Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢିଲା ଆଧାର କାର୍ଡର ମାଗଣା ଅପଡେଟର ସମୟସୀମା, ଜୁନ୍ ୧୪ ପର୍ଯ୍ୟନ୍ତ କରିପାରିବେ ଅପଡେଟ

ନୂଆଦିଲ୍ଲୀ: ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୧୪ ଅପଡେଟର ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଆପଣ ଜୁନ୍ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରିପାରିବେ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି UIDAI । ଏହି…

ରାଜସ୍ଥାନରେ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଜୟପୁର: ରାଜସ୍ଥାନର ଜୈସଲମେରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସେଲମେରର ଜବାହାର ନଗରରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି । ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ସେନା ବିମାନଟି ହେଲା LCA ଯଥା…

ପାରାମିଲିଟାରୀ ଫୋର୍ସର ଯବାନଙ୍କ ପାଇଁ ବଡ ଘୋଷଣା, କ୍ୟାଣ୍ଟିନ ସାମଗ୍ରୀ ପାଇଁ ଦେବେ ଅଧା ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ପାରାମିଲିଟାରୀ ଫୋର୍ସକୁ କେନ୍ଦ୍ର ସରକାରଙ୍କ ବଡ ଉପହାର। ପାରାମିଲିଟାରୀ ଫୋର୍ସର ଯବାନ ମାନଙ୍କୁ କ୍ୟାଣ୍ଟିନ ସାମଗ୍ରୀ ଉପରେ ଦେବାକୁ ପଡିବ ମାତ୍ର ୫୦ ପ୍ରତିଶତ ଜିଏସଟି । ଗୃହ ମନ୍ତ୍ରଣାଳୟ CAPF କ୍ୟାଣ୍ଟିନରେ ତଥା କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (KPKB)ରେ ଉପଲବ୍ଧ…

ରମଜାନ ପୂର୍ବରୁ ଦେଶରେ ଜାଣିଶୁଣି ସିଏଏ ଲାଗୁ କଲା ବିଜେପି: ମମତା

କୋଲକାତା: ଦେଶରେ ସିଏଏ ଲାଗୁକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିରୋଧୀ ଏହି ଆଇନକୁ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସିଏଏକୁ ସେ ସ୍ବିକାର…

ନାୟବ ସିଂ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ  ହେବେ  ନାୟବ ସିଂ ସୈନୀ । ଆଜି ବସିଥିବା  ବିଧାୟକ ଦଳ ବୈଠକରେ  ନାୟବ ସୈନୀଙ୍କ ନାଁରେ ମୋହର ଲାଗିଛି । ସନ୍ଧ୍ୟା  ୫ଟାରେ  ନାୟବ ସୈନୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହିତ ୫ ନୂଆ ଚେହେରା ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ…

ସିଏଏକୁ ଥଲପତି ବିଜୟଙ୍କ ବିରୋଧ

ତାମିଲନାଡୁ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ଦେଶରେ ଲାଗୁ କରିଛନ୍ତି ଗୃହ କେନ୍ଦ୍ର ମନ୍ତ୍ରାଳୟ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ । ସାଉଥ ସୁପରଷ୍ଟାର ଥଲପତି ବିଜୟ ସିଏଏକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହା ସହ ତାମିଲନାଡୁ ସରକାରଙ୍କୁ ଏହି ଆଇନ ଲାଗୁ ନକରିବାକୁ…

ସିଏଏ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ କଙ୍ଗନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି  ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିଛି। ସରକାରଙ୍କ  ଏହି ପଦକ୍ଷେପକକୁ ଅଭିନେତ୍ରୀ  କଙ୍ଗନା ରାନାୱତ ପ୍ରଶଂସା କରିଛନ୍ତି  । ସେ ସୋସିଆଲ ମିଡିଆରେ ସିଏଏ ବିଜ୍ଞପ୍ତିକୁ ସମର୍ଥନ ଜଣାଇ ଜାତୀୟ ପତାକା ସହିତ ସିଏଏ ଲେଖିଛନ୍ତି ।…

ନାୟାବ ସିଂ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ହରିଆଣାରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର । ଖଟ୍ଟରଙ୍କ ସହିତ ବିଜେପିର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ନାୟାବ ସିଂ ସୌନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ…

‘ଦେଶରେ ସିଏଏ ଲାଗୁ: ମୁସଲିମଙ୍କ ସ୍ବାର୍ଥ ବିରୋଧୀ’

ନୂଆଦିଲ୍ଲୀ: ଗତକାଲି ଦେଶରେ ସିଏଏ ଲାଗୁ କରିଛନ୍ତି ଗୃହମନ୍ତ୍ରାଳୟ । ଦ୍ବିତୀୟ ଦିନ ଅର୍ଥାତ ଆଜି ଏହାକୁ ବିରୋଧ କରି ମୁସଲିମ୍ ସଂଗଠନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ ଡେମୋକ୍ରାକ୍ଟିକ୍ ୟୁଥ ଫ୍ରେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏହି ଆଇନ୍…

ଫାର୍ମ ହାଉସରୁ ମିଳିଲା ୨୫ ମଣିଷ ଖପୁରୀ, ହାଡ

ବାଙ୍ଗାଲୋର: କର୍ଣ୍ଣାଟକର ଜୋଗନହଲ୍ଲୀ ଗ୍ରାମରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଏଠାରେ ଏକ ଫାର୍ମ ହାଉସରୁ ୨୫ଟି ମଣିଷ ଖପୁରୀ ମିଳିବା ସହ ଅନେକ ହାଡ ଜବତ ହୋଇଛି । ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ମଧ୍ୟ ଏହାକୁ ଦେଖିବା ପରେ ସହଜରେ ବିଶ୍ୱାସ କରିପାରି ନ ଥିଲେ । ବଳରାମ…