Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିର ୨୦୨୪ ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ରାମ ମନ୍ଦିର ପ୍ରତିଷ୍ଠା!

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବିଜେପିର ୨୦୨୪ ଲୋକସଭା ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିଜ ନିଜ ଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାମ ମନ୍ଦିରର ନିର୍ମାଣ ସୋମନାଥ ମନ୍ଦିରର…

ଇଣ୍ଡିଆକୁ ଭାରତ ବୋଲି ଲେଖିବା ପ୍ରସଙ୍ଗରେ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇନି: ଏନସିଇଆରଟି

ନୂଆଦିଲ୍ଲୀ: ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ନୂଆ ପାଠ୍ୟପୁସ୍ତକରେ 'ଇଣ୍ଡିଆ' ବଦଳରେ 'ଭାରତ' ବ୍ୟବହାର କରିବାକୁ ସୁପାରିସ କରିଛି। କମିଟି ସ୍କୁଲ ପାଠ୍ୟକ୍ରମରେ ହିନ୍ଦୁ ଯୋଦ୍ଧାଙ୍କ…

ଶିଶୁ ଯୌନ ଶୋଷଣ ବିଷୟବସ୍ତୁ ହଟାଇବାରେ ବିଫଳ ହେଲେ ସୋଶିଆଲ ମିଡିଆ କମ୍ପାନୀ ନିଜର ପ୍ରତିରକ୍ଷା ହରାଇପାରନ୍ତି

ନୂଆଦିଲ୍ଲୀ: ଭାରତ ସରକାର ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଶିଶୁ ଯୌନ ଶୋଷଣ ସାମଗ୍ରୀ, ଭୁଲ୍ ସୂଚନା ଏବଂ ଧାର୍ମିକ ଉତ୍ତେଜନା ଭଳି କ୍ଷତିକାରକ ବିଷୟବସ୍ତୁକୁ ହଟାଇବାରେ ବିଫଳ ହୁଅନ୍ତି, ତେବେ ସେମାନେ ଆଇଟି ଆକ୍ଟରେ ନିଜର…

ଶୋଇଥିବା ଅବସ୍ଥାରେ ରାବଣକୁ କରାଗଲା ଦହନ, କାରଣ କଣ ଜାଣନ୍ତୁ

ବିହାର: ସାରା ଦେଶରେ ଗତକାଲି ଧୁମଧାମରେ ବିଜୟାଦଶମୀ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମା’ଙ୍କୁ ସିନ୍ଦୂର ଲାଗି ପରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୟାଦଶମୀ ଦିନ ବିହାରର ସୁପେଲରେ…

ଜାନୁଆରୀ ୨୨ରେ ରାମମନ୍ଦିର ଉଦଘାଟନ କରିବେ ମୋଦି

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ…

ଆଗ୍ରା ପାତାଲକୋଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ବୁଧବାର ଏକ ବଡ ଅଘଟଣ ଘଟିଛି । ଆଗ୍ରା ଝାନ୍ସୀ ରେଲୱେ ଟ୍ରାକ ସ୍ଥିତ ଭାଣ୍ଡଇ ରେଳ ଷ୍ଟେସନ ନିକଟରେ ପାତାଲକୋଟ ଏକ୍ସପ୍ରେସରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏହାର ୨ଟି ବଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା…

ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ ବେଳେ ୨ ହମାସ ଆତଙ୍କବାଦୀ ନିହତ

ତେଲ ଅଭୀବ: ହମାସ ଓ ଇସ୍ରାଏଲ ମଧ୍ୟରେ ଥମିବାର ନାଁ ଧରୁନି ଯୁଦ୍ଧ । ଇସ୍ରାଏଲ ଆକ୍ରମଣରେ ସମ୍ପୁର୍ଣ୍ଣ ଧ୍ୱଂସ ହୋଇଥିଲେ ହେଁ ହାମାସ ଆତଙ୍କବାଦୀଙ୍କ ମନୋବଳ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ । ଏହି ସମୟରେ ହାମାସ ଆତଙ୍କବାଦୀମାନେ ସମୁଦ୍ର ଦେଇ ଇସ୍ରାଏଲରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର…

ତାମିଲନାଡୁ ରାଜଭବନ ମୁଖ୍ୟ ଫାଟକ ସାମ୍ନାରେ ପେଟ୍ରୋଲ ବୋମାମାଡ, ଅଭିଯୁକ୍ତ ଗିରଫ

ଚେନ୍ନାଇ: ବୁଧବାର ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ରାଜ୍ୟପାଳ ଆର.ଏନ୍ ରବିଙ୍କ ବାସଭବନର ମୁଖ୍ୟ ଫାଟକ ନିକଟରେ ପେଟ୍ରୋଲ ବୋମା ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ରାଜ ଭବନରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଅଭିଯୁକ୍ତ…

ରାହୁଲଙ୍କ ଅପେକ୍ଷା ଅଧିକ ପସନ୍ଦ ପ୍ରିୟଙ୍କା ଗାନ୍ଧୀ !

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ…

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି:ସାର ଉପରେ ଜାରି ରହିବ ସବସିଡି, ବଢିବନି ୟୁରିଆ ଦର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ…