Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ୍ଷୁଦ୍ରତମ ରାମ ମନ୍ଦିର କଲେ ଉଦୟପୁରର କଳାକାର

ଉଦୟପୁର: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ଏଥିନେଇ ଭାରତ ରାମମୟ ହୋଇ ଉଠିଛି । ଯିଏ ଯାହାର ଶୈଳୀରେ ଏହି ଉତ୍ସବ ମନେଇବାରେ ବ୍ୟସ୍ତ । ଉଦୟପୁରର ପୀୟୁଷ ପ୍ରତାପ ସିଂ ଗହମଠାରୁ କ୍ଷୁଦ୍ର ରାମ ମନ୍ଦିର କଳାକୃତି ପ୍ରସ୍ତୁତ କରିଛନ୍ତି । ଏହାର ଓଜନ ୦.୦୨୦…

ରାମ ମନ୍ଦିରକୁ ନେଇ ପ୍ରଧାମନ୍ତ୍ରୀଙ୍କୁ ଦିଗବିଜୟ ସିଂହଙ୍କ ୪ଟି ପ୍ରଶ୍ନ

ନୂଆଦିଲ୍ଲୀ: ରଘୁନନ୍ଦନ ରାମଲାଲାଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା ପରେ ଥମିବାରେ ନାଁ ନେଉନି ରାଜନୀତି। ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତ ଛଡ଼ା କରୁନାହାନ୍ତି। ଏହି କ୍ରମରେ କଂଗ୍ରେସ ନେତା ଦିଗବିଜୟ ସିଂ ରାମଲାଲାଙ୍କ ସମର୍ପଣ ସମାରୋହକୁ ନେଇ ପ୍ରଶ୍ନ ଉଠାଇଛନ୍ତି।…

ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ: ଆସାମ ମୁଖ୍ୟମନ୍ତ୍ରୀ

ଆସାମ: ଲଗାତାର କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେ଼ଇ ଚାଲିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ କଥା ପହଞ୍ଚିଛି ରାହୁଲଙ୍କ ଗିରଫଦାରୀରେ। ହିମନ୍ତ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ । ତାଙ୍କ କହିବା କଥା ଯେ,…

NPS କୁ ନେଇ ଖୁସି ଖବର ଦେଇପାରନ୍ତି ସରକାର, ଆଗାମୀ ବଜେଟରେ କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ମଧ୍ୟବର୍ତ୍ତୀକାଳିନ ବଜେଟକୁ ନେଇ ସାଧାରଣ ଲୋକଙ୍କର ଅନେକ ଆଶା ଅଛି। ଏପରି ପରିସ୍ଥିତିରେ ପୁରୁଣା ପେନ୍ସନ୍ ଯୋଜନା ଅନେକ ରାଜ୍ୟରେ ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ପେନ୍ସନ୍ ବ୍ୟବସ୍ଥା ଅର୍ଥାତ୍ NPS କୁ ଆକର୍ଷଣୀୟ କରିବାକୁ ଘୋଷଣା…

ରାମଲଲାଙ୍କ ଜୀବନ୍ତ ଆଖି ଓ ହସର ରହସ୍ୟ ଖୋଲିଲେ ଯୋଗୀରାଜ

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନେ ପ୍ରଭୂଙ୍କ ଚେହେରା ଦେଖି ବିଭୋର ହୋଇ ଉଠିଛନ୍ତି । ଶ୍ରରାମଙ୍କ ବାଳସ୍ୱରୂପ ମୂର୍ତିର ଜୀବନ୍ତ ଆଖି ଓ ହସ ଅନେକଙ୍କୁ ଭାବପ୍ରବଣ କରି ଦେଇଛି । ମୂର୍ତି ତିଆରି କରିଥିବା କାରୀଗର ଅରୁଣ ଯୋଗୀରାଜ ଢ଼ଳଢ଼ଳ ଆଖିର ରହସ୍ୟ ଖୋଲିଛନ୍ତି । ସେ…

୬ସହକର୍ମୀଙ୍କୁ ଗୁଳିକରି ନିଜକୁ ଗୁଳି ମାରିଦେଲେ ଯବାନ

ନୂଆଦିଲ୍ଲୀ: ୬ ସହକର୍ମୀ ଯବାନଙ୍କୁ ଗୁଳିକଲେ ଆସାମ ରାଇଫଲ୍‌ର ଯବାନ।ଏହାପରେ ନିଜକୁ ଗୁଳି ମାରି ଦେଇଛନ୍ତି ଯବାନ। ଦକ୍ଷିଣ ମଣିଲୁର ସାଜିକ୍ ଚମ୍ପକ ଅଞ୍ଚଳରେ ଘଟିଛି ଏଇ ଘଟଣା। ଯବାନ ଜଣକ ନିଜ ବନ୍ଧୁକରୁ ସହକର୍ମୀଙ୍କୁ ଗୁଳି କରିଛନ୍ତି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ହୋଇନଥିବା ବେଳେ…

ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ଜଳିଗଲେ ୭୪ ଯାତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ। ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଥିବା ସୂଚନା ମିଳିଛି। ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି…

ଅଧିକ ରିଲ୍ସରେ ରେକର୍ଡ କଲା ରାମ ଆୟେଂଗି ଗୀତ

ଅଯୋଧ୍ୟା: ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସାରା ଭାରତକୁ ଏକ ଭକ୍ତି ଭାବନାରେ ଯୋଡି ଦେଇଛି । ଆଉ ଭାବନାକୁ ବ୍ୟକ୍ତ କରିବା ପାଇଁ ଗୀତ ଏବଂ ସଙ୍ଗୀତର ବିଶେଷ ଭୂମିକା ରହିଛି । ଏହି ଅବସରରେ ଅନେକ ଗୀତ ସୋସିଆଲ ମିଡିଆରେ ଆସିଥିଲା । ତେବେ ରାମ ଆୟେଂଗି ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହାର କାରଣ…

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

କୋଟାରେ ନିଟ୍ ଆଶାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

ଜୟପୁର: କୋଟାରେ ପୁଣି ଜଣେ ନିଟ ଆଶାୟୀଙ୍କ ଆତ୍ମହତ୍ୟା। ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଆଶାୟୀଙ୍କ ଆତ୍ମହତ୍ୟା ବଢି ଚାଲିଛି। ଜଣେ ୧୮ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତବର୍ଷ ଏହି କୋଚିଂ ସେଣ୍ଟରରେ ମୋଟ ୨୬ଜଣ ଆଶାୟୀ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରଜଣକ…