Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ପୁନର୍ବାର ଚେତାଇଲା ଖୁବ ଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଇରାନ ପ୍ରସ୍ତୁତି କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଏ ସମ୍ପର୍କରେ ଚେତାଇଥିଲେ । ଏବେ ଶନିବାର ସେ ପୂନର୍ବାର ଏ ସମ୍ପର୍କରେ ଇସ୍ରାଏଲକୁ ସତର୍କ କରାଇଛନ୍ତି । ଇରାନ ପୂର୍ବାନୁମାନ ତୁଳନାରେ ଶୀଘ୍ର ଆକ୍ରମଣ କରିବ । ଏହି…

ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ

ନୂଆଦିଲ୍ଲୀ: ନୂତନ ଇତିହାସ ରଚିବାକୁ ଯାଉଛନ୍ତି ପାଇଲଟ ଗୋପୀଚାନ୍ଦ ଥୋଟାକୁରା । ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ…

ରାଜନୀତିରେ ପ୍ରବେଶ ପରେ କଣ ଅଭିନୟ ଛାଡିଦେବେ ଅରୁଣ ଗୋଭିଲ, ଜାଣନ୍ତୁ କଣ କହିଲେ ଅଭିନେତା

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରେ ସବୁଠାରୁ ଲୋକପ୍ରିୟ ଅଭିନେତା ତଥା ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚଳିତବର୍ଷ ରାଜନୀତିରେ ପ୍ରବେଶ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । । ମେରଟ ଆସନରୁ ବିଜେପି ପାର୍ଥୀ ଭାବେ…

ରେକର୍ଡ ଭାଙ୍ଗୁଛି ସୁନା ଦର: ଖୁବଶୀଘ୍ର ୮୦ ହଜାର ଛୁଇଁବ ସୁନା

ଭୁବନେଶ୍ଵର: ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଲଗାତର ସୁନାର ଦାମ୍ ବୃଦ୍ଧି ଜାରି ରହିଛି । ନୂତନ ଆର୍ôଥକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ଭୁବନେଶ୍ବରରେ ଆଜି ୧୦ ଗ୍ରାମ ପିଛା ସୁନାର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦…

ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁ

ଇନ୍ଦୋର : ବୋରୱେଲରେ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ  ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁଟି । ଗତ କାଲି ଖେଳୁଥିବା ବେଳେ ଗଳିପଡଛି ଶିଶୁଟି । ଏହି ଘଟଣାଟି ଉତ୍ତରପ୍ରଦେଶ ସୀମା ନିକଟ ମାଣିକା ଗ୍ରାମରେ ରାତି ପ୍ରାୟ ୩ ଟା ବେଳେ ଘଟିଥିଲା।ରେୱା କଲେକ୍ଟର ପ୍ରତୀଭା ପାଲଙ୍କ…

ସଫଳ ହେଲା ‘ସୂର୍ଯ୍ୟ ତିଲକ’ ପରୀକ୍ଷଣ, ପବିତ୍ର ରାମନବମୀରେ ରାମଲାଲାଙ୍କ ମସ୍ତକରେ ଦର୍ଶନ କରିବେ ଭକ୍ତ

ଅଯୋଧ୍ୟା: ଚଳିତ ବର୍ଷ ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଉତ୍ସବ ପାଳନ ହେବ । ତେବେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ରାମ ନବମୀ ଉତ୍ସବ ପାଳନକୁ ନେଇ ଲୋକମାନେ ବେଶ ଉତ୍ସାହିତ ଅଛନ୍ତି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି…

ବିରୋଧୀଙ୍କୁ ମୋଦୀଙ୍କ ଜବାବ, ଆମ୍ବେଦକର ଚାହିଁଲେ ମଧ୍ୟ ସମ୍ବିଧାନକୁ ଉଚ୍ଛେଦ କରିପାରିବେନି

ଜୟପୁର: ରାଜସ୍ଥାନର ବାରମେରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ବୋଲି ବିରୋଧୀଙ୍କ ଦାବିର ଜବାବ ଦେଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ସରକାର ସମ୍ବିଧାନକୁ ସମ୍ମାନ ଦିଅନ୍ତି ଏବଂ…

ସାମଗ୍ରୀ ନ କିଣିବାରୁ ୩୭ ପର୍ଯ୍ୟଟକଙ୍କୁ ବନ୍ଧକ ରଖିଲା ଦୋକାନୀ

ବେଜିଂ: ଚୀନରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇ ଦେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟଟକମାନେ ଲିୟାୟୋନିଂରୁ ୟୁନ୍ନାନକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ । ସେଠାରେ ସେମାନେ ଏକ ମ୍ୟାଟ୍ରେସ…

ଭୋଟର ବରକୁ ଗଣତନ୍ତ୍ର କନିଆଁ, ମେ ୧୩ରେ ଶୁଭ ବିବାହ

ପୁନେ: ଦେଖିବାକୁ ଗଲେ ବିବାହ ଋତୁ ଶେଷ ହୋଇସାରିଛି । କିନ୍ତୁ ଏବେ ବି କିଛି ସ୍ଥାନରେ ବିବାହ କାର୍ଯ୍ୟ କରାଯାଇଛି । ସେପଟେ ଏବେ ଚାରିଆଡେ ଲୋକସଭା ନିର୍ବାଚନର ମାହୋଲ । ଚାରିଆଡେ ନିର୍ବାଚନୀ ପ୍ରଚାର ସହ ରାଲି ହେବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ…

ବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଜଘନ୍ୟ ଅପରାଧ: ହାଇକୋର୍ଟ

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟ ବେଶ୍ୟାବୃତ୍ତି ମାମଲାରେ ଟ୍ରାଏଲ କୋର୍ଟ ଦ୍ଵାରା ହୋଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ଏକ ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଜିଏସ୍ ଅହଲୁୱାଲିଆଙ୍କ ବେଞ୍ଚ କହିଛି ଯେ, ବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଅପରାଧ । ବେଶ୍ୟାବୃତ୍ତି ପାଇଁ…