Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରୋର ନୂତନ ମିଶନ୍: ଆଜି ଲଞ୍ଚ ହେବ “ନଟି ବୟ”

ଆନ୍ଧ୍ରପ୍ରଦେଶ: ଭାରତ ପାଇଁ ଏବେ ଖରାପ ପାଣିପାଗର ପୂର୍ବସୂଚନା ଜାଣିବା ଏବେ ଆହୁରି ସହଜ ହେବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ତା’ର ପାଣିପାଗର ସଠିକ୍ ସୂଚନା ପ୍ରଦାନକାରୀ ସାଟେଲାଇଟ୍ INSAT-3DS ଉତକ୍ଷେପଣ କରିବାକୁ ଯାଉଛି। ଏଥିପାଇଁ ସ୍ପେସ୍ ଏଜେନ୍ସି ଏଭଳି ଏକ ରକେଟ୍…

NRIଙ୍କ ବିବାହକୁ ନେଇ ଆସିଲା ସାଂଘାତିକ ରିପୋର୍ଟ

ନୂଆଦିଲ୍ଲୀ: ଏନଆରଆଇ (NRI) କିମ୍ବା ଓସିଆଇ (ଓଭରସିଜ୍ ସିଟିଜେନ୍ସିପ୍ ଅଫ୍ ଇଣ୍ଡିଆ) ସହିତ ବିବାହ ସମ୍ବନ୍ଧରେ ବଡ ସୂଚନା ସାମ୍ନାକୁ ଆସିଛି। ଆଇନ କମିଶନ ସରକାରଙ୍କୁ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହରେ ଠକେଇ ସମ୍ପର୍କରେ ଏକ ବ୍ୟାପକ ଆଇନ ପ୍ରଣୟନ କରିବାକୁ…

ଆପଣ ଫୋନରେ ସ୍କ୍ରିନ ଗାର୍ଡ ଲଗାଉଛନ୍ତି କି, ତେବେ ଜାଣି ରଖନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ନୂଆଦିଲ୍ଲୀ: ଫୋନର ସୁରକ୍ଷା ପାଇଁ ଆମେ ପ୍ରାୟ ସମସ୍ତେ ସ୍କ୍ରିନ୍ ଗାର୍ଡ ଲଗାଇ ଥାଉ। କାରଣ ସେମାନଙ୍କ ମନରେ ଏକ ଭୟ ରହିଥାଏ ଯେ ଯଦି ଫୋନ୍ ହଠାତ୍ ହାତରୁ ପଡ଼ିଯାଏ ତେବେ ସ୍କ୍ରିନଗାର୍ଡ ଭାଙ୍ଗିବାର ସମ୍ଭାବନା ରହିଥାଏ। ଯେଉଁମାନଙ୍କ ହାତରୁ ଫୋନ ଖସି ସ୍କ୍ରିନ ଗାର୍ଡ ଭାଙ୍ଗିଥାଏ ସେମାନେ…

ଉଗ୍ର ହେଉଛି ଚାଷୀ ଆନ୍ଦୋଳନ, ପୋଲିସ ଅଧିକାରୀ ମୃତ

ନୂଆଦିଲ୍ଲୀ: ହରିୟାଣା-ପଞ୍ଜାବ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ଅତ୍ୟଧିକ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲିସ ଅଧିକାରୀ ହେଉଛନ୍ତି ଜିଆରପିର ଏସଆଇ…

ସୀମାଙ୍କ ପାଇଁ ବଢିଲା ଅଡ଼ୁଆ, ପ୍ରଥମ ସ୍ୱାମୀଙ୍କ ପାଇଁ ଲଢିବେ ଭାରତୀୟ ଓକିଲ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ରବୁପୁରାର ସଚିନ ମୀନାଙ୍କ ପ୍ରେମରେ ପାଗଳ ଥିବା ପାକିସ୍ତାନର ସୀମା ହାଇଦରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଏଥର ସେ ନିଜ ପାଇଁ ଏବଂ ସଚିନଙ୍କ ପାଇଁ ନୁହେଁ ବରଂ ତାଙ୍କ ପିଲାମାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଦେଇ ସୂଚନା…

ଦେଶର ଏହି ସହର ବିଶ୍ଵକୁ ଯୋଗାଏ ମଦ, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଯେକୌଣସି ବି ସେଲିବ୍ରେଶନ ହେଉନା କାହିଁକି ଲୋକମାନେ ୱାଇନ୍ ପିଉଥିବା ତ ଆପଣ ନିଶ୍ଚୟ ଦେଖିଥିବେ । ଭାରତରେ ଏକ ସମୟ ଥିଲା ଯେତେବେଳେ ଫ୍ରାନ୍ସ, ଇଟାଲୀ ସମେତ ଅନ୍ୟ ଦେଶରୁ ୱାଇନ ବା ମଦ ଆମଦାନୀ ହେଉଥିଲା । କିନ୍ତୁ ଆଜି ସାରା ବିଶ୍ୱରେ ଭାରତୀୟ ମଦକୁ…

ଏସିଆ ମହାଦେଶର ସବୁଠାରୁ ଉଚ୍ଚ ଶିବ ମନ୍ଦିର, ଗଢିବାକୁ ଲାଗିଥିଲା ୪୦ ବର୍ଷ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ରହିଛି । ଏଠାରେ ପ୍ରତି କୋଣ ଅନୁକୋଣରେ ମନ୍ଦିର ଦେଖିବାକୁ ମିଳେ । ଏପରି ଅନେକ ମନ୍ଦିର ଅଛି ଯାହା ଲୋକଙ୍କୁ ଚମତ୍କାରୀ ଏବଂ ରହସ୍ୟମୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହା ବିଷୟରେ ଆପଣ ଶୁଣି ଏହା ଏକ ରହସ୍ୟମୟ ମନ୍ଦିର…

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି ।…

ସ୍କର୍ପିଓ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ୫ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ବିକାନେର ଜିଲ୍ଲାର ନୋଖା ଥାନା ଅନ୍ତର୍ଗତ ରସିସର ଗାଁ ନିକଟରେ ଏକ ସ୍କର୍ପିଓ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଆଜି ଭୋର ୫ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା…

ସେହି କୃଷକ ନେତା ଯିଏ ଇନ୍ଦିରା ଗାନ୍ଧୀଙ୍କ ରାଲିରେ ଛାଡିଥିଲେ ସିଂହ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଚାଷୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କାରଣ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରୁ ଦିଲ୍ଲୀ ଆଡକୁ ଯାଉଥିବା କୃଷକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । MSP ର ଆଇନଗତ ଗ୍ୟାରେଣ୍ଟି ସମେତ କୃଷକମାନେ ଅନେକ ଦାବି ନେଇ ଆନ୍ଦୋଳନ…