Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ବଡ଼ ଆକ୍ସନ, କେ.କବିତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ସିବିଆଇ ଗିରଫ କରିଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ମଙ୍ଗଳବାର ଏପ୍ରିଲ ୯…

କେଜ୍ରିୱାଲଙ୍କୁ ଆଉ ଏକ ଝଟକା, କାର୍ଯ୍ୟରୁ ବହିଷ୍କୃତ ହେଲେ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛି ଭିଜିଲାନ୍ସ ବିଭାଗ । ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ…

ପଡୋଶୀ ଦେଶକୁ ରାଜନାଥଙ୍କ ଚେତାବନୀ, କହିଲେ ‘ପିଓକେ ଆମର ଥିଲା, ଅଛି ଏବଂ ରହିବ ମଧ୍ୟ’

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନକୁ ନେଇ କହିଛନ୍ତି ଯେ, ଭାରତ ଉପରେ ଖରାପ ନଜର ରଖିଥିବା ଲୋକମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ । ମନ୍ତ୍ରୀ ରାଜନାଥ ଚୀନକୁ କଡା ଜବାବ ଦେଇ…

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି । ଲୋକ ସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୯୪ ସଂସଦୀୟ କ୍ଷେତ୍ର ପାଇଁ ଆଜି (ଗୁରୁବାର) ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ…

ମାୟାବତୀଙ୍କୁ ବଡ ଝଟକା, ବିଏସ୍‌ପିରୁ ଇସ୍ତଫା ଦେଇ ଆର୍‌ଏଲ୍‌ଡିରେ ମିଶିଲେ ସାଂସଦ ମାଲୁକ ନାଗର

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା । ଦଳ ରୁ ଇସ୍ତଫା ଦେଲେ ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର । ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି । ତେବେ ମାଲୁକ ନାଗରଙ୍କ ସ୍ଥାନରେ ବିଏସ୍‌ପି ମୁଖ୍ୟ ମାୟାବତୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛନ୍ତି ।…

କେହି ଦଙ୍ଗା କରିବାକୁ ଆସୁଛନ୍ତି ତ ମୁଣ୍ଡକୁ ଥଣ୍ଡା ରଖି ଚୁପ୍ ରୁହନ୍ତୁ: ଇଦ୍ ରେ କହିଲେ ମମତା…

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଇଦ୍-ଉଲ୍-ଫିତର ଅବସରରେ କୋଲକାତାର ରେଡ୍…

ଏଲନ ମସ୍କଙ୍କ ଭାରତ ଗସ୍ତ ପୂର୍ବରୁ ଠପ୍ ହେଲା ‘ଏକ୍ସ’ ପ୍ଲାଟଫର୍ମ, ଅପଡେଟ୍ ହେଉନି ଟାଇମଲାଇନ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ପୁଣି ଥରେ ଠପ୍ ହୋଇଯାଇଛି । ଯେଉଁଥିପାଇଁ 'ଏକ୍ସ' ବ୍ୟବହାରକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ସକାଳ ୧୦ ଟା ୪୧ ରୁ ୟୁଜର୍ସମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୟୁଜର୍ସଙ୍କ ଟାଇମଲାଇନ ଅପଡେଟ୍ ହେଉନାହିଁ କିମ୍ବା…

ସମାଜବାଦୀ ପାର୍ଟି ଜାରି କଲା ଇସ୍ତାହାର; କ୍ଷମତାକୁ ଆସିଲେ ଅଟା ଠୁ ଡାଟା ଦିଆଯିବ ମାଗଣା

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । 'ଭିଜନ ଡକ୍ୟୁମେଣ୍ଟ' ନାମରେ ଜାରି କରାଯାଇଥିବା ମେନିଫେଷ୍ଟୋରେ ସାମାଜିକ ନ୍ୟାୟ ତଥା ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି କୁହାଯାଇଛି । ସପା ଦେଇଥିବା ପ୍ରତିଶ୍ରୁତିରୁ ଏହା ସ୍ପଷ୍ଟ ହୋଇଛି ଯେ…

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୬ ଛାତ୍ରଛାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଚଣ୍ଡିଗଡ: ହରିୟାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳେ ଏକ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ, ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କବାଦୀ । ଆଜି ଭୋରୁ ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଯେଉଁଥିରେ ଜଣେ ଆତଙ୍କୀ ସଫା…