Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାଦେବ ବେଟିଂ ଆପ ସ୍କାମ: ୧୯୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ତାଲିକାରେ ୧୪ ଅଭିଯୁକ୍ତ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିସାରିଛି। ଅନୁସନ୍ଧାନକାରୀ ସଂସ୍ଥା ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ…

ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ: ପୁଣି ଗାଜାରେ ଏୟାରଷ୍ଟ୍ରାଇକ୍, ପାଲେଷ୍ଟାଇନକୁ ମାନବିକ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଘନେଇବାରେ ଲାଗିଛି ଇସ୍ରାଏଲ ଏବଂ ହମାସ ଯୁଦ୍ଧ । ଏହାରିଭିତରେ ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି । ହମାସର ଅଲ-ଅଂସାର ମସଜିଦ ଉପରେ ବୋମା ପକାଇଛି ଇସ୍ରାଏଲ । ତେବେ ଏନେଇ ଇସ୍ରାଏଲ ନିଜର ପକ୍ଷ ରଖି କହିଛି ଯେ, ହମାସ ଯୋଦ୍ଧାମାନେ ଏହି…

ଜୀବନ ନେଉଛି ଗରବା, ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଆରମ୍ଭ ହୋଇଛି ମା’ଙ୍କ ପାର୍ବଣ । ସାରା ଦେଶରେ ଏବେ ଉତ୍ସବର ମାହୋଲ । ଆଉ ଏହାରି ଭିତରେ ବିଭିନ୍ନ ସ୍ଥାନରେ ଚାଲିଛି ଦାଣ୍ଡିଆ ନାଚ । ଲୋକମାନେ ନବରାତ୍ରୀ ପାଳନ କରିବା ସଙ୍ଗେ ସଙ୍ଗେ ଗରବା ଖେଳି ଆନନ୍ଦ ଉପବୋଗ କରୁଛନ୍ତି । କିନ୍ତୁ ଗରବା ନାଚିବା କିଛି ଲୋକଙ୍କୁ ମହଙ୍ଗା ପଡିଛି ।…

ପୁନେରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ପୁନେ: ପୁଣି ଦୁର୍ଘଟଣାଗ୍ରସ୍ଥ ହେଲା ଟ୍ରେନିଂ ଏୟାରକ୍ରାଫ୍ଟ । ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ପୁଣି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ଏନେଇ ପୁନେ…

ନେପାଳରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା: କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ନେପାଳରେ ଭୂକମ୍ପ ଝଟକା  । ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି  । ଭୂକମ୍ପ…

ବିପଜ୍ଜନକ ସ୍ତରରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ଲାଗୁ ହେଲା ଜିଆରଏପି- ୨

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୮ ଏକ୍ୟୁଆଇ (AQI) ରହିଛି । ଯାହା 'ଅତି ଖରାପ' ଶ୍ରେଣିରେ ରହିଛି । କୁହାଯାଉଛି ଯେ, ଅକ୍ଟୋବର ୨୩ ଏବଂ ୨୪ରେ, ଏହା ଖରାପରୁ…

ରାଜସ୍ଥାନରେ ବସୁନ୍ଧରାଙ୍କୁ ଖୁସି କରାଇଲା ବିଜେପି, ପାଇଲଟଙ୍କ କଥା ବୁଝିଲା କଂଗ୍ରେସ !

ଭୁବନେଶ୍ୱର: ବିଭିନ୍ନ ଚର୍ଚ୍ଚା ଓ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବହୁ ପୂର୍ବରୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଲଗାତର ବୈଠକ ହେଉଥିଲେ ମଧ୍ୟ ଟିକେଟ ତାଲିକା ଉପରେ ଚୁଡାନ୍ତ ମୋହର ଲାଗି ପାରୁ ନ ଥିଲା। କିନ୍ତୁ…

ଆମେରିକା ରକ୍ଷା ବିଭାଗ ରିପୋର୍ଟ ଭାରତର ଚିନ୍ତା ବଢାଇଲା, ସୁଧୁରୁନି ଚୀନ

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗର ବାର୍ଷିକ ରିପୋର୍ଟ ଭାରତର ଚିନ୍ତା ବଢ଼ାଇଛି । ଏହି ରିପୋର୍ଟ ଅନୁସାରେ ଭାରତର ଏଲଏସି ନିକଟରେ ଚୀନ ଅତିରିକ୍ତ ସୈନ୍ୟ ବଳ ନିଯୁକ୍ତ କରିଛି । ଏହା ବ୍ୟତୀତ ଏଠାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ ଫାସିଲିଟି, ରାସ୍ତା, ହେଲିପ୍ୟାଡ ଓ କୃତ୍ରିମ ଗ୍ରାମ ସୃଷ୍ଟି କରି…

ରଣ୍ ଉତ୍ସବ ପାଇଁ ଜାତିସଂଘର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ଗୁଜୁରାଟର ‘ଧୋର୍ଡୋ’ ପୁରସ୍କୃତ

ନୂଆଦିଲ୍ଲୀ: ଗୁଜୁରାଟର ଧୋର୍ଡୋ ଗ୍ରାମକୁ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମାନ୍ୟତା ଦିଆଯାଇଛି। ଅକ୍ଟୋବର ୧୯, ଗୁରୁବାର ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ…

ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି, ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କରେ ବଢିଛି ଜମାରାଶି ସଂଖ୍ୟା

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି। ତଥ୍ୟ ଦର୍ଶାଉଛି ଯେ ୧୯୫୧ ରୁ ୨୦୧୪ ମସିହା ଅର୍ଥାତ୍ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ ୨୦୨୩ ମଧ୍ୟରେ…