Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-କାନାଡା ବିବାଦ: ଭାରତରେ ଥିବା ୪୧ କୁଟନୀତିଜ୍ଞଙ୍କୁ ଫେରାଇ ନେଲା କାନାଡା

କାନାଡା: କାନାଡା ଭାରତରେ ଥିବା ନିଜର ୪୧ କୁଟନୀତିଜ୍ଞଙ୍କୁ ଫେରାଇ ନେଇଛି । ଖଲିସ୍ଥାନୀ ଆତଙ୍କୀ ହରଦୀପ  ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରିବା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । କାନାଡାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି…

କ୍ରିପ୍ଟୋ କରେନ୍ସି ଜାଲରେ ୧୦୦୦ ପୋଲିସ, ସ୍ୱେଚ୍ଛାକୃତ ଅବସର ନେଲେ ଅନେକ ଅଧିକାରୀ

ସିମଲା: କ୍ରିପ୍ଟୋ କରେନ୍ସି ଜାଲରେ ଅନେକ ପୋଲିସ ଅଧିକାରୀ। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଜାଲରେ ଫସିଛନ୍ତି ୧୦୦୦ ପୋଲିସ ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ଜଣେ ଅଧିକାରୀ। ନକଲି କ୍ରିପ୍ଟୋ କରେନ୍ସି ନିବେଶ କରିବାକୁ କହି…

ନୁରୀ ପାଇଁ ଫସିଗଲେ ରାହୁଲ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା ସୋନିଆଙ୍କୁ ଦେଇଥିବା କୁକୁର ଛୁଆକୁ ନେଇ ବିବାଦ। ଏହି ଛୁଆର ନାଁ ନୁରୀ ରଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ଏବେ ଅଦାଲତରେ ପହଞ୍ଚିଛି । ୟୁପିର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଏ ପ୍ରସଙ୍ଗକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ…

ଏମପିରେ କମଳନାଥଙ୍କ ତନ୍ତ୍ର ସାଧନାରେ ‘ବଳି’ ପଡିବେ ଶିବରାଜ !

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଲଢେଇ ତୀବ୍ରତର ହେବାରେ ଲାଗିଛି। ନିର୍ବାଚନରେ ଶାସକ ବିଜେପିକୁ ମାତ ଦେବାକୁ କଂଗ୍ରେସ ଲାଗିପଡିଛି। ଏହି କ୍ରମରେ ଦଳକୁ କ୍ଷମତାକୁ ଆଣିବାକୁ ଦଳ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ କଂଗ୍ରେସକୁ କ୍ଷମତାକୁ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ; କହିଲେ ଭାରତ ମାନବିକ ସହାୟତା ଜାରି ରଖିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ସମବେଦନା ଜଣାଇବା ସହ ଇସ୍ରାଏଲ୍-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର "ସିଦ୍ଧାନ୍ତଗତ ସ୍ଥିତି"କୁ ଦୋହରାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ମୋଦୀ ଆତଙ୍କବାଦ, ହିଂସା ଏବଂ ଏହି…

ଝାଡଖଣ୍ଡର ରଘୁବର ଦାସଙ୍କୁ ରାଜ୍ୟପାଳ କରାଇ ନିଶ୍ବାସ ମାରିଲା କେନ୍ଦ୍ର ବିଜେପି?

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବୁଧବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି। କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପିର ସୁପାରିଶ କ୍ରମେ ରାଷ୍ଟ୍ରପତି ରଘୁବରଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଝାଡଖଣ୍ଡ…

ଶ୍ରମିକରୁ ମୁଖ୍ୟମନ୍ତ୍ରୀ ଆଉ ଏବେ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦ ଦେଇଛି ବିଜେପି- ରଘୁବର ଦାସ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଶ୍ରମିକଙ୍କୁ ସାମ୍ବିଧାନିକ ପଦ ରାଜ୍ୟପାଳ ଦାୟିତ୍ୱ ଦେଇଛି ବିଜେପି । ଏହା ମୋ ପାଇଁ ଏକ ନୂଆ ଅନୁଭବ  । ଓଡ଼ିଶାର ରାଜ୍ୟପାଳ ଭାବେ ନାଁ ଘୋଷଣା କରାଯିବା ପରେ ନିଜ ପ୍ରତିକ୍ରିୟା ରଖି ଏପରି କହଛନ୍ତି ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ରଘୁବର  ଦାସ । ସେ…

ଶେଷ ହେବ ନଓ୍ବାଜ ସରିଫଙ୍କ ବନବାସ, ଫେରିବେ ସ୍ବଦେଶ

ଇସଲାମବାଦ: ନିଜ ଦେଶକୁ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେ ଆସନ୍ତା ଶନିବାର ପାକିସ୍ତାନ ଫେରିପାରନ୍ତି । ପାକିସ୍ତାନର ଏକ କୋର୍ଟ ଆଜି ଆଭେନଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ସୁରକ୍ଷା ଜାମିନ ପ୍ରଦାନ କରିଛନ୍ତି। ଗତ ୪ ବର୍ଷ ଧରି…

ଜାତୀୟ ଅଧ୍ୟକ୍ଷ ହେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରଥମ ନିଷ୍ପତ୍ତି ଥିଲା ମୁଁ ମୁଖ୍ୟମନ୍ତ୍ରୀ ହୁଏ-ଗେହଲଟ

ଜୟପୁର: ‘ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ ଥିଲି । ହେଲେ ସୋନିଆ ଗାନ୍ଧୀ ଯେତେବେଳେ କଂଗ୍ରେସ ସଭାପତି ହେଲେ ତାଙ୍କର ପ୍ରଥମ ନିଷ୍ପତ୍ତି ଥିଲା ମୋତେ ମୁଖ୍ୟମନ୍ତ୍ରୀ କରିବା ।’ ନିର୍ବାଚନ ପୂର୍ବରୁ ଏମିତି କହି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତିଛନ୍ତି ରାଜସ୍ଥାନ…

ଡାବର ଇଣ୍ଡିଆ ପ୍ରଡକ୍ଟସ ସୃଷ୍ଟି କରୁଛି କ୍ୟାନସର ! ଆମେରିକା ଓ କାନାଡ଼ା ଗ୍ରାହକଙ୍କ ଅଭିଯୋଗ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ପରିଚିତ ଡାବର ପ୍ରଡକ୍ଟ। ସେ ହେୟାର କେୟାର ପାଇଁ ତେଲ, ସାମ୍ପୁ ହେଉ କିମ୍ବା ଖାଇବା ସାମଗ୍ରୀ। ସମସ୍ତେ ଡାବର ସହ ଅଭ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି ଡାବର ପ୍ରଡକ୍ଟ ବ୍ୟବହାର କରିବା କେତେ ଦୂର ହାନୀକାରକ ? ଡାବର ଇଣ୍ଡିଆ ସହାୟକ କମ୍ପାନୀର…