Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ଚାରି ଛାତ୍ରଛାତ୍ରୀ ମୃତ,୪୬ ଆହତ

କୋଚି: କୋଚି ବିଶ୍ୱ ବିଦ୍ୟାଳୟରେ ଦଳାଚକଟା ଘଟି ଚାରି ଜଣଙ୍କ ମୃତ୍ୟୁ ହୋଇଛି । କାଲାମାସେରି କ୍ୟାମ୍ପସରେ ଏକ ଇଭେଣ୍ଟ ଚାଲିଥିବା ସମୟରେ ଏହି ଦଳାଚକଟା ହୋଇଥିଲା । ଫଳରେ କୋଚି ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଚାରି ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଆଉ ୪୮ ଜଣ ଆହତ…

ପ୍ରଶ୍ନ ପାଇଁ ଟଙ୍କା: ଟିଏମସି ସାଂସଦଙ୍କ ବିରୋଧରେ ସିବିଆଇ ଆରମ୍ଭ କଲା ତଦନ୍ତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ବର୍ତ୍ତମାନ ସିବିଆଇ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ। ଶନିବାର ସିବିଆଇ ଲୋକସଭା ସଦସ୍ୟଙ୍କ ବିରୋଧରେ ତଦନ୍ତ ପାଇଁ ଲୋକପାଲଙ୍କଠାରୁ ନିର୍ଦ୍ଦେଶ ପାଇଛି ଏବଂ ଏହା ପରେ…

ଡାଇନୋସରଙ୍କ ଅସ୍ତିତ୍ୱ ନେଇ ଚାଂଚଲ୍ୟକର ଖୁଲାସା କଲେ ବୈଜ୍ଞାନିକ

ୱାଶିଂଟନ: ଏକ ନୂତନ ଅଧ୍ୟନରେ ଜଣାପଡିଛି ଯେ, ଡାଇନୋସରଙ୍କ ଅସ୍ତିତ୍ୱ ଏବେ ବି ରହିଛି । ଅବଶ୍ୟ ଏହା ପୃଥିବୀରେ ନୁହେଁ ଅନ୍ୟ ଗ୍ରହରେ ଥିବା ନେଇ ସେମାନେ ସମ୍ଭାବନା ବ୍ୟକ୍ତ କରିଛନ୍ତି । ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଜର୍ଣ୍ଣାଲରେ ଏ ସମ୍ପର୍କରେ ଲେଖା ପ୍ରକାଶ ପାଇଛି । ପୃଥିବୀଠାରୁ ଦୂର…

କରାଚି ସପିଂ ମଲ୍ ରେ ଅଗ୍ନିକାଣ୍ଡ, ୧୧ ମୃତ, ଅନେକ ଆହତ

କରାଚି: ପାକିସ୍ତାନ କରାଚିର ରସିଦ ମିନହସ ରୋଡରେ ଥିବା ଏକ ବହୁ ମହଲା ବିଶିଷ୍ଟ ସପିଂ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୨ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

ଏଣିକି ରାଜନୀତିରେ ଚାଲିବ ଓଲଟା ଖେଳ…ବିଜେପିକୁ ଖୋଲା ଚାଲେଞ୍ଜ ଦେଲେ ଦିଦି

କୋଲକାତା: ରାଜନୀତିରେ ଏଣିକି ଚାଲିବ ଓଲଟା ଖେଳ । ଯେମିତି କରିବ ସେମିତି ପାଇବ । ଏଣିକି କେବଳ ଜେସାକୁ ତେସା ନୀତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏମିତି ଧମକ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ବଙ୍ଗଳା ପୋଲିସ ବି ବିଜେପି ନେତାଙ୍କ ସହ ସେମିତି ବ୍ୟବହାର କରବ…

ପୁଅର ପ୍ରେମିକାର କେଶକୁ କଇଁଚିରେ କାଟି ଉଲଗ୍ନ କରାଇଲେ ମହିଳା ସରପଞ୍ଚ!

ଅହମଦାବାଦ: ପୁଅର ବାନ୍ଧବୀକୁ ମା'ର ଆକ୍ରମଣ। ଗୁଜରାଟର ତପି ଜିଲ୍ଲାରେ ଜଣେ ମହିଳା ସରପଞ୍ଚଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ସେ ତାଙ୍କର ପୁଅର ବନ୍ଧୁଙ୍କୁ ମାଡ଼ ମାରିବା ଓ ଉଲଗ୍ନ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଫଆଇଆରରେ…

ଆଜି ‘ନୋ ନନ୍ ଭେଜ ଡେ’, ଜାଣନ୍ତୁ କେଉଁଠି ହେଉଛି ପାଳନ ଓ ଏହାର ପଛର କାରଣ

ଉତ୍ତରପ୍ରଦେଶ: ଆଜି ‘ନୋ ନନ୍ ଭେଜ ଡେ’ । ଉତ୍ତରପ୍ରଦେଶ ସରକାର ଆଜି ସମଗ୍ର ରାଜ୍ୟରେ ନୋ ନନ୍ ଭେଜ ଡେ ପାଳନ କରିବାକୁ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଆସୁଥିବ ଯେ କ’ଣ ଏହି ନୋ ନନ୍ ଭେଜ ଡେ । କାହିଁକି ସରକାର ଏପରି ନିଷ୍ପତି ନେଲେ । ତେବେ ଆଜି ହେଉଛି ‘ସାଧୁ…

ଫାଇଟର ଜେଟ ‘ତେଜସ’ ଉଡାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତେଜସ ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କର ବେଙ୍ଗାଲୁରସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ) ଗସ୍ତ ଅବସରରେ ଲଢୁଆ ବିମାନ ତେଜସର ଉଡାଣ ଭରିଥିଲେ । ଏହାକୁ ତାଙ୍କର ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ  ଲେଖିଛନ୍ତି, ‘ଆଜି…

ଉତ୍ତରକାଶୀ ଟନେଲ ରେସକ୍ୟୁ: ଶେଷ ପର୍ଯ୍ୟାୟରେ ଅଟକିଲା ମେସିନ, ହାତରେ ଖୋଳିବା ପାଇଁ ଯୋଜନା

ଉତ୍ତରକାଶୀ:ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଯୋଗୁ ଅପରେଶନ ଅନ୍ତିମ ରୂପ ନେଇ ପାରୁନି । ଆଶା କରାଯାଉଥିଲା ଶୁକ୍ରବାର ସୁଦ୍ଧା ଶ୍ରମିକଙ୍କୁ ବାହାରକୁ ଅଣା ଯାଇପାରିବ । ହେଲେ ପୁଣି…

ଦୁବାଇ ନେବାକୁ ମନା କରିବାରୁ ସ୍ବାମୀ ମୁହଁକୁ ସ୍ତ୍ରୀ ମାରିଲା ମୁଥ.. ଚାଲିଗଲା ଜୀବନ

ମୁମ୍ବାଇ: ପୁନେରେ ରହୁଥିବା ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ଜନ୍ମଦିନ ପାଳନ ପାଇଁ ଦୁବାଇ ନେବାକୁ ମନା କରିବାରୁ ତାଙ୍କ ପତ୍ନୀ ତାଙ୍କ ମୁହଁରେ ମୁଥ ମାରିଥିଲେ। ନିଖିଲ ଖାନ୍ନା ନାମକ ଏହି ବ୍ୟକ୍ତି ଜଣକ କନଷ୍ଟ୍ରକସନ ବ୍ୟବସାୟ କରୁଥିଲେ। ଦୀର୍ଘ ୬ ବର୍ଷ ହେବ…