Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଗାତର ପଞ୍ଚମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ମସ୍କୋ: ଲଗାତର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୮୭.୮% ପ୍ରତିଶତ ଭୋଟ୍ ମିଳିଛି । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ । ଭ୍ଲାଦିମର…

ଅରୁଣାଚଳ ପ୍ରଦେଶ ମାମଲାରେ ଚୀନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ବିବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିବା ସହିତ ଏହାକୁ ଅବୈଧ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ଚୀର ଦିନ ପାଇଁ ଭାରତର ଅଂଶ ହୋଇ ରହିବ।…

ଜାଣନ୍ତୁ ଦେଶରେ କେବେ ପ୍ରଥମ ଥର ପାଇଁ ହୋଇଥିଲା ମେଣ୍ଟ ସରକାର, କଣ ରହିଛି ଇତିହାସ

ନୂଆଦିଲ୍ଲୀ: ୧୯୫୧-୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ପରେ ଦେଶରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ସରକାର ଗଠନ କରାଯାଇଥିଲା। ସବୁଠୁ ବଡ ଦଳ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇଥିଲା। ସରକାର ଗଠନ ତଥା ପାଞ୍ଚ ବର୍ଷ ଧରି ଏହାକୁ ଚଳାଇବାରେ କୌଣସି ବଡ଼ ରାଜନୈତିକ…

୨୪ ଘଣ୍ଟାରେ ଦୁଇଥର ବଦଳିଲେ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ

କୋଲକାତା: ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ନିର୍ବାଚନ ଆୟୋଗ ବିବେକ ସହାୟଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୟ ମୁଖାର୍ଜୀଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ…

ପଞ୍ଜାବରେ ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ପୁଣି ଏକାଠି ହେବେ ବିଜେପି-ଶିରୋମଣୀ ଅକାଳୀ ଦଳ

ଚଣ୍ଡିଗଡ: ଆସନ୍ତା ଜୁନ୍ ପହିଲାରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ମଧ୍ୟରେ ପୁନର୍ବାର ମେଣ୍ଟ ହେବାର ସମ୍ଭାବନାକୁ ନେଇ ପଞ୍ଜାବର ରାଜନୈତିକ ଦୃଶ୍ୟପଟରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ବରିଷ୍ଠ ନେତା…

୧୨୦ ନଟଆଉଟ: ଏମାନେ ନେହେରୁଙ୍କଠାରୁ ଆରମ୍ଭ କରି ମୋଦିଙ୍କ ରାଜନୈତିକ ଯାତ୍ରା ଦେଖିଛନ୍ତି

ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଭୋଟରଙ୍କୁ ନେଇ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ପ୍ରୟାଗରାଜରେ ଏପରି ଭୋଟର ଅଛନ୍ତି ଯେଉଁମାନେ କି ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ରାଜନୈତି ଯାତ୍ରା ଦେଖିଛନ୍ତି ।…

ଜେଡିୟୁକୁ ବଡ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ମହାସଚିବ

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ମହମ୍ମଦ ଅଲି ଅସରଫ ଫାତମି ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ସେ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ସହ…

ସିଏଏ କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏହାର ନିୟମଗୁଡ଼ିକର କାର୍ଯ୍ୟକାରିତା ଉପରେ ଏପ୍ରିଲ ୯ ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏ ନିୟମ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଭିତ୍ତିଭୂମିର ଅଭାବ ଥିବାରୁ ଏପ୍ରିଲ ୯…

ଜିତିଗଲା ମାଆର ମମତା

ନୂଆଦିଲ୍ଲୀ: କୋର୍ଟ କେସ ହେଉ ବା ଅନ୍ୟ ଯେ କୌଣସି କାରଣରେ ମାଆର ମମତାକୁ କେହି କେବେ ହରାଇ ପାରିବେ ନାହିଁ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ଶୁଣାଣୀରେ ଶେଷରେ ସଂଘର୍ଷ ଜଣେ ୟୁକ୍ରେନର ମାଆର ମମତା ଜିତିଯାଇଛି । ଲଢ଼େଇ ପରେ ଏବେ ଏହି ୟୁକ୍ରେନ ମାଆକୁ ତାଙ୍କର ୫ ବର୍ଷର ପୁଅ ମିଳିଯାଇଛି । ଆସନ୍ତୁ…

ଅଜିତ ପାୱାରଙ୍କୁ ଘଡ଼ି ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀକୁ ଘଡ଼ି ଚିହ୍ନ ଏବଂ ଜାତୀୟ କଂଗ୍ରେସ ପାର୍ଟି (ଏନସିପି)ର ନାମ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଶରଦ ପାୱାର ଦାଖଲ କରିଥିବା ପିଟିସନର ଜବାବରେ ସୁପ୍ରିମକୋର୍ଟ ଅନେକ…