Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ମୃତ୍ୟୁର କାରଣ ସ୍ପଷ୍ଟ କଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୌମ୍ୟଙ୍କ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ମୃତ୍ୟୁର ପ୍ରକୃତ ଏବଂ ସାଙ୍ଘାତିକ କାରଣ ସାମ୍ନାକୁ ଆସିଛି। ମୁଣ୍ଡରେ ଗଭୀର ଆଘାତ…

First Indian PM to visit Slovakia:ସ୍ୱାଧୀନତା ପରେ ସ୍ଲୋଭାକିଆକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜୁନ୍ ୧୩-୧୮) ଠାରୁ ପାଞ୍ଚ ଦିନିଆ ୟୁରୋପ ଗସ୍ତରେ ଯିବେ । ପାଞ୍ଚ ଦିନିଆ ୟୁରୋପ ଗସ୍ତ ସମୟରେ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ ପିଏମ୍ ମୋଦୀ । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୪-୧୬ ରେ ସ୍ଲୋଭାକିଆ ଗସ୍ତ କରିବେ, ଏହା…

El Nino forms:ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଲା ଏଲ୍ ନିନୋ;ପାଣିପାଗରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା…

ନୂଆଦିଲ୍ଲୀ:ପ୍ରଶାନ୍ତ ମହାସାଗରରେ ଆଜିଠୁ ସକ୍ରିୟ ହେଲା ଏଲ୍‌ ନିନୋ(El Niño) । ଆମେରିକାର ନ୍ୟାସନାଲ ଓସିଆନିକ୍ ଆଣ୍ଡ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍ (NOAA) ଏହାର ବିଧିବଦ୍ଧ ଘୋଷଣା କରିଛି।ବିଶେଷଜ୍ଞମାନଙ୍କ ମତରେ, ଆଗାମୀ କିଛି ମାସ ମଧ୍ୟରେ ଏଲ୍ ନିନୋର ପ୍ରଭାବ ଧୀରେ ଧୀରେ ବଢ଼ିବ।…

MT Jalveer came under attack:ଭାରତୀୟ ଜାହାଜ ‘ଜଲବୀର’ ଉପରେ ଆକ୍ରମଣ; ୩ ଦିନରେ ତୃତୀୟ ଜାହାଜ ଉପରେ…

ନୂଆଦିଲ୍ଲୀ:ଓମାନ ନିକଟରେ ଭାରତୀୟ ସିପ୍ ଜଳବୀର ଉପରେ ହମଲା ହୋଇଛି । ୩ ଦିନରେ ତୃତୀୟ ଜାହାଜ ଉପରେ ଆକ୍ରମଣ । ଆମେରିକା ମାତ୍ର କିଛି ଦିନ ମଧ୍ୟରେ ଭାରତ ସହିତ ଜଡିତ ଏକ ଜାହାଜ ଉପରେ ତୃତୀୟ ଆକ୍ରମଣ କରିଛି। ଓମାନ ଉପକୂଳରେ MT ଜଳବିହାର ନାମକ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି।…

ସବୁଜ ଖନନ, ସଫଳତାର ନୂଆ ଉଦାହରଣ !

ହାଇଦ୍ରାବାଦ: କୋଇଲା ଖନନ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର। ସାଧାରଣତଃ ଖଣି ଖନନ ଯୋଗୁଁ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ ଆସେ, କିନ୍ତୁ ଏହାର ଏକ ବ୍ୟତିକ୍ରମ ସୃଷ୍ଟି କରି ଦେଶ ପାଇଁ ପ୍ରେରଣା ସାଜିଛି ସିଙ୍ଗରେଣୀ କୋଲିୟରିଜ୍ କମ୍ପାନୀ ଲିମିଟେଡ୍ (SCCL)। କେବଳ କୋଇଲା ଉତ୍ପାଦନ ନୁହେଁ, ବରଂ…

ପିଏମ ମୋଦି ଜଣେ ମହାନ ଏବଂ ଜ୍ଞାନୀ ବ୍ୟକ୍ତି: ଖୁସିରେ ମୋଦିଙ୍କୁ ଏମିତି ମେସେଜ୍‌ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ସଫଳତା ପାଇଁ ବିଶ୍ୱର ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ଏବଂ ଇସ୍ରାଏଲ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଇଟାଲୀ, ମାଲେସିଆ ଏବଂ ମାଳଦ୍ୱୀପ…

WhatsApp Feature: ହ୍ୱାଟ୍ସଆପର ନୂଆ ଫିଚର, ଏବେ ୨୪ ଘଣ୍ଟା ପରେ ବି ଦେଖିପାରିବେ ଷ୍ଟାଟସ୍! କେବଳ କରିବାକୁ ହେବ ଏହି…

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏହାର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବା ପାଇଁ ନିରନ୍ତର ନୂଆ ନୂଆ ଫିଚର୍ ଯୋଡିବାରେ ଲାଗିଛି। ଏବେ, କମ୍ପାନୀ ଉପଭୋକ୍ତାଙ୍କ ପାଇଁ ଏକ ବଡ ଫିଚର ଆଣିବାକୁ ଯାଉଛି । ପୂର୍ବରୁ ହ୍ବାଟ୍ସଆପରେ ନିଜର ଷ୍ଟାଟସ୍ ରଖିବା କିମ୍ବା ଅନ୍ୟର…

ସତରେ କ’ଣ ମମତା ପୁଣି କଂଗ୍ରେସକୁ ଫେରିବେ ?

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ଏବେ ଏକ ଏଭଳି ମୋଡ଼ରେ ପହଞ୍ଚିଛି, ଯାହା ଆଜିଠାରୁ ୬ ମାସ ପୂର୍ବେ କେହି କଳ୍ପନା ସୁଦ୍ଧା କରିନଥିଲେ। ୨୦୨୬ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଭାଙ୍ଗିବା ଅବସ୍ଥାକୁ ଚାଲିଆସିଛି। ଆଉ ଏହି ସଙ୍କଟ ମଧ୍ୟରେ ସବୁଠାରୁ ବଡ଼…

Bharathiraja Death: ଭାରତୀରାଜା କିଏ? ଯାହାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଭାରତୀରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଭାରତୀରାଜାଙ୍କୁ ଭାରତୀୟ ସିନେମାର ଜଣେ ଉଚ୍ଚମାନର ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି, ଯାହାଙ୍କ କାର୍ଯ୍ୟ ତାମିଲ ଚଳଚ୍ଚିତ୍ର ନିର୍ମାଣକୁ…

ଦିଲ୍ଲୀରେ ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍‌ରେ ଗୁଳିକାଣ୍ଡ: ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

ନୂଆଦିଲ୍ଲୀ: ଦିଲ୍ଲୀର ବାହାରପାର୍ଶ୍ୱ ପଶ୍ଚିମ ବିହାରରେ ଥିବା ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍‌ ରେ ଗୁଳିକାଣ୍ଡ ହୋଇଛି । ଏଥିପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ । ଏନେଇ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଏହାକୁ ସ୍ବିକାର କରିଛି । ପୋଲିସ ଏବେ ବି ଏହି ସୋସିଆଲ…