀ: ବାଇକ ଲଭର୍ସଙ୍କ ସର୍ବଦା ଷ୍ଟଂଟ କରିବା ନିଶା ରହିଥାଏ । ଏଥିପାଇଁ ସେମାନେ ଆଗପଛ କିଛି ଚିନ୍ତା କରି ନ ଥାନ୍ତି । ସାଉଥ ୱେଷ୍ଟ ଦିଲ୍ଲୀରେ ଏ ଭଳି ଏକ ଯୋଡି ସ୍ପାଇଡର ମ୍ୟାନ ସାଜି ଦିଲ୍ଲୀର ଦ୍ୱାରକା ସଡକରେ ଷ୍ଟଂଟ କରୁଥିଲେ । ଏହି ଦୁଇ ୟୁଟ୍ୟୁବରଙ୍କ ଭିଡିଓ ସୋସିଆଲ ମିଡିଆରେ…