Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଲିସ ପଛରେ କୁକୁର ଲଗାଇ ଦେଉଛନ୍ତି ଡ୍ରଗ୍ସ ମାଫିଆ

କୋଟ୍ଟାୟମ: ଡ୍ରଗ ମାଫିଆମାନେ ପୋଲିସ ହାତରୁ ବର୍ତିବା ପାଇଁ ଅନେକ ପ୍ରକାରର ଯୋଜନା କରିଥାନ୍ତି । କେରଳରେ ଏବେ ସେମାନଙ୍କ ନୂଆ କୌଶଳ ପଦାରେ ପଡିଛି । ଡ୍ରଗ୍ସ ମାଫିଆମାନେ ସମ୍ପୃକ୍ତ ଅଂଚଳରେ ପୋଲିସ ପ୍ରବେଶ କଲେ ତାଙ୍କୁ ରୋକିବା ଏବଂ ନିଜେ ସତର୍କ ହେବା ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ…

ସୁଧ ଟଙ୍କା ଦେଇ ପାରିଲେନି ବୋଲି ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ, ପରିସ୍ରା ପିଆଇଲେ

ପାଟଣା: ମଣିଷପଣିଆକୁ ଲଜ୍ଜା । ସାମାନ୍ୟ ଟଙ୍କା କେତେଟା ପାଇଁ ମଣିଷ ଏତେ ତଳୁ ଖସି ଯାଇପାରେ ! ଏତେ ନିର୍ଦ୍ଦୟ ଏବଂ ନୃଶଂସ ପାଲଟିଯାଏ ! ବେଶୀ ନୁହେଁ, ମାତ୍ର ୧୫୦୦ ଟଙ୍କା ପାଇଁ ବିହାରରେ ଦେଖିବାକୁ ମିଳିଛି ବର୍ବର କାଣ୍ଡ । ୧୫୦୦ ଟଙ୍କାର ଅତିରିକ୍ତ ସୁଧ ଦେଇ ନ ପାରିବାରୁ ଜଣେ ମହିଳାଙ୍କୁ…

ଡିଜିଜ ‘ଏକ୍ସ’ କରୋନଠାରୁ ବି ଭୟଙ୍କର ମହାମାରୀ: ‘ହୁ’ ଦେଲା ଚେତାବନୀ

 ନୂଆଦିଲ୍ଲୀ: ଯିଏ କରୋନାକୁ ସାମ୍ନା କରିଛି ସେ ଜାଣିଛି ତାର ଭୟବହତା । ସେ ଦିନ..ସେ ଘଟଣା ମନେ ପଡିଗଲେ ଏବେ ଥରିଯାଏ ଦେହ । ସେ ଉଜୁଡ଼ା ପରିବାରକୁ ଦେଖିଲେ ଆଖିରେ ଭରିଯାଏ ଲୁହ । ଗୋଟିଏ ଦୁଃଖ ମନରୁ ନ ଲିଭୁଣୁ ପୁଣି ଡରାଇଲାଣି ଆଉ ଏକ ରୋଗ ‘ଏକ୍ସ’ । ବିଶେଷଜ୍ଞମାନେ ପୁଣି ଏକ ନୂଆ…

ଆସନ୍ତାକାଲି ଅନୁଷ୍ଠିତ ହେବ ରୋଜଗାର ମେଳା, ୫୧,୦୦୦ କର୍ମଚାରୀଙ୍କୁ ମିଳିବ ନିଯୁକ୍ତିପତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି ଅନୁଷ୍ଠିତ ହେବ ରୋଜଗାର ମେଳା । ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୫୧,୦୦୦ କର୍ମଚାରୀମାନଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ ।…

ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ମହାରାଷ୍ଟ୍ର: ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିକି ଯାଉଥିବାବେଳେ ପଛରୁ ପିଟିଲା ଦୃତ ଗତିରେ ଆସୁଥିବା ଏକ କାର । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ୨ ଗୁରୁତରଙ୍କୁ ମେଡିକାଲରେ…

ଦେଶରେ ପ୍ରଥମ: ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଲେ ଦିବ୍ୟାଙ୍ଗ ସାରା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ଓକିଲ ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଯେତେବେଳେ ଭର୍ଚୁଆଲ ଶୁଣାଣି ସମୟରେ ସେହି ଓକିଲଙ୍କ ଅନୁବାଦକଙ୍କୁ ଅନସ୍କ୍ରିନ୍ ସ୍ଥାନ ଦେବାକୁ…

ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ

ନୂଆଦିଲ୍ଲୀ: ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ । ଖାଲି ଖଲିସ୍ତାନ ନୁହେଁ, ଉର୍ଦ୍ଦୁସ୍ଥାନ ବି ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା । ଭାରତୀୟ ସୁରକ୍ଷା ଏଜେନ୍ସି ଖଲିସ୍ଥାନ ଆତଙ୍କୀଙ୍କର ନୂଆ ଡୋଜିୟର ପ୍ରସ୍ତୁତ କରିଛି । ଏଥିରେ ଅନେକ ଆତଙ୍କୀଙ୍କର ନାଁ ରହିଛି…

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ ଆଉ ନାହିଁ ଚିନ୍ତା, ଦେଶରେ ଆରମ୍ଭ ହେଲା ହାଇଡ୍ରୋଜେନ ଚାଳିତ ବସ ସେବା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଆରମ୍ଭ ହୋଇଛି ହାଇଡ୍ରୋଜେନ ଚାଳିତ ବସ୍ ସେବା । ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ପାଇଁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ…

ଭୁଷୁଡି ପଡିଲା ପୋଲ, ୧୦ରୁ ଉର୍ଦ୍ଧ୍ଵ ମୃତ୍ୟୁ ଆଶଙ୍କା

ଗାନ୍ଧିନଗର: ଭୁଶୁଡିଲା ଓଭର ବ୍ରିଜ । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଆଶଙ୍କା । ଗୁଜୁରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଏକ ଓଭର ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ବ୍ରିଜ ଉପରେ ଥିବା ସମସ୍ତ ଯାତ୍ରୀ ନଦୀକୁ ପଡିଯାଇଥିଲେ । ତେବେ କିଛି ଲୋକଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ…

ବିବାଦ ଭିତରେ କାନାଡା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ-କହିଲେ, ଭାରତ ସହ ସମ୍ପର୍କ ଆମ ପାଇଁ ଖୁବ ମହତ୍ୱ ରଖେ

ନୂଆଦିଲ୍ଲୀ: ଭାରତ-କାନାଡା ରିସ୍ତାରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବ୍ଲେୟର ଭାରତ ସହ କାନାଡାର ସମ୍ପର୍କକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣୁ ଭାରତ ସହ ଆମର ସମ୍ପର୍କ…