Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଘୋଷଣା କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସକ ତାଲିବାନ ନିଜର ଅସଲି ରୂପ ଦେଖାଇଛି। ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଛି। ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ…

ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ: ଡାକ୍ତରଖାନାରେ ମିଳୁନି ଜାଗା

ବେଜିଂ: ମିଷ୍ଟ୍ରିୟସ ନିମୋନିଆ । ନିଦ ହଜାଇ ଦେଇଛି ଏହି ଭୟଙ୍କର ରୋଗ । ପୁଣି ଥରେ ମନରେ ଛନକା ପଶିଛି । କରୋନା ପରି ଏ ରୋଗ ଜୀବନଧାରାକୁ ପୁଟି ଅଟକାଇ ଦେବନି ତ ?   ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ । ଲଙ୍ଗସରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ…

ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଚେନ୍ନାଇ: ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା କାରଣରୁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଥିଲା । ରାଜ୍ୟ PWD ବିଭାଗ ରାସ୍ତା…

ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ : ପ୍ରଥମ ପର୍ଯ୍ୟାୟରେ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ। ଆଜି ସକାଳ ୧୦ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ। ୪ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ହମାସ ୧୩ଜଣ  ପଣବନ୍ଦୀଙ୍କୁ ମୁକ୍ତ କରିବ  । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତି କରିବାକୁ…

‘ଓଡ଼ିଶା ସମ୍ବାଦ’ର ଖବରକୁ ନିଜ ସାଇଟରେ କପି କରି ଛାପୁଛି ଉତ୍କଳ ମେଲ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶାରେ ମାଳ ମାଳ ଗଣମାଧ୍ୟମ । ସାମ୍ବାଦିକ ବୋଲି ପରିଚୟ ଦେବାକୁ ଅନେକ ଆଗ୍ରହୀ। କିନ୍ତୁ ସଂସ୍ଥା ଚଳାଇବାକୁ ଯାଇ ପରର ସମ୍ବଳ ଉପରେ ଆଖି ପକାଇବା ନିହାତି ନିନ୍ଦନୀୟ। ଏହି ପରିପ୍ରେକ୍ଷୀରେ ଆମ ନଜରକୁ ଆସିଛି ଉତ୍କଳ ମେଲ (https://utkalmailtv.com/odia/) ନାମକ ଏକ ଓ୍ବେବ୍…

ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର

ନୂଆଦିଲ୍ଲୀ: ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ମଧ୍ୟ ହୋଇପାରିବେ ଡାକ୍ତର। ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଡାକ୍ତର ହେବା ପାଇଁ ଯୋଗ୍ୟ ହୋଇପାରିବେ। ଏନେଇ ଏନଏମସି (NMC) ଲାଗୁ କରିବାକୁ ଯାଉଛି ନୂଆ ନିୟମ। ଯେଉଁ ଛାତ୍ରଛାତ୍ରୀ…

କେବିସି-୧୫: ଏକ କୋଟି ଟଙ୍କା ମୂଲ୍ୟ ପ୍ରଶ୍ନର ଭୁଲ ଉତ୍ତର ଦେଲେ ଗୁଗୁଲ ବଏ

ମୁମ୍ବାଇ: ବର୍ତ୍ତମାନ 'କୌନ ବନେଗା କରୋଡପତି'ର ୧୫ ତମ ଏପିସୋଡ ଚାଲିଛି । ଏହି ଏପିସୋଡ ଟି ବେଶ ଲୋକପ୍ରିୟତା ଲାଭ କରିଛି । ବେଶ ଉନ୍ନତ ପ୍ରତିଯୋଗୀମାନେ ଏହି ଏପିସୋଡରେ କ୍ରମାଗତ ଭାବରେ ଅଂଶଗ୍ରହଣ କରୁଛନ୍ତି । ଚଳିତବର୍ଷ ମଧ୍ୟ ଏକ ଜୁନିଅର ରାଉଣ୍ଡ ଅଛି ଯେଉଁଥିରେ ପିଲାମାନେ ଅଂଶଗ୍ରହଣ…

ମାତ୍ର ୩୫୦ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା ! ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ମାତ୍ର ୩୫୦ ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା  । ଏମିତି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ୱେଲକମ ଅଞ୍ଚଳରେ ।  ସୂଚନା ଅନୁସାରେ ଭତକାଲି ରାତିରେ ଓ୍ବେଲକମ୍ ଅଞ୍ଚଳର ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ କୌଣସି କାମ ପାଇଁ ୩୫୦ ଟଙ୍କା ମାଗିଥିଲା  ।…

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଥମ ମହିଳ ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବି ଆଉ ନାହାନ୍ତି । ଗୁରୁବାର କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ…

ଦ୍ୱିତୀୟ ଦିନରେ ରଜୌରୀ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର ଆତଙ୍କବାଦୀ ନିପାତ

ଶ୍ରୀନଗର: ଦ୍ବିତୀୟ ଦିନରେ ପହଞ୍ଚିଛି କାଶ୍ମୀର ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର । ସେନା ଗୁଳିରେ ଜଣେ ଆହଙ୍କୀ ନିପାତ । ନିହତ ଆତଙ୍କୀ ହେଉଛି ପାକିସ୍ତାନର ନାଗରିକ ତଥା ଜଣେ ହାର୍ଡକୋର ଆତଙ୍କବାଦୀ । ସେ ପାକିସ୍ତାନ ଓ ଆଫଗାନିସ୍ତାନରେ ତାଲିମ…