Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନରମୁଛି କି ହମାସ ! ୨ ଆମେରିକୀୟ ବନ୍ଧକଙ୍କୁ ଛାଡିଲା, ଅନ୍ୟମାନଙ୍କୁ ବି ଛାଡି ଦେବ ବୋଲି ଦେଲା ସୂଚନା

ନୂଆଦିଲ୍ଲୀ: ନରମୁଛି କି ହମାସ ? ବଦଳୁଛି କି ମନୋଭାବ ? ଇତିମଧ୍ୟରେ ବିତିଗଲାଣି ୧୪ ଦିନ । ହଠାତ ଗତକାଲି ବିଳମ୍ବିତ ରାତିରେ ଆମେରିକାର ୨ ବନ୍ଧକଙ୍କୁ ହମାସ ଛାଡିବା ପରେ ଏମିତି କିଛି ପ୍ରଶ୍ନ ଉଠିଛି। ହମାସ ଆତଙ୍କୀ  ଇସ୍ରାଏଲ ସମେତ ଅନେକ ଦେଶର ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛନ୍ତି ।…

ପାଇଖାନା ଟାଙ୍କି ସଫାବେଳେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ସରକାର ଦେବେ ୩୦ ଲକ୍ଷ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ପାଇଖାନା ଟାଙ୍କି ବା ନର୍ଦ୍ଦମା ସଫା କଲାବେଳେ ଅଣନିଃଶ୍ୱାସୀ ହୋଇ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ନଜିର ରହିଛି । ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ । ଏ ନେଇ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପାଇଖାନା…

ଇସ୍ରୋର ଆଉ ଏକ କୀର୍ତ୍ତିମାନ: ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ ସଫଳ, ସମୁଦ୍ରରେ ଲାଣ୍ଡିଂ କଲା କ୍ରୁ କ୍ୟାପ୍ସୁଲ

ନୂଆଦିଲ୍ଲୀ: ସବୁ ବାଧାବିଘ୍ନ ସତ୍ତ୍ୱେ ସଫଳ ହେଲା ଭାରତର ଗଗନାୟନ ମିଶନ। ଇସ୍ରୋ ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ କ୍ରୁ ମଡ୍ୟୁଲର  ସଫଳତାର ସହ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି । ପ୍ରଥମେ ଇ୍ରସୋ ସକାଳ ୮ଟା ୪୫ରେ ଏହାର ଟ୍ରାଏଲ କରିଥିଲା । ହେଲେ ପରୀକ୍ଷଣ ୫ ସେକେଣ୍ଡ ପୂର୍ବରୁ…

କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ । ବୈଷୟିକ କାରଣରୁ ଉତକ୍ଷେପଣର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ କିଛି ସମୟ ପାଇଁ ସ୍ଥଗିତ ରଖିଲା ଇସ୍ରୋ । ପୂର୍ବରୁ ପାଣିପାଗ ଅନୁକୂଳ ନଥିବାରୁ ଉତକ୍ଷେପଣରେ ବିଳମ୍ବ ହୋଇଥିଲା । ଏବଂ ତା'ପରେ ବୈଷୟିକ କାରଣରୁ…

ପ୍ରଦୂଷଣ ରୋକିବାକ ପ୍ରୟାସ, ଚଳିତବର୍ଷ ବି ଦିଲ୍ଲୀରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ । ଦେଶର ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦିଲ୍ଲୀ ସରକାରଙ୍କ ଜାରି ରହିଛି ପ୍ରୟାସ । ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି…

୪୦ ସେକେଣ୍ଡରେ ରୋକିହେବ ଆତ୍ମହତ୍ୟା: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ବରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଯେଉଁଥିପାଇଁ ପ୍ରତିବର୍ଷ କେବଳ ଆତ୍ମହତ୍ୟା ଯୋଗୁଁ ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଆତ୍ମହତ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏହା ମୃତ୍ୟୁର ଦ୍ୱିତୀୟ ବୃହତ୍ତମ କାରଣ ଭାବରେ ଉଭା ହେଉଛି ।…

ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି : ଆରବିଆଇ

ନୂଆଦିଲ୍ଲୀ: ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଖୁବ ଶୀଘ୍ର ଏହି ନୋଟଗୁଡିକ ଫେରି ଆସିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ଏ ପର୍ଯ୍ୟନ୍ତ ୮୭ ପ୍ରତିଶତ ୨୦୦୦ ନୋଟ ବ୍ୟାଙ୍କ ଜମା ରୂପେ…

ସୁମୋ ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା

ଜାପାନ: ସାଧାରଣତଃ ଜାପାନର ସୁମୋ ଯୋଦ୍ଧାମାନେ ପୃଥୁଳକାୟ ହୋଇଥାନ୍ତି । ସେମାନଙ୍କର ଏହି ପୃଥୁଳକାୟ ଶରୀରକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହି ଶରୀର ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଦଳେ ସୁମୋ ଯୋଦ୍ଧାଙ୍କୁ ଦୁଇଟି ବୋଇଂ-୭୩୭ ବିମାନରେ ବହନ କରିବା ସମ୍ଭବ ନ…

ବିଜେପିକୁ ଭୋଟ ଦେବା ପାଇଁ ମୋଦି ଲେଖିଲେ ଚିଠି, କଂଗ୍ରେସ କହିଲା ହାରିବା ଭୟ ଘାରିଛି !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ରାଜନୈତିକ ବାତାବରଣ ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମପିରେ ଟିକେଟ ବଣ୍ଟନକୁ ନେଇ ବିଜେପିରେ ବିଦ୍ରୋହ ଚାଲିଥିବା ବେଳେ ଏବେ କଂଗ୍ରେସ ୨୩୦ ସିଟ ମଧ୍ୟରୁ ୨୨୯ ସିଟ ପାଇଁ ପ୍ରାର୍ଥୀ ଘୋଷଣା…

ଅଯୋଧ୍ୟାରୁ ବାହାରିଲା ‘ରାମ ଜ୍ୟାତି’, ରାଜସ୍ଥାନର ୫୧ ହଜାର ମନ୍ଦିରରେ ହେବ ପ୍ରଜ୍ବଳିତ

ଲକ୍ଷ୍ନୌ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ 'ରାମ ଜ୍ୟାତି' ଦେଶର ପ୍ରତ୍ୟେକ ଘରେ ପହଞ୍ଚିବ। ଏନେଇ ଆଜି ଅଯୋଧ୍ୟାରୁ 'ରାମ ଜ୍ୟାତି' ରାଜସ୍ଥାନ ପାଇଁ ବାହାରିଛି । ଏହି ଜ୍ୟୋତିକୁ ରାଜସ୍ଥାନର ୫୧ ହଜାର ମନ୍ଦିରରେ ପ୍ରଜ୍ବଳିତ କରାଯିବା ସହ ଦେଶର ପ୍ରତ୍ୟେକ ଘରେ…