Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁନମ ମହାଜନଙ୍କ କଟିଲା ଟିକେଟ୍, ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ପାଇଁ ୧୫ତମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ୍‌ ମହାଜନଙ୍କ ଟିକେଟ୍‌ କାଟିଛି ବିଜେପି । ତାଙ୍କ ବଦଳରେ ଓକିଲ ଓଜ୍ୱଳ ନିକମଙ୍କୁ ଟିକେଟ ଦେଇଛି ଦଳ । ଉଜ୍ଜ୍ୱଳ ହେଉଛନ୍ତି…

ଦକ୍ଷିଣ ଭାରତରେ ଜଳ ସଙ୍କଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଜଳସଙ୍କଟ ଚିନ୍ତାଜନକ ସ୍ଥିତିରେ ପଂହଚିଛି । ଜଳ ଭଣ୍ଡାରରେ ଜଳାଶୟର କ୍ଷମତା ୧୭ ପ୍ରତିଶତକୁ ଖସି ଆସିଛି । କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏହି ସୂଚନା ଜାରୀ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ସ୍ଥିତି ଜଟିଳ ରହିଛି ।…

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟକାଳୀନ ଜାମିନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟକାଳୀନ ଜାମିନ ଦେବାକୁ ମନା କଲେ କୋର୍ଟ । ଏକ ଜମି ଘୋଟାଲା ମାମଲାରେ ତାଙ୍କ ଜାମିନ ଆବେଦନକୁ ଶନିବାର ରାଞ୍ଚିର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ମନା କରି ଦେଇଛନ୍ତି। ସୋରେନ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା…

ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ମିଳିଲା ଜାମିନ, ହେଲେ ନିର୍ବାଚନ ଲଢିବାକୁ ମନା

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ଜୌନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ସେ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ଜାମିନ ଆବେଦନ ଉପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ତାଙ୍କ ଦଣ୍ଡାଦେଶ ଶୁଣାଣି କରିବାକୁ କୋର୍ଟ ମନା କରି ଦେଇଛନ୍ତି । ଏହି କାରଣରୁ…

ଯୌନ ଶୋଷଣ ମାମଲାରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ସିଆରପିଏଫ୍ ଡିଆଇଜି ବରଖାସ୍ତ

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ପ୍ରାପ୍ତ ସିଆରପିଏଫ୍ ଡିଆଇଜିଙ୍କୁ ଲାଗିଛି ଶକ୍ତ ଝଟକା । ଯୌନ ଶୋଷଣ ମାମଲାରେ ସମ୍ପୃକ୍ତି ଥିବା ଖଜାନା ସିଂହ ଦୋଷୀ ସାବ୍ୟସ୍ତ ହେବାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ (ସିଆରପିଏଫ୍) ତାଙ୍କୁ ବରଖାସ୍ତ କରିଛି। ପୂର୍ବତନ ମୁଖ୍ୟ କ୍ରୀଡ଼ା ଅଧିକାରୀ ଖଜାନା…

ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚଳିତ ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀଙ୍କ ପାଦ ଖସିଯାଇଥିଲା । ଫଳରେ ତାଙ୍କ ଗୋଡରେ ଆଘାତ ଲାଗିଛି । ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । କାରଣ ସେଠାରେ ସେ…

ମାଟି କାମୁଡୁଛନ୍ତି କୋଟିପତି ଖେଳାଳି !

ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ…

ଭାରତ ଅଭିମୁଖେ ଆସୁଥିବା ତେଲ ଟ୍ୟାଙ୍କର ଜାହାଜକୁ ଆକ୍ରମଣ କଲା ହୁତି ବିଦ୍ରୋହୀ

ନୂଆଦିଲ୍ଲୀ: ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀ ମାନେ ଭାରତ ଅଭିମୁଖେ ଆସୁଥିବା ଏକ ତେଲ ଟ୍ୟାଙ୍କର ଜାହାଜ ଉପରେ ଆକ୍ରମଣ କରିଥିଲେ । ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ଗତ ନଭେମ୍ବରରୁ ଲୋହିତ ସାଗରରେ ଅନବରତ ଆକ୍ରମଣ ଜାରି ରଖିଛି ।…

ବେଆଇନ ଶିଶୁ ଚାଲାଣର ଘଟଣାର ପର୍ଦାଫାଶ କଲା ପୋଲିସ, ୯୫ ଶିଶୁ ଉଦ୍ଧାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ଜାରି ରହିଥିବା ବେଳେ ଏକ ବେଆଇନ ଶିଶୁ ଚାଲାଣ ଘଟଣା ସାମ୍ନାକୁ ଆସିଛି । ବେଆଇନ ଭାବେ ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଶିଶୁ ଆୟୋଗ । ଉଦ୍ଧାର କରାଯାଇଥିବା ପିଲାମାନଙ୍କ ବୟସ ୪-୧୨ ବୋଲି ସୂଚନା…

ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି । ଇଡିର ସମନରେ ହାଜର ହୋଇ ନ ଥିବାରୁ ଇଡିର ଅଭିଯୋଗରେ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଜାରି…