Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧୋତି-କୁର୍ତ୍ତା ପିନ୍ଧି ଡ୍ୟୁଟି କରିବେ ପୋଲିସ କର୍ମଚାରୀ, ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ

ନୂଆଦିଲ୍ଲୀ: ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ପୋଲିସ୍ ବର୍ତ୍ତମାନ ହର-ହର ମହାଦେବଙ୍କ ସ୍ଲୋଗାନ ଦେଇ ଭକ୍ତମାନଙ୍କୁ ସ୍ୱାଗତ କରିବେ। ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏବେ ପୋଲସ କର୍ମୀଙ୍କ ପାଇଁ…

ଚନ୍ଦ୍ର ଚାରିପଟେ ରହସ୍ୟମୟ ବସ୍ତୁ କାଟୁଛି ଚକ୍କର

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସାର ଏକ ଅର୍ବିଟେର ଚନ୍ଦ୍ର ଚାରିପଟେ ଏକ ରହସ୍ୟମୟ ବସ୍ତୁ ଚକ୍କର କାଟୁଥିବା ଫଟୋ ଉଠାଇଛି । ଏ ସମ୍ପର୍କରେ ନାସା ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା ଅଦୃଶ୍ୟ ହୋଇ ଯାଇଥିଲା । ଏହା ଏକ ସର୍ଫବୋର୍ଡ ଆକାରର ବସ୍ତୁ ଥିଲା । ଚନ୍ଦ୍ର…

ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍‌ କଭର ପେଜ୍ ରେ ମୋଦି

ନୂଆଦିଲ୍ଲୀ: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଦୀର୍ଘ ୯୦ ମିନିଟ୍‌ ଧରି ନ୍ୟୁଜଓ୍ୱିକ୍‌ କୁ ଦେଇଥିବା ସାକ୍ଷାତକାରରେ ମୋଦି ଚାଇନା ଠାରୁ…

୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ: ଆଜି ବିଜେପି ତା'ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି । ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି । ନିଶାଦ ପାର୍ଟି ଚଳିତ…

କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାରୀ ମାନଙ୍କ ପରି ପୋଲିସ କର୍ମଚାରୀ ମଧ୍ୟ ପିନ୍ଧିବେ ଧୋତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମ ପରିସରରେ ଥିବା ପୋଲିସ କର୍ମାଚାରୀମାନେ ମଧ୍ୟ ମନ୍ଦିରର ପୂଜାରୀ ମାନଙ୍କ ପରି ପିନ୍ଧିବେ ଧୋତି-କୁର୍ତ୍ତା । କିଛି ବର୍ଷ ପୂର୍ବରୁ ୨୦୧୮ରେ ମଧ୍ୟ ଏପରି ନିଷ୍ପତି ନିଆଯାଇଥିଲା । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ପୁରୁଷ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ବଡ଼ ଆକ୍ସନ, କେ.କବିତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ସିବିଆଇ ଗିରଫ କରିଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ମଙ୍ଗଳବାର ଏପ୍ରିଲ ୯…

କେଜ୍ରିୱାଲଙ୍କୁ ଆଉ ଏକ ଝଟକା, କାର୍ଯ୍ୟରୁ ବହିଷ୍କୃତ ହେଲେ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛି ଭିଜିଲାନ୍ସ ବିଭାଗ । ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ…

ପଡୋଶୀ ଦେଶକୁ ରାଜନାଥଙ୍କ ଚେତାବନୀ, କହିଲେ ‘ପିଓକେ ଆମର ଥିଲା, ଅଛି ଏବଂ ରହିବ ମଧ୍ୟ’

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନକୁ ନେଇ କହିଛନ୍ତି ଯେ, ଭାରତ ଉପରେ ଖରାପ ନଜର ରଖିଥିବା ଲୋକମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ । ମନ୍ତ୍ରୀ ରାଜନାଥ ଚୀନକୁ କଡା ଜବାବ ଦେଇ…

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି । ଲୋକ ସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୯୪ ସଂସଦୀୟ କ୍ଷେତ୍ର ପାଇଁ ଆଜି (ଗୁରୁବାର) ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ…

ମାୟାବତୀଙ୍କୁ ବଡ ଝଟକା, ବିଏସ୍‌ପିରୁ ଇସ୍ତଫା ଦେଇ ଆର୍‌ଏଲ୍‌ଡିରେ ମିଶିଲେ ସାଂସଦ ମାଲୁକ ନାଗର

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା । ଦଳ ରୁ ଇସ୍ତଫା ଦେଲେ ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର । ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି । ତେବେ ମାଲୁକ ନାଗରଙ୍କ ସ୍ଥାନରେ ବିଏସ୍‌ପି ମୁଖ୍ୟ ମାୟାବତୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛନ୍ତି ।…