Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗଙ୍ଗାରେ ନୌକା ବିହାର କଲେ, ଦିଲ୍ଲୀ ଯମୁନାରେ ଏମିତି କରିପାରିବେ କି?: ମୋଦିଙ୍କୁ ମମତାଙ୍କ ଚ୍ୟାଲେଞ୍ଜ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ଏବେ ତୀବ୍ର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ହୁଗୁଳି ନଦୀରେ କରିଥିବା ନୌକା ବିହାର ଏବଂ ଝାରଗ୍ରାମରେ ଝାଲମୁଢ଼ି ଖାଇବା ଘଟଣାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୫୦% ହ୍ରାସ ପାଇବ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା

ହାଇଦ୍ରାବାଦ: ରେଭନ୍ତ ରେଡ୍ଡୀଙ୍କ ତେଲେଙ୍ଗାନା ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କ ପାଇଁ ୫୦% ସ୍ୱେଚ୍ଛାକୃତ ଦରମା ହ୍ରାସ ଏବଂ…

ଚାବାହାରକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବନି ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଇରାନର ଚାବାହାର ବନ୍ଦରକୁ ନେଇ ଏକ ବଡ଼ କୂଟନୈତିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି। ରିପୋର୍ଟ ଅନୁଯାୟୀ ଭାରତ ବର୍ତ୍ତମାନ ଚାବାହାର ବନ୍ଦରରୁ ଅସ୍ଥାୟୀ ଭାବରେ ନିଜର ଅଂଶଧନ ପରିତ୍ୟାଗ କରିବା ସମେତ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ରିପୋର୍ଟରେ ଦାବି…

Paytmକୁ ବଡ଼ ଝଟକା; RBI ପେମେଣ୍ଟ ବ୍ୟାଙ୍କ ଲାଇସେନ୍ସ କଲା ବାତିଲ… ଜାଣନ୍ତୁ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ…

ନୂଆଦିଲ୍ଲୀ: Paytm ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) Paytm ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ରଦ୍ଦ କରିଛି। ଏହାର ଅର୍ଥ ହେଉଛି ଯେ Paytm ଭବିଷ୍ୟତରେ ଆଉ ବ୍ୟାଙ୍କିଂ ସମ୍ବନ୍ଧୀୟ ବ୍ୟବସାୟ କରିପାରିବ ନାହିଁ। ଆରବିଆଇ କହିଛି…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତ କଲେ ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଗୁରୁବାର ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ପଶ୍ଚିମବଙ୍ଗରେ ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ,…

Kedarnath Yatra: କେଦାରନାଥ ଯାତ୍ରା ସୁବିଧାକୁ କ୍ଷତି ପହଞ୍ଚାଇଲେ ଅଜ୍ଞାତ ବ୍ୟକ୍ତି, ମାମଲା ରୁଜୁ

ଡେରାଡୁନ: ୨୦୨୬ କେଦାରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ପ୍ରଶାସନ ନିରନ୍ତର ପ୍ରୟାସ କରୁଥିବା ବେଳେ, କିଛି ଅସାମାଜିକ ବ୍ୟକ୍ତି ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁଲଭ ଇଣ୍ଟରନ୍ୟାସନାଲର ପର୍ଯ୍ୟବେକ୍ଷକ ମିଣ୍ଟୁ…

ଆପକୁ ବଡ ଝଟକା, ପଦ୍ମ ଧରିଲେ ରାଘବ ଚଡ୍ଡାଙ୍କ ସହ ଏହି ୨ ସାଂସଦ…

ନୂଆଦିଲ୍ଲୀ: ଝାଡୁ ଛାଡି ପଦ୍ମ ଧରିଲେ ସାଂସଦ ରାଘବ ଚଡ୍ଡା । ଆପରୁ ଇସ୍ତଫା ଦେବାପରେ ସେ ଆଜି ବିଜେପିରେ ଯୋଗଦେଇଛନ୍ତି । ତେବେ ଚଡ୍ଡାଙ୍କ ସହ ଆଉ ଦୁଇ ଜଣ ସାଂସଦ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ସେମାନେ ହେଲେ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ । ନୂଆଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ଏହି ୩…

ନେତାନ୍ୟାହୁଙ୍କୁ କ୍ୟାନ୍ସର; ଜାରି କଲେ ହେଲ୍ଥ ଅପଡେଟ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କର ବାର୍ଷିକ ମେଡିକାଲ୍ ରିପୋର୍ଟ ଜାରି କରି ବିଶ୍ୱକୁ ଚକିତ କରି ଦେଇଛନ୍ତି। ସର୍ବଦା ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରରେ ଥିବା ନେତାନ୍ୟାହୁ ପ୍ରକାଶ କହିଛନ୍ତି ଯେ ସେ କିଛି ସମୟ ଧରି ଏକ ସିକ୍ରେଟ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ…

ହର୍ମୁଜ୍ ପରେ, ମଲକ୍କାରେ ଟୋଲ୍ ବୁଥ୍ ନିର୍ମାଣ ନେଇ ଚର୍ଚ୍ଚା, ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ ?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ମଲକ୍କା ପ୍ରଣାଳୀ ଉପରେ ଏକ ନୂତନ ବିତର୍କ ଆରମ୍ଭ ହୋଇଛି । ଏହି ରାସ୍ତା ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଟୋଲ୍ ଲଗାଇବା ପାଇଁ ଇଣ୍ଡୋନେସିଆ ବିଚାର କରୁଛି । ଇଣ୍ଡୋନେସିଆର ଅର୍ଥମନ୍ତ୍ରୀ ପୂର୍ବାୟ ୟୁଧି ସଦେବା…

Trump’s Islamabad tilt:’ଆମେରିକାର ପ୍ରକୃତ ହିତ ଭାରତ ସହ ରହିଛି,ଟ୍ରମ୍ପ ଏକ ବଡ଼ ଭୁଲ…

ନୂଆଦିଲ୍ଲୀ: ପୂର୍ବତନ ଆମେରିକାର ଉପ-ବିଦେଶ ସଚିବ କର୍ଟ ଏମ୍. କ୍ୟାମ୍ପବେଲ(Kurt M Campbell ) କହିଛନ୍ତି ଯେ, ଆମେରିକାର ସମସ୍ତ ରଣନୈତିକ ସ୍ୱାର୍ଥ ପାକିସ୍ତାନ ସହିତ ନୁହେଁ, ଭାରତ ସହିତ। ସେ ଆମେରିକା-ଭାରତ ସମ୍ପର୍କର ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ।…