Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଟେ ଦିନରେ ୧୯୦ କେସ୍, କେରଳରେ ଚିନ୍ତା ବଢାଉଛି ମମ୍ପସ

ଥିରୁବନନ୍ତପୁରମ୍: ମମ୍ପସ୍, ଯାହାକୁ ଆମେ ଗାଲୁଆ ମଧ୍ୟ କହିଥାଉ । କେରଳରେ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହି ରୋଗ । ଗୋଟିଏ ଦିନରେ ରାଜ୍ୟରେ ୧୯୦ଟି ମାମଲା ସାମ୍ନାକୁ ଆସିଛି । କେରଳ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏହାକୁ ମିଶାଇ ଚଳିତ ମାସରେ ୨,୫୦୫ ଜଣ ଏହି ରୋଗରେ…

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ନଲଢ଼ିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର କଂଗ୍ରେସର ଅଧ୍ୟକ୍ଷ ଯିଏ ନିର୍ବାଚନ ଲଢ଼ିବେନି । ଖଡ଼ଗେଙ୍କ ଏପରି ନିଷ୍ପତି ଭବିଷ୍ୟତରେ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ବିପଦ ହୋଇପାରେ ।…

ଭାଙ୍ଗିବ ବିଜେପି-ଜେଜେପି ମେଣ୍ଟ, ନିର୍ବାଚନ ପୂର୍ବରୁ ବଦଳିବେ ମୁଖ୍ୟମନ୍ତ୍ରୀ?

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଲୋକସଭା ଆସନକୁ ନେଇ ଦୁଷ୍ୟନ୍ତ ଚୌଟାଲାଙ୍କ ନେତୃତ୍ବାଧୀନ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ବିବାଦ ଦେଖାଦେବା ପରେ ବିଜେପି ଏବେ ମେଣ୍ଟ ସରକାର ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି।…

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୬ ମୃତ, ୧୦ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସୁଲତାନପୁରରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ବରଯାତ୍ରୀ ମାନେ ନାଚଗୀତ କରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ୬ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର…

ଆଜିଠୁ ଆରମ୍ଭ ହେଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ "ରୋଜା" ଅର୍ଥାତ ଉପବାସ ରଖାଯାଇଥାଏ । ମୁସଲମାନ ଭାଇ ଓ…

ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି-ଜେଏସପି ଆସନ ବୁଝାମଣା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଏନଡିଏର ବିଜେପି-ଟିଡିପି-ଜେଏସପି ମିଳିତ ମଞ୍ଚ ମଧ୍ୟରେ ଆନୁଷ୍ଠାନିକ ଭାବେ ଆସନ ବୁଝାମଣା ହୋଇଛି । ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୭ଟି ଲୋକସଭା ଏବଂ ୧୪୪ଟି ବିଧାନସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବ । ଭାରତୀୟ ଜନତା ପାର୍ଟି (ବିଜେପି) ୬ଟି ଲୋକସଭା…

୮ ରାଜ୍ୟ ନେଇ ବିଜେପିର ମାନସ ମନ୍ଥନ; ଖୁବଶୀଘ୍ର ଆସିବ ଦ୍ୱିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନ ଆୟୋଗ ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ତେଣୁ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି ବିଭିନ୍ନ ରାଜନୖତିକ ଦଳ। ମାର୍ଚ୍ଚ ୨ ରେ ବିଜେପି ତାର…

ନାଗରିକତା ସଂଶୋଧନ ଆଇନ ନିର୍ବାଚନୀ ଚାଲ କହି ବର୍ଷିଲେ ମମତା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କେନ୍ଦ୍ର ସରକାର ଲାଗୁ କରିବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଶେଷକରି ପଶ୍ଚିମବଙ୍ଗ ଓ ଆସାମରେ ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କଂଗ୍ରେସ ନେତା ଜୟରାମ ରମେଶ ଏହାକୁ ବିଜେପିର ରଣନୈତିକ ପଦକ୍ଷେପ ବୋଲି କହିବାକୁ ପଛାଇ…

ସିଏଏ: ମାଷ୍ଟରଷ୍ଟ୍ରୋକ୍ ନା ମିଷ୍ଟେକ୍ ?

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଛି କେନ୍ଦ୍ର ସରକାରଙ୍କ ବିବାଦୀୟ ଆଇନ, ସିଏଏ ବା ନାଗରିକତ୍ୱ ସଂଶୋଧନ ଆଇନ। ୫ ବର୍ଷ ତଳୁ ଏହା ଆଇନରେ ପରିଣତ ହୋଇଥିବା ବେଳେ ଲାଗୁ କରିବାର ଟାଇମିଂକୁ ନେଇ ଜୋରଜାର ଚର୍ଚ୍ଚା। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍ ସିଏଏ ଲାଗୁକୁ ନେଇ ତେଜିିଛି ରାଜନୀତି।…

ରାଜ୍ଯସଭା ପ୍ରାର୍ଥୀ ପାଇଁ ମିଳିଲାନି ପ୍ରସ୍ତାବକ, ନିରାଶ ହେଲେ ଓଡ଼ିଆ ବ୍ୟବସାୟୀ

ରାଞ୍ଚି: ଝାଡଖଣ୍ଡରେ ହେବାକୁ ଥିବା ଦୁଇ ରାଜ୍ୟସଭା ଆସନରୁ ପ୍ରାର୍ଥୀ ହେବାକୁ ନାମାଙ୍କନ ପତ୍ର କିଣିଥିବା ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର ଶେଷରେ ନିରାଶ ହୋଇଛନ୍ତି। ତାଙ୍କୁ ପ୍ରସ୍ତାବକ ଭାବେ ଆବଶ୍ୟକ ସଂଖ୍ୟକ ବିଧାୟକ ନମିଳିବାରୁ ସେ ଏବେ ତାଙ୍କର ରାଜ୍ୟସଭା ସାଂସଦ ହେବା ସ୍ବପ୍ନ ମଉଳି…