Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗ ନିର୍ବାଚନ: ସର୍ବାଧିକ ଭୋଟିଂ ହୋଇଥିବା ୫ଟି ଆସନରେ କେତେ ଅଛନ୍ତି ମୁସଲିମ୍ ଭୋଟର? ବଦଳିବ କି ମମତାଙ୍କ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ମତଦାନ ଏକ ନୂଆ ଇତିହାସ ରଚିଛି। ଗୁରୁବାର (ଏପ୍ରିଲ ୨୩)ରେ ହୋଇଥିବା ୧୬ଟି ଜିଲ୍ଲାର ୧୫୨ଟି ଆସନରେ ଲୋକେ ବହୁଳ ମାତ୍ରାରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ: ବର୍ଷେ ପରେ ବି କାହିଁକି ମିଳୁନି ସୁରକ୍ଷା ତ୍ରୁଟିର ଜବାବ?

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମ୍‌ଠାରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରଣ ହୋଇଛି। ୨୨ ଏପ୍ରିଲ ୨୦୨୫ ତାରିଖରେ ଘଟିଥିବା ଏହି ରକ୍ତାକ୍ତ ଘଟଣା କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ…

ଭାରତୀୟ ଝୁମକା ପିନ୍ଧି ଚର୍ଚ୍ଚାରେ ଇଟାଲୀ ପ୍ରଧାନମନ୍ତ୍ରୀ: ଟ୍ରମ୍ପ ସମର୍ଥକଙ୍କ କଟାକ୍ଷର କଡ଼ା ଜବାବ ଦେଲେ ଜର୍ଜିଆ…

ରୋମ୍/ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ପୁଣି ଥରେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର ତାଙ୍କ ଚର୍ଚ୍ଚାର କାରଣ କୌଣସି ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ ତାଙ୍କର ଏକ ସୁନ୍ଦର ଭାରତୀୟ ପାରମ୍ପରିକ ଅଳଙ୍କାର । ନିକଟରେ ସେ ନିଜର ଇନଷ୍ଟାଗ୍ରାମ…

ରେଷ୍ଟୁରାଣ୍ଟ ମାଲିକଙ୍କ ପାଇଁ ଖୁସି ଖବର: ଚୁକ୍ତିନାମାରୁ ବିବାଦୀୟ ‘ପ୍ରାଇସ୍ ପାରିଟି’ ନିୟମ ହଟାଇଲା…

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଫୁଡ୍ ଡେଲିଭରୀ ଆପ୍ 'ଜୋମାଟୋ' ରେଷ୍ଟୁରାଣ୍ଟ ମାଲିକମାନଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ନିଷ୍ପତ୍ତି ନେଇଛି । ଏଣିକି କୌଣସି ରେଷ୍ଟୁରାଣ୍ଟ ନିଜ ଗ୍ରାହକଙ୍କୁ ସିଧାସଳଖ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ଶସ୍ତା ଖାଦ୍ୟ ଯୋଗାଇଦେଲେ ଜୋମାଟୋ ସେମାନଙ୍କ ଉପରେ…

West Bengal Elections: ପଶ୍ଚିମବଙ୍ଗ ନିର୍ବାଚନ: ଦିଲୀପ ଘୋଷଙ୍କ ବଡ଼ ଦାବି- ‘ପ୍ରଥମ ପର୍ଯ୍ୟାୟରେ ହିଁ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ (ପ୍ରାୟ ୯୨%) ଭୋଟିଂ ହେବା ପରେ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି। ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ଖଡ଼ଗପୁର ସଦରରୁ ବିଜେପି ପ୍ରାର୍ଥୀ ଦିଲୀପ ଘୋଷ ଏକ ବଡ଼ ଦାବି କରିଛନ୍ତି। ସେ…

Trump’s ‘hellhole’ India post: ଭାରତକୁ ନର୍କ ସହ ତୁଳନା କଲେ ଟ୍ରମ୍ପ, କଡ଼ା ଉତ୍ତର ଦେଇ ଇରାନ କହିଲା,…

ନୂଆଦିଲ୍ଲୀ: ଉପରେ ଭାରତକୁ ବନ୍ଧୁ, ଭିତରେ ଭାରତ ପାଇଁ ବିଷ ଭରି ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପଦାରେ ପଡ଼ିଲା ଅସଲ ମୁଖା। କଡ଼ା ସମାଲୋଚନା କଲେ ଭାରତ ସରକାର। ଇରାନ ବି ବର୍ଷିଲା। ଇରାନର ମୁମ୍ବାଇ ସ୍ଥିତ ଦୂତାବାସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ…

PM Modi’s Boat Ride On Hooghly River: ବଙ୍ଗଳାର ଆତ୍ମାରେ ପ୍ରବାହିତ ଗଙ୍ଗା…ହୁଗଳି ନଦୀ କୂଳରେ ସମୟ…

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି ରହିଥିବା ବେଳେ ଏହାରି ଭିତରେ ଗଙ୍ଗା କୂଳରେ ବସି ଥଣ୍ଡା ଏବଂ ଶାନ୍ତ ପରିବେଶର ମଜା ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ କୋଲକାତାର ହୁଗୁଳି ନଦୀ କୂଳ ପରିଦର୍ଶନ କରିଥିଲେ। ଏଥିସହିତ ସେ ବୋଟ୍…

Bengal BJP candidate assaulted: ରକ୍ତରଞ୍ଜିତ ବେଙ୍ଗଲ ନିର୍ବାଚନ: କୁମାରଗଞ୍ଜରେ ବିଜେପି ନେତାଙ୍କୁ ଆକ୍ରମଣ,…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବ୍ୟାପକ ହିଂସା ଏବଂ ଅଶାନ୍ତି ଦେଖିବାକୁ ମିଳିଛି । ଗୁରୁବାର ଭୋଟିଂ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୁଥ୍ ଦଖଲ, ବୋମାମାଡ଼ ଏବଂ ନେତାମାନଙ୍କ ଉପରେ ମାରଣାନ୍ତକ ଆକ୍ରମଣର ଖବର ସାମ୍ନାକୁ ଆସିଛି ।…

ଚାରିଆଡେ ଏବେ ଚର୍ଚ୍ଚା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ଅମିତ ଶାହ ସୋଶିଆଲ ମିଡିଆରେ କଲେ କ୍ଷମାପ୍ରାର୍ଥନା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଉଷ୍ମତା ମଧ୍ୟରେ ଏକ ଭିନ୍ନ ତଥା ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ନିଜର ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ପହଞ୍ଚିବାରେ ବିଳମ୍ବ ହେବାରୁ ନିଜ ସମର୍ଥକଙ୍କୁ ସୋସିଆଲ ମିଡିଆ…

ଇସ୍ରାଏଲ-ଲେବାନନ୍‌ରେ ୩ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

ତେହେରାନ: ଲେବାନନ୍ ଏବଂ ଇସ୍ରାଏଲ୍ ଯୁଦ୍ଧବିରତିକୁ ଆଉ ତିନି ସପ୍ତାହ ପାଇଁ ବୃଦ୍ଧି କରିବାକୁ ପାରସ୍ପରିକ ସହମତ ହୋଇଛନ୍ତି। ହ୍ୱାଇଟ୍ ହାଉସ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଥିଲେ। ଇସ୍ରାଏଲୀ…