Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିଡିଲ ଇଷ୍ଟରେ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଉଛି ବିମାନର ଜିପିଏସ ସିଗ୍ନଲ

ନୂଆଦିଲ୍ଲୀ: ମିଡିଲ ଇଷ୍ଟ ଆକାଶରେ ରହସ୍ୟମୟ ଢ଼ଙ୍ଗରେ ହଠାତ ବିମାନର ଜିପିଏସ ସିଗ୍ନଲ ବନ୍ଦ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଡିଜିସିଏ ଭାରତୀୟ ଏୟାରଲାଇନ୍ସକୁ ସତର୍କତା ଅବଲମ୍ବନ କରିବା ପାଇଁ ସୂଚନା ଜାରୀ କରିଛି । ଇରାନ ସୀମା ନିକଟରେ ନାଗରିକଙ୍କୁ ନେଇ ଯାଉଥିବା ବିମାନ ଏହି…

ସ୍କୁଲରେ ଛାତ୍ରୀଙ୍କୁ ବଳପୂର୍ବକ ଅଣ୍ଡା ଖୁଆଇଦେଲେ ସାର, ତେଜିଲା ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ଜଣେ ସାତ ବର୍ଷୀୟ ବ୍ରାହ୍ମଣ ଛାତ୍ରୀଙ୍କୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଧାର୍ମିକ ବିଶ୍ୱାସରେ ସେ ଅଣ୍ଡା ଖାଇବେ ନାହିଁ ବୋଲି କହିବା ପରେ ମଧ୍ୟ ଶିକ୍ଷକ ଜଣଙ୍କ ଛାତ୍ରୀ ଜଣକୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିଲେ।…

ସ୍ତ୍ରୀ ରିଲ୍ସ କରୁଥିଲା ବୋଲି ସ୍ବାମୀ କାଟିଦେଲା ଗଳା!

କୋଲକାତା: କୋଲକାତାର ହରିନାରାୟଣପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୩୮ ବର୍ଷୀୟ ଜଣେ ବ୍ୟକ୍ତି ନିଜ ୧୭ ବର୍ଷର ପତ୍ନୀଙ୍କୁ ଇନଷ୍ଟାଗ୍ରାମରେ ରିଲ୍ ଭିଡିଓ ପାଇଁ ତାଙ୍କୁ ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀ ଅପର୍ଣ୍ଣାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।…

ଭୋଟ୍ ଦେଉଛି ରାଜସ୍ଥାନ : ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ

ନୂଆଦିଲ୍ଲୀ : ଆଜି ହେଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ  । ରାଜସ୍ଥାନରେ ୨୦୦ରୁ ୧୯୯ ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି  । ଏହା ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ  । ଡିସେମ୍ବର ୩ ତାରିଖରେ ଭୋଟ୍ ଗଣନା କରାଯିବ  । ୫.୨୫ କୋଟି ଭୋଟର ପ୍ରାୟ ୧୮୬୨…

ଇସ୍ରାଏଲ-ହମାସ ଯୁଦ୍ଧ ବିରତି: ମୁକ୍ତ ହେଲେ ୧୩ ବନ୍ଧକ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ହୋଇଛି । ଏହି ବିରତି ପରେ ଶୁକ୍ରବାର ସନ୍ଧ୍ୟାବେଳେ ଗାଜାରୁ ୧୩ ବନ୍ଧକଙ୍କୁ ମୁକ୍ତ କରିଛି ହମାସ । ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ନାମ, ଠିକଣା ଏବଂ ଅନ୍ୟ ତଥ୍ୟ ଇସ୍ରାଏଲ ଗୋଇନ୍ଦା ବିଭାଗକୁ ଜଣାଇ ଦିଆଯାଇଛି ।…

ବାପା ଜେଲରେ, ମା’ ଆଇସିୟୁରେ..ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ପୋଲିସ ଅଫିସର

ଥିରୁଅନନ୍ତପୁରମ: ପୋଲିସର ଖାକି ପୋଷାକ ସବୁବେଳେ ନିଷ୍ଠୁରତାର ପ୍ରତୀକ ନୁହେଁ । ଖାକି ତଳେ ଲୁଚି ରହିଛି ମମତା..ମାନବିକତା ।  କେରଳର ଏହି ମହିଳା ପୋଲିସ ଏହାର ଏକ ଜ୍ୱଳନ୍ତ ଉଦାହରଣ । ମହିଳା ପୋଲିସଙ୍କର ଏହି ମହାନୁଭବତାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଡିଉଟିରେ ଥିବା ଏହି ମହିଳା…

ହମାସ ପରି ଆକ୍ରମଣ କରାଯିବ ବୋଲି ଧମକ ଦେଲା କଶ୍ମୀର ଫାଇଟ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ଆତଙ୍କବାଦୀ ସଂଗଠନ କଶ୍ମୀର ଫାଇଟ ହମାସ ଶୈଳୀରେ ଭାରତରେ ଆକ୍ରମଣ କରାଯିବ ବୋଲି ଧମକ ଦେଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି । କଶ୍ମୀର ଫାଇଟ ପ୍ରଥମ ଥର ପାଇଁ ଏ ଭଳି ଧମକ ଦେଇଛି ।…

ଦେଢ ଲକ୍ଷ ବର୍ଷ ତଳେ ମନୁଷ୍ୟ ଚପଲ ପିନ୍ଧୁଥିଲା !

କେପଟାଉନ: ପ୍ରାଚୀନ ମାନବ ଇତିହାସ ନେଇ ଏକ ଐତିହାସିକ ତଥ୍ୟ ମିଳିଛି । ଏହି ନୂତନ ତଥ୍ୟରେ ଆଜିଠାରୁ ୭୫ ହଜାରରୁ ଦେଢ଼ ଲକ୍ଷ ବର୍ଷ ମଧ୍ୟରେ ପ୍ରାଚୀନ ମନୁଷ୍ୟ ଚପଲ ପରିଧାନ କରୁଥିଲା । ଅନ୍ୟ ଅର୍ଥରେ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ ହୋଇ ନ ଥିଲେ ମଧ୍ୟ ମନୁଷ୍ୟ ସ୍ୱାସ୍ଥ୍ୟ ଓ ପରିବେଶ…

ଖସୁଛି ପାରଦ, ବଢୁଛି ଶୀତ: ୯ ଡିଗ୍ରୀ ତଳକୁ ଖସିଲା ଦିଲ୍ଲୀର ତାପମାତ୍ରା

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଶୀତର ପ୍ରଭାବ । ଦେଶର ରାଜଧାନୀକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ । ଶୀତ ଲହର ଯୋଗୁଁ ଗତକାଲି ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨…