Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନରେ କଂଗ୍ରେସ, ବିଜେପିକୁ ଖେଳାଇବ ବିଏସପି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ…

ଏଲନ ମସ୍କଙ୍କ ଯୋଜନା ଫେଲ୍ ! ଦୂରେଇ ଗଲେ ଆପଲ୍ ଭଳି ବ୍ରାଣ୍ଡ, ବନ୍ଦ ହୋଇଯିବ କି ‘X’ ?

ୱାଶିଂଟନ: ଏଲନ ମସ୍କ ବଡ ଆଶା ନେଇ ଟୁଇଟରକୁ କ୍ରୟ କରିଥିଲେ । ଯାହାକୁ ବର୍ତ୍ତମାନ ‘X’ ଭାବରେ ନାମିତ କରାଯାଇଛି । ମସ୍କ ଏହାକୁ ଆହୁରି ଲୋକପ୍ରିୟ କରାଇବାକୁ ଚାହୁଁଥିଲେ । ଏଲନ ମସ୍କ ଏହାରି ଭିତରେ ସବସ୍କ୍ରିପସନ ମଡେଲ ଲାଗୁ କରିଛନ୍ତି । ମାତ୍ର ଏହାର ରେଭନ୍ୟୁ ଧିରେଧିରେ ହ୍ରାସ ପାଇବାରେ…

ଭାଇରାଲ ହେଲା ମୋଦି-ମେଲୋନୀ ସେଲଫି: ବେଷ୍ଟ ଫ୍ରେଣ୍ଡ #ମେଲୋଡି

ନୂଆଦିଲ୍ଲୀ:ସଂଯୁକ୍ତ ଆରବ ଏମିରେଟ (ୟୁଏଇ)ରେ ଚାଲିଥିବା କୋପ-୨୮ (COP28)ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ସେ ବିଶ୍ୱର ବହୁ ବଡ ବଡ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ । …

ହମାସ ଆକ୍ରମଣରେ ନିହତ ପ୍ରିୟଜନଙ୍କ ଶୁକ୍ରାଣୁ ସଂରକ୍ଷିତ ରଖୁଛନ୍ତି ଇସ୍ରାଏଲବାସୀ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ତେବେ ଏହା ମଧ୍ୟରେ ଏକ ଖବର ସମସ୍ତଙ୍କୁ ପରୋକ୍ଷରେ ଆନନ୍ଦ ପ୍ରଦାନ କରିଛି । ହମାସ ଆକ୍ରମଣରେ ନିହତ ହୋଇଥିବା ପରିଜନମାନଙ୍କ ନିକଟରୁ ପରିବାର ଲୋକ ଶୁକ୍ରାଣୁ ସଂଗ୍ରହ କରୁଛନ୍ତି । ଏହା ମାଧ୍ୟମରେ ସେମାନେ ଆଉ ଏକ ଜୀବନର ଆଶା ମଧ୍ୟ…

ସିବିଏସଇ ବୋର୍ଡ ପରୀକ୍ଷା-୨୦୨୪: ଦଶମ ଓ ଦ୍ୱାଦଶ ମାର୍କସିଟକୁ ନେଇ ବଡ ଘୋଷଣା

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ରେଜଲ୍ଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ଚାପ କମାଇବାକୁ ଯାଇ ସିବିଏସଇ ବୋର୍ଡ ପକ୍ଷରୁ ଦଶମ ଏବଂ ଦ୍ୱାଦା ପରୀକ୍ଷାରେ ଡିଭିଜନ, ଡିଷ୍ଟିଙ୍ଗସନ ଏବଂ ପର୍ସେଣ୍ଟେଜ ବନ୍ଦ…

ବ୍ରିଟେନରେ ନିଖୋଜ ଭାରତୀୟ ଛାତ୍ରଙ୍କ ଶବ ନଦୀକୂଳରୁ ଉଦ୍ଧାର

ଭୁବନେଶ୍ୱର: ବ୍ରିଟେନରେ ଗତ ମାସରେ ନିଖୋଜ ଥିବା ଭାରତୀୟ ଛାତ୍ରଙ୍କର ଶବ ଥେମ୍ସ ନଦୀକୂଳରୁ   ଉଦ୍ଧାର କରାଯାଇଛି । ପୋଲିସର କହିବା ଅନୁଯାୟୀ, ମିତ୍ କୁମାର ପଟେଲ ନାମକ ଜଣେ ୨୩ ବର୍ଷୀୟ ଛାତ୍ର ଗତ ସେପ୍ଟେମ୍ବରରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଯାଇଥିଲେ । ନଭେମ୍ବର ୧୭ ତାରିଖରୁ ହଠାତ…

ଅନଲାଇରେ ମଗେଇଥିଲେ ରୋଷେଇ ସାମଗ୍ରୀ, ହେଲେ ପ୍ୟାକେଟ ଖୋଲି ଦେଖିଲା ବେଳକୁ ଖସିଗଲା ପାଦ ତଳୁ ମାଟି

ନୂଆଦିଲ୍ଲୀ: ଆଜିଲାକି ପୋଷାକ ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ଏପରିକି ମାଟି ମଧ୍ୟ ଅନଲାଇନରେ ମିଳିଲାଣି । ଏସବୁକୁ ଘରେ ବସି ଅତି ସହଜରେ ଅନଲାଇନରେ ମଗାଯାଇପାରୁଛି । ଧିରେ ଧିରେ ସମସ୍ତେ ପ୍ରାୟ ଅନଲାଇନ କିଣା ବିକାରେ ମଧ୍ୟ ଯୋଡି ହୋଇଗଲେଣି । କିନ୍ତୁ ଏହାରି ଭିତରେ ଏପରି ବହୁ ଲୋକ…

୫ରେ ଆନ୍ଧ୍ରପ୍ରଦେଶରେ ମାଡ ହେବ ବାତ୍ୟା ‘ମିଚାଉଙ୍ଗ’, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ଆଇଏମଡି । ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ବତ୍ୟା ‘ମିଚାଉଙ୍ଗ’ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଯାହାର ପ୍ରଭାବରେ…

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଡିସେମ୍ବର ୪ରେ ହେବ କାଉଣ୍ଟିଂ

ନୂଆଦିଲ୍ଲୀ: ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା। ଏନେଇ ନିର୍ବାଚନ ଆୟୋଗ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। ମିଜୋରାମ୍ ବିଧାନସଭାର ଫଳାଫଳ ଅନ୍ୟ ଚାରୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହ ଘୋଷଣା…

IPS ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅହମ୍ମଦାବାଦ: ଆଇପିଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଗୁଜରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରାଙ୍କ ପତ୍ନୀ ସାଲୁବେନ। ଗୁଜରାଟର ଅହମଦାବାଦସ୍ଥିତ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ସେ ଆତ୍ମହତ୍ୟା…