Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ, ଶିଷ୍ଯ ରାଘବ ଚଢ଼ା କେଉଁଠି?

ନୂଆଦିଲ୍ଲୀ: ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନେତା ଜିତେନ୍ଦ୍ର ଆୱାଡ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅବକାରୀ ନୀତି ସଂକ୍ରାନ୍ତ ଏକ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହିଲେ, ‘୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ…

ଗୌହାଟି: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ । ସେ କହିଛନ୍ତି ଯେ ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ…

ଜନ୍ମଦିନ ହେଲା ମରଣଦିନ, ଅନଲାଇନରେ ଆସିଲା ମୃତ୍ୟୁ

ପଟିଆଲା: ଜନ୍ମଦିନ ହେଲା ମରଣଦିନ । ଅନଲାଇନରେ ଆସିଲା ମୃତ୍ୟୁ । ଜନ୍ମଦିନର କେକ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ । ପଞ୍ଜାବର ପଟିଆଲାରେ ଘଟିଛି ଏହି ଘଟଣା । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ୧୦ ବର୍ଷିୟ ମାନୱୀ । ଗତକାଲି ତାଙ୍କର ଜନ୍ମଦିନ ଥିଲା । ସୂଚନା ଅନୁସାରେ, ଗତକାଲି ମାନୱୀ ଏବଂ…

ଜୀବନ ବଞ୍ଚାଇଲେ ଭାରତୀୟ ନୌସେନା, ଇଣ୍ଡିଆ ଜିନ୍ଦାବାଦର ନାରା ଦେଲେ ପାକିସ୍ତାନୀ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ୨୯ ତାରିଖରେ ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଜାହାଜ ଏବଂ ଅପହୃତ ୨୩ ଜଣ ପାକିସ୍ତାନୀ ନାବିକଙ୍କୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନାର ଏହି ସାହସିକ କାର୍ଯ୍ୟରେ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ପ୍ରଭାବିତ ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଇବା…

ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇଁ ରାମଲଲା ପିନ୍ଧିଲେ ସୂତା ପୋଷାକ

ଅଯୋଧ୍ୟା: ଚାରିଆଡେ ଏବେ ଗ୍ରୀଷ୍ମର ଲହରୀ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଖରାକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ଭିତରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କୁ ମଧ୍ୟ ଗ୍ରୀଷ୍ମର ତାତିରୁ ଆରାମ ଦେବାକୁ ଗତକାଲି ପ୍ରଥମ ଥର ପାଇଁ ରାମଲଲା ସୂତା ପୋଷାକ ପିନ୍ଧିଥିଲେ ।…

ଗୁରୁଦାସପୁରରୁ ‘ଗଦ୍ଦର ହିରୋ’ଙ୍କ ଟିକେଟ୍ କାଟି କାହାକୁ ପ୍ରାର୍ଥୀ କଲା ବିଜେପି?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ନିଜର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅମୃତସର ଆସନ ପାଇଁ ଦଳ ପୂର୍ବତନ କୂଟନୀତିଜ୍ଞ ତରଣଜିତ୍ ସାନ୍ଧୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗୁରୁଦାସପୁରରେ ବରିଷ୍ଠ ଅଭିନେତା ତଥା ବର୍ତ୍ତମାନର ସାଂସଦ ସନ୍ନି ଦେଓଲଙ୍କ ସ୍ଥାନରେ…

‘ଝିଅ ମାନେ ରୋଷେଇ ଘରେ ରହିବା ଦରକାର’: କଂଗ୍ରେସ ବିଧାୟକଙ୍କ ବୟାନର ଜବାବ ଦେଲେ ସାଇନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ବିଧାୟକ ଶାମନୁର ଶିବଶଙ୍କରପ୍ପା । ଶିବଶଙ୍କରପ୍ପା ମହିଳାଙ୍କୁ ନେଇ ଦେଇଥବା ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଶିବଶଙ୍କରପ୍ପାଙ୍କ ବୟନର ଉତ୍ତର ଦେଇଛନ୍ତି ବ୍ୟାଡମିଣ୍ଟନ…

ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର । ଏଥିପାଇଁ ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି। ଜାମ୍ମୁ କାଶ୍ମୀର ସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।…

୪ ଜଣଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ସମାରୋହ । ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ…

ଭାରତୀୟ କ୍ରୁଙ୍କୁ ନେଇ ଆପତିଜନକ କାର୍ଟୁନ ଶେୟାର କଲା ଫକ୍ସଫୋର୍ଡ କମିକ୍ସ

ନୂଆଦିଲ୍ଲୀ:ଆମେରିକାର ୱାଲ୍ଟିମୋର ଜାହାଜ ଫ୍ରାନ୍ସିସ ସ୍କର୍ଟ ବ୍ରିଜରେ ମାଡ ହେବା ପରେ ଏହା ଭାଙ୍ଗି ଯାଇଥିଲା । ଏହି ଜାହାଜରେ ଅଧିକାଂଶ କ୍ରୁ ସଦସ୍ୟ ଭାରତୀୟ ଥିଲେ । ପରେ ଭାରତୀୟଙ୍କ କ୍ରୁଙ୍କ ଉଦ୍ୟମ ଯୋଗୁ ଅନେକଙ୍କ ଜୀବନ ବଂଚି ପାରିଥିଲା ବୋଲି ଆମେରିକା ପକ୍ଷରୁ ପ୍ରଶଂସା କରି କୁହା…