Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଗଲାଣି ଗ୍ରୀଷ୍ମପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି । ଏପ୍ରିଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ…

ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର, ଚାଷ ଜମିରେ ପଶି ଗହମ କାଟିଲେ ଡ୍ରିମଗାର୍ଲ

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଆସନ୍ତା ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ପାର୍ଥୀମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ…

ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ ସରବଜିତ ସିଂ

ଚଣ୍ଡିଗଡ: ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ । ୪୫ ବର୍ଷୀୟ ସରବଜିତ ସିଂ ପଞ୍ଜାବର ଫରିଦକୋଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ । ଏନେଇ ସେ ଗୁରୁବାର ସୂଚନା ଦେଇଛନ୍ତି । ପୂର୍ବରୁ ସେ…

ରାହୁଲ ଦେଲେ ଗରିବୀ ହଟାଓ ନାରା, ମାଗିଲେ ସୁଯୋଗ

ଜୟପୁର: ରାଜସ୍ଥାନରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାରିଦ୍ର୍ୟ ଦୂରୀକରଣ ନେଇ ନାରା ଦେଇଛନ୍ତି। କେନ୍ଦ୍ରରେ ତାଙ୍କ ଦଳ କ୍ଷମତାକୁ ଆସିଲେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ ଦାବି କରିଛନ୍ତି। ଦେଶର ପ୍ରତ୍ୟେକ ଗରିବ ପରିବାରର ଜଣେ…

ମୋଦୀ ଯିବେ ଜେଲ୍: ଲାଲୁଙ୍କ ଝିଅ ମିସା ଭାରତୀଙ୍କ ବୟାନକୁ ନେଇ ତେଜିଲା ବୟାନବାଜି

ନୂଆଦିଲ୍ଲୀ: ଯେତେବେଳେ ବିରୋଧୀ ଦଳର ପ୍ରମୁଖ ନେତା ବିଭିନ୍ନ ମାମଲାରେ ଜେଲ୍ ଯାଉଛନ୍ତି ସେତେବେଳେ ସରକାର ବଦଳିଲେ ସମାନ ପରିଣାମ ଭୋଗିବାକୁ ପଡିବ କି ଏବେର ଶାସକ ଦଳର ପ୍ରମୁଖ ନେତାଙ୍କୁ? ଏହିପରି ଚର୍ଚ୍ଚା ଜାରି ରହିଥିବା ବେଳେ ଆରଜେଡି ସାଂସଦ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ…

ଧୋତି-କୁର୍ତ୍ତା ପିନ୍ଧି ଡ୍ୟୁଟି କରିବେ ପୋଲିସ କର୍ମଚାରୀ, ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ

ନୂଆଦିଲ୍ଲୀ: ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ପୋଲିସ୍ ବର୍ତ୍ତମାନ ହର-ହର ମହାଦେବଙ୍କ ସ୍ଲୋଗାନ ଦେଇ ଭକ୍ତମାନଙ୍କୁ ସ୍ୱାଗତ କରିବେ। ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏବେ ପୋଲସ କର୍ମୀଙ୍କ ପାଇଁ…

ଚନ୍ଦ୍ର ଚାରିପଟେ ରହସ୍ୟମୟ ବସ୍ତୁ କାଟୁଛି ଚକ୍କର

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସାର ଏକ ଅର୍ବିଟେର ଚନ୍ଦ୍ର ଚାରିପଟେ ଏକ ରହସ୍ୟମୟ ବସ୍ତୁ ଚକ୍କର କାଟୁଥିବା ଫଟୋ ଉଠାଇଛି । ଏ ସମ୍ପର୍କରେ ନାସା ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା ଅଦୃଶ୍ୟ ହୋଇ ଯାଇଥିଲା । ଏହା ଏକ ସର୍ଫବୋର୍ଡ ଆକାରର ବସ୍ତୁ ଥିଲା । ଚନ୍ଦ୍ର…

ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍‌ କଭର ପେଜ୍ ରେ ମୋଦି

ନୂଆଦିଲ୍ଲୀ: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଦୀର୍ଘ ୯୦ ମିନିଟ୍‌ ଧରି ନ୍ୟୁଜଓ୍ୱିକ୍‌ କୁ ଦେଇଥିବା ସାକ୍ଷାତକାରରେ ମୋଦି ଚାଇନା ଠାରୁ…

୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ: ଆଜି ବିଜେପି ତା'ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି । ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି । ନିଶାଦ ପାର୍ଟି ଚଳିତ…

କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାରୀ ମାନଙ୍କ ପରି ପୋଲିସ କର୍ମଚାରୀ ମଧ୍ୟ ପିନ୍ଧିବେ ଧୋତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମ ପରିସରରେ ଥିବା ପୋଲିସ କର୍ମାଚାରୀମାନେ ମଧ୍ୟ ମନ୍ଦିରର ପୂଜାରୀ ମାନଙ୍କ ପରି ପିନ୍ଧିବେ ଧୋତି-କୁର୍ତ୍ତା । କିଛି ବର୍ଷ ପୂର୍ବରୁ ୨୦୧୮ରେ ମଧ୍ୟ ଏପରି ନିଷ୍ପତି ନିଆଯାଇଥିଲା । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ପୁରୁଷ…