Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସୈନ୍ୟ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଗତ ଶନିବାର ଆକସ୍ମିକ ଆକ୍ରମଣ କରିଥିଲା । ପରେ ଇସ୍ରାଏଲ ତାର ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଅର୍ଥାତ ଯେଉଁ ସୈନ୍ୟମାନେ ଛୁଟିରେ ଘରକୁ ଯାଇଥିଲେ ସେମାନଙ୍କୁ…

ଯୁବତୀଙ୍କୁ ସିଗାରେଟ ଟାଣୁଥିବା ଦେଖି କାଫେରେ ନିଆଁ ଲଗାଇ ଦେଲେ ୭୦ ବର୍ଷୀୟ ବୃଦ୍ଧ

ଇନ୍ଦୋର: ଏଠାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ରିପୋର୍ଟ ମୁତାବକ ଏକ କାଫେରେ ଜଣେ ଯୁବତୀଙ୍କୁ ସିଗାରେଟ ଟାଣୁଥିବା ଦେଖି ୭୦ ବର୍ଷୀୟ ବୃଦ୍ଧ ରାଗି ଯାଇଥିଲେ । ସେ ରାତିରେ କାଫେରେ ନିଆଁ ଲଗାଇ ଦେଇଥିଲେ । ସିସିଟିଭି ଫୁଟେଜରେ ଏହା ଜଣା…

ଏମପିରେ ଆପ ନିର୍ବାଚନ ଲଢୁଛି, କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛି !

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହୁଏ। ତେଣୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ବିଜେପିକୁ…

ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ,ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ବିଜେପି ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ଆଉ କିଛି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା…

‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ‘ମେରା ଯୁବା ଭାରତ’(ମାଇ ଭାରତ) ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି। ଯୁବ ବିକାଶ ଏବଂ ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ବୈଷୟିକ ଜ୍ଞାନକୌଶଳ ଦ୍ୱାରା…

JPNIC ଗେଟରେ ତାଲା ପକାଇଲା LDA; ଗେଟ ଡେଇଁ ଭିତରେ ପଶିଲେ ଅଖିଳେଶ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ବୁଧବାର ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀରେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲକ୍ଷ୍ନୌର ଜେପିଏନଆଇସିରେ ପହଞ୍ଚିଥିଲେ। ଅଖିଳେଶ ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ ଅଟକାଇବାରୁ ଅଖିଳେଶ ରାଗିଯାଇ ଫାଟକ ଉପରେ ଚଢ଼ି…

ଏମପିରେ ଭାଇ-ଭଉଣୀ ବଦଳାଇବେ ରାଜନୈତିକ ଦୃଶ୍ୟପଟ୍ଟ, ଦଳକୁ ନୂତନ ଗୁରୁମନ୍ତ୍ର ଦେବେ ରାହୁଲ ଓ ପ୍ରିୟଙ୍କା

ଭୋପାଳ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଭାଇ-ଭଉଣୀଙ୍କ ଯୋଡି ରାଜନୈତିକ ଦୃଶ୍ୟପଟ୍ଟ ବଦଳାଇବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନାନୁସାରେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିନ୍ଧ୍ୟ ଏବଂ…

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ଟ୍ରକ-କାର୍ ମୁହାଁମୁହିଁ ଧକ୍କା, ୬ ମୃତ

ରାଜସ୍ଥାନ: ହରିୟାଣାର ଭବାନୀ-ବାହାଲ ରାସ୍ତାର ସେରଲା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକକୁ କାର୍ ଧକ୍କା ଦେଇଛି  । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।  ସୂଚନା ମୂତାବକ  ଗତକାଲି ବିଳମ୍ବିତ ରାତିରେ  ଏକ କାରରେ ୬ଜଣ ଯୁବକ ସେରଲା ଗାଁରୁ ଆସୁଥିଲେ ।  କାରଟି ଅତି…

ପିଏଫ୍‌ଆଇ ବିରୋଧରେ ଏନଆଇଏର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀ, ୟୁପି ସମେତ ୬ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ, ୟୁପି ସମେତ ଦେଶର ୬ଟି ରାଜ୍ୟରେ ଏନଆଇଏର ଚଢାଉ ଜାରି ରହିଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସିର ଏହି ଚଢ଼ାଉ ଲୋକପ୍ରିୟ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଆଧାରରେ ଚାଲିଛି। ଉତ୍ତରପ୍ରଦେଶ ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ଅନେକ ସ୍ଥାନରେ ଏନଆଇଏ…

ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀକୁ ଗୁଳି କରି ହତ୍ୟା:ପଠାନକୋର୍ଟ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ଇସଲାମବାଦ:ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ସାହିଦ ଲତିଫକୁ ଗୁଳି କରି ହତ୍ୟା । ସାହିଦ ପଠାନକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା ।  ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ଏନଆଇଏ ସାହିଦ ବିରୋଧରେ ମାମଲା କରିଥିଲା । ସାହିଦ…