Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଲମାନଙ୍କ ଘରେ ଗୁଳିମାଡ ଘଟଣା, ସାମ୍ନାକୁ ଆସିଲା ଅଭିଯୁକ୍ତର ଚେହେରା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣା । ଘଟଣାର ସିସିଟିଭି ଫୁଟେଜ ଆସିବା ପରେ ମହାରାଷ୍ଟ୍ର ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରିବ । ଗତକାଲି କ୍ରାଇମବ୍ରାଞ୍ଚ…

ଇରାନ ଆକ୍ରମଣ ପରେ ଏଥର ଇସ୍ରାଏଲ ଉପରେ ସମସ୍ତଙ୍କ ନଜର

ତେଲ ଅବୀବ: ଇରାନ ୩୦୦ରୁ ଅଧିକ ବ୍ୟାଲେଷ୍ଟିକ ମିସାଇଲ, କ୍ରୁଜ ମିସାଇଲ ଓ ଡ୍ରୋନ ସହାୟତାରେ ଇସ୍ରାଏଲ ଉପରେ ଜବରଦସ୍ତ ଆକ୍ରମଣ କରିଛି । ଅବଶ୍ୟ ୯୯ ପ୍ରତିଶତ ମିସାଇଲକୁ ଇସ୍ରାଏଲ ନଷ୍ଟ କରି ଦେଇଛି । ଆକ୍ରମଣ କଲେ ସ୍ଥିତି ଭୟଙ୍କର ହେବ ବୋଲି ଇରାନକୁ ପୂର୍ବରୁ ଇସ୍ରାଏଲ ଚେତାଇ ଥିଲା । ଏବେ…

ସରବଜିତଙ୍କୁ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତର ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସର୍ଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ଆଇଏସଆଇର ଇଶାରରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ସର୍ଫରାଜ ପାକିସ୍ତାନରେ…

ଟ୍ରକ୍‌ ପଛରେ ପଶିଗଲା କାର୍‌, ଜୀବନ୍ତ ଜଳିଗଲେ ୭ ଜଣ

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବିକାନେର ଜାତୀୟ ରାଜପଥରେ ଏକ କାର୍‌ ଟ୍ରକ୍‌ ପଛରେ ପଶିଗଲା କାର୍। ଘଟଣାରେ ଉଭୟ କାର୍ ଓ ଟ୍ରକରେ ଲାଗିଲା ନିଆଁ। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ରାଜପଥରେ ଏହି ଦୁର୍ଘଟଣା ପରେ ପୋଲିସ ପ୍ରଶାସନରେ ଆତଙ୍କ ଖେଳିଯାଇଥିଲା।…

ବିଜେପିର ସଂକଳ୍ପ ପତ୍ରକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ: କଂଗ୍ରେସ କହିଲା, ଭୋଟ ପାଇଁ ମାଗଣା ବିଜୁଳି ଦେବାକୁ କହୁଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରବିବାର ବିଜେପି ନିର୍ବାଚନ ଇସ୍ତାହାର'ସଂକଳ୍ପ ପତ୍ର' ପ୍ରକାଶ କରିଛି। ଏହି ସମୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ…

ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି, ୧୯୦୦ ମସିହାରେ ହୋଇଥିଲେ ଜନ୍ମ

ନୂଆଦିଲ୍ଲୀ: ଆଜିର ଏହି ସମୟରେ ଦୀର୍ଘାୟୁ କେବଳ କଳ୍ପନା ମାତ୍ର । ଆଜିକାଲିର ଜୀବନଶୈଳୀ ଲୋକମାନଙ୍କର ମୃତ୍ୟୁର ଏକ ମୁଖ୍ୟ କାରଣ ପାଲଟିଯାଇଛି ଯେପରି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ବୟସ ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ୧୯୦୦ ମସିହାରେ…

ଦେଶ ପାଇଁ ୟୁସିସି ନିହାତି ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । କେନ୍ଦ୍ରରେ ପୁଣିଥରେ ସରକାର ଗଢିବା ପରେ ପୁରା ଦେଶରେ ୟୁସିସି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ଇସ୍ତାହାର ପତ୍ର ଜାରି କରିବା ବେଳେ ମୋଦୀ କହିଛନ୍ତି ଯେ, ଦଳର ଏହି ସଂକଳ୍ପ ପତ୍ର…

ଅଯୋଧ୍ୟା ରାମମନ୍ଦିର ଥିମ ଉପରେ ଆଧାରିତ ରଙ୍ଗୀନ ରୂପା ମୁଦ୍ରା ଜାରି କଲେ କେନ୍ଦ୍ର ସରକାର

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ପ୍ରତିଦିନ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ ଲାଗିରହୁଛି । ବର୍ତ୍ତମାନ ମନ୍ଦିରରେ ପବିତ୍ର ରାମନବମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ କିନ୍ତୁ ରାମ ମନ୍ଦିରର ପ୍ରସାଦ, ସରଜୁ ନଦୀର ଜଳ ପରି…

ଆଜି ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନ ପ୍ରଣୟତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ । ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଭୀମରାଓ ଆମ୍ବେଦକର । ତାଙ୍କୁ ଅନେକ ଲୋକ ବାବାସାହେବ ନାମରେ ଜାଣନ୍ତି । ଭାରତର ପ୍ରଥମ ଆଇନ…

ବିଜେପିର ସଂକଳ୍ପ ପତ୍ର, ଆଉ ୫ ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ କଂଗ୍ରେସ ତାର ଇସ୍ତାହାର ଜାରି କାରିସାରିଥିବା ବେଳେ ଆଜି ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ…