Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Trinamool Crisis: “ଅଭିଷେକ ନହେଲେ ମୁଁ…”, ଦିଦିଙ୍କ ଘନିଷ୍ଠ ସହଯୋଗୀ କଲ୍ୟାଣ ବାନାର୍ଜୀ ଶୁଣାଇଲେ…

କୋଲକାତା: ତୃଣମୂଳ କଂଗ୍ରେସରେ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ କଲ୍ୟାଣ ବାନାର୍ଜୀ ମଧ୍ୟ ଦଳ ଛାଡିବାକୁ ଧମକ ଦେଇଛନ୍ତି। ସେ ମମତା ବାନାର୍ଜୀଙ୍କୁ ଏକ ଅଲଟିମେଟମ ଦେଇ କହିଛନ୍ତି, "ମୋତେ କିମ୍ବା ଅଭିଷେକଙ୍କ ଭିତରୁ ଜଣଙ୍କୁ ବାଛନ୍ତୁ; ଆପଣଙ୍କୁ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ…

ଗୁଆଙ୍ଗସିରେ ଭୟଙ୍କର ବିସ୍ଫୋରଣ, ୭ ମୃତ, ୧୭ ଗୁରୁତର

ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମ ଗୁଆଙ୍ଗସି ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଏତେ ଜୋର ଥିଲା ଯେ ଅନେକ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ…

Homemakers ‘Nation Builders’: “ଗୃହିଣୀ ନୁହେଁ, ସେମାନଙ୍କୁ ରାଷ୍ଟ୍ର ନିର୍ମାତା କୁହନ୍ତୁ…”,…

ନୂଆଦିଲ୍ଲୀ: ଗୁରୁବାର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପରିବାରରେ ସ୍ତ୍ରୀମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ତେଣୁ, ସେମାନଙ୍କୁ "ଗୃହିଣୀ" ବଦଳରେ "ରାଷ୍ଟ୍ର ନିର୍ମାତା" ବୋଲି କୁହାଯିବା ଉଚିତ। ପାରିବାରିକ ଆୟ କ୍ଷତି ସମ୍ପର୍କରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ…

କିଏ ଏହି ଶାୟନୀ ଘୋଷ ?

କୋଲକାତା: ସାରା ଦେଶରେ ଶାୟନୀ ଘୋଷଙ୍କୁ ନେଇ ଜୋରଦାର ଚର୍ଚ୍ଚା। ପରାଜୟର ଶକ୍ତ ଧକ୍କା ପରେ ଏବେ ତୃଣମୂଳ କଂଗ୍ରେସ ଭିତରେ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି। ମମତା ବାନାର୍ଜୀଙ୍କ ସବୁଠାରୁ ବିଶ୍ୱସ୍ତ ତଥା ଦଳର ଫାୟାରବ୍ରାଣ୍ଡ୍ ନେତ୍ରୀ ତଥା ଯାଦବପୁର ସାଂସଦ ଶାୟନୀ ଘୋଷ ଏବେ ଦଳର…

Bhutan PM’s heartfelt letter: “ମୋର ବନ୍ଧୁ, ଭାଇ ଏବଂ ମାର୍ଗଦର୍ଶକ”… ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ନୂଆ ରେକର୍ଡ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତାର ୧୨ ବର୍ଷ କାର୍ଯ୍ୟ ପୂରଣ କରିବା ଏବଂ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପାଇଁ ସାରା ବିଶ୍ୱର ନେତାମାନେ ଅଭିନନ୍ଦନ ଜଣାଇଛନ୍ତି।…

Charu Pandey: ଚାରୁଙ୍କ କମାଲ୍, ଏକାସାଙ୍ଗରେ ପାଇଲେ ୧୯ ସରକାରୀ ଚାକିରୀ…

ରାୟପୁର: ୨୩ ବର୍ଷରେ ପାଇଲେ ୧୯ ଚାକିରୀ SSC, ବ୍ୟାଙ୍କିଂ, ପୋଲିସ୍ ପରୀକ୍ଷା… ସବୁଥିରେ ଉତ୍ତୀର୍ଣ୍ଣ ହେଲେ ଚାରୁ… ଏବେ ରାଷ୍ଟ୍ରପତିଙ୍କ ଠାରୁ ପାଇବେ ସମ୍ମାନ ସଫଳତା କେବେ ବି ସହଜରେ ମିଳେ ନାହିଁ। ଏହା ପଛରେ ଥାଏ ଅନେକ ତ୍ୟାଗ, ଅନେକ ବିଫଳତା ଏବଂ ଅଦମ୍ୟ ପରିଶ୍ରମ। ଏହି…

ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ: MEA ର ନିନ୍ଦା

ନୂଆଦିଲ୍ଲୀ: ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ "ସେଟ୍ଟେବେଲୋ"ରେ ଥିବା ୨୪ ଜଣ ଭାରତୀୟଙ୍କ ମଧ୍ୟରୁ ୩ ଭାରତୀୟ ନିଖୋଜ ଅଛନ୍ତି। ଓମାନ ଉପକୂଳରେ ଜାହାଜ ଉପରେ ଆକ୍ରମଣ ହୋଇଛି। ୨୧ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଏବେ ବି ୩ ଜଣଙ୍କ ମିଳୁନି ପତ୍ତା। ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍…

୨୦୩୦ ସୁଦ୍ଧା AI ଶୋଷିନେବ ସବୁ ପାଣି

ନୂଆଦିଲ୍ଲୀ: ମାନବ ସମ୍ବଳ ଏବଂ ଅର୍ଥ ସଞ୍ଚୟ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI)କୁ ନିରନ୍ତର ପ୍ରୋତ୍ସାହିତ କରାଯାଉଛି। କିନ୍ତୁ ଏହା ଏବେ ମହଙ୍ଗା ପ୍ରମାଣିତ ହେଉଛି। ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ପରିବେଶ ପାଇଁ ମଧ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ,…

ଘନାଉଛି ବିବାଦ, ପୁଣି ବନ୍ଦ ହର୍ମୁଜ ଷ୍ଟ୍ରିଟ୍…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ମଧ୍ୟରୁ ଗୋଟିଏ କୁହାଯାଉଥିବା ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି। ଯାହା ଫଳରେ ସମସ୍ତ…

ବିଦେଶୀ ପାଣ୍ଠି ମାମଲାରେ ନ୍ୟୁଜକ୍ଲିକ୍, ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ FIR ଏବଂ ED ମାମଲାକୁ ରଦ୍ଦ କଲେ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନ୍ୟୁଜକ୍ଲିକ୍ ଏବଂ ଏହାର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ଏଫଆଇଆର ଓ ଇଡି ମାମଲାକୁ ରଦ୍ଦ କରିଛନ୍ତି। ଭାରତୀୟ ସ୍ୱାଧୀନ ନ୍ୟୁଜ୍ ପୋର୍ଟାଲ ନ୍ୟୁଜକ୍ଲିକ ବିରୁଦ୍ଧରେ ବିଦେଶୀ ପାଣ୍ଠି ଅଭିଯୋଗରେ EOW FIR ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)…