Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରିୟଙ୍କାଙ୍କ ଆଟାକ, ଗେହଲୋଟଙ୍କ ଚାଲ, ରାଜସ୍ଥାନରେ କଂଗ୍ରେସ ଖେଳୁଛି ମାଇଣ୍ଡଗେମ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉଭୟ ଶାସକ କଂଗ୍ରେସ ଓ ବିଜେପି ପାଇଁ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜସ୍ଥାନ। ଏଭଳି ସ୍ଥିତିରେ ବିଜେପିର ଦଳୀୟ କନ୍ଦଳ ଓ ବିଦ୍ରୋହର ଫାଇଦା ନେବାକୁ କଂଗ୍ରେସ ବଡ଼ ଯୋଜନା କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି। ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଏହି ଅଭିଯାନର ଏକ ଅଂଶ । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ସାଥୀଙ୍କ ନିକଟରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା

ରୋମ: ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲାନୀ ତାଙ୍କ ପତ୍ରକାର ସାଥୀ ଆଣ୍ଡ୍ର‌୍ୟୁ ଜିିଓମ୍ବ୍ରୁନୋଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ଫଳରେ ୧୦ ବର୍ଷର ସମ୍ପର୍କ ଏବେ ଚ୍ଛିନ୍ନ ହୋଇଛି । ୪୬ ବର୍ଷୀୟର ମେଲାନୀ କିଛି ଦିନ ତଳେ ଅବଶ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଆମ ରାସ୍ତା…

ଦେଶକୁ ମିଳିଲା ପ୍ରଥମ ରାପିଡ ଟ୍ରେନ ‘ନମୋ ଭାରତ’; ଗାଜିଆବାଦରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଡ ଟ୍ରେନ ‘ନମୋ ଭାରତ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜିଆବାଦର ବସୁନ୍ଧରା ସେକ୍ଟର-୮ରେ ନମୋ ଭାରତକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ଆସନ୍ତା କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ରାପିଡ ଟ୍ରେନ ସେବା ଆରମ୍ଭ କରାଯିବ । ପ୍ରଥମ…

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ହେଲା ଶୁଭାରମ୍ଭ, ଭିଡିଓ କନଫରେନ୍ସିଂ ଜରିଆରେ…

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି । ଗ୍ରାମୀଣ ଯୁବକମାନଙ୍କୁ…

ବନ୍ଧୁକ ମୁନରେ ସତ୍ୟପାଠ ଉପରେ ଦସ୍ତଖତ କରାଯାଇଛି-ହୀରାନନ୍ଦାନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ମହୁଆ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା ଏବେ ବିବାଦୀୟ ମୋଡ ନେଇଛି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠରେ ମହୁଆ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଅଦାନୀଙ୍କୁ ଅସ୍ତ୍ର କରିଥିଲେ । ସଂସଦରେ ପ୍ରଶ୍ନ…

ପାଲେଷ୍ଟାଇନ ବାସୀଙ୍କ ପାଇଁ ମାନବିକ ସହାୟତା ପଠାଇବା ଜାରିରଖିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଭାରତ ଏବଂ ଏହି ଅଞ୍ଚଳ…

ଚଳିତ ବର୍ଷ କୋଇଲା ପ୍ରେରଣ ସର୍ବମୋଟ୍ ଏକ ଶହ କୋଟି ଟନ୍ ହେବାର ଆଶା କରାଯାଉଛି : କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ, ଗ୍ରାହକଙ୍କୁ ୧୦୧୨  ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ  ଏବଂ ପଠାଇବା ପାଇଁ ଲକ୍ଷ୍ୟସ୍ଥିର କରିଛି କୋଇଲା ମନ୍ତ୍ରଣାଳୟ । ୧୭ ଅକ୍ଟୋବର୨୦୨୩ ସୁଦ୍ଧା ୫୦୦ ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି ମନ୍ତ୍ରଣାଳୟ । ଯାହା ଚଳିତ ବର୍ଷର ରେକର୍ଡ ଉଚ୍ଚ…

୩୦ ଫୁଟ ତଳକୁ କୁନି ପୁଅ ସହ ଖସି ପଡିଲେ ଗର୍ଭବତୀ: ସାରା ରାତି ମା’ର ଶବକୁ ଧରି କାନ୍ଦୁଥିଲା ପୁ୍ଅ

ମୁମ୍ବାଇ:ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ଗର୍ଭବତୀ ମହିଳାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ମହିଳାଜଣକ ନିଜର ଚାରି ବର୍ଷର ପୁଅକୁ ଧରି ବାମନୀ-ରାଜୁରା ମାର୍ଗସ୍ଥିତ ବର୍ଦ୍ଧା ନଦୀ ପୋଲ ଉପରେ ଯାଉଥିଲେ । ଏହି ସମୟରେ ସ୍କୁଟି ନିୟନ୍ତ୍ରଣ ହରାଇଥିଲା ।…

ଭାରତ-କାନାଡା ବିବାଦ: ଭାରତରେ ଥିବା ୪୧ କୁଟନୀତିଜ୍ଞଙ୍କୁ ଫେରାଇ ନେଲା କାନାଡା

କାନାଡା: କାନାଡା ଭାରତରେ ଥିବା ନିଜର ୪୧ କୁଟନୀତିଜ୍ଞଙ୍କୁ ଫେରାଇ ନେଇଛି । ଖଲିସ୍ଥାନୀ ଆତଙ୍କୀ ହରଦୀପ  ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରିବା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । କାନାଡାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି…