Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମେଡିକାଲ ସାଇନ୍ସର ଚମତ୍କାରିତା: ସନ୍ତାନ ଜନ୍ମ ଦେଲେ ସମଲିଙ୍ଗୀ ଦମ୍ପତି, ଦୁଇଟି ଗର୍ଭରେ ବଢିଲା ଗୋଟିଏ ସନ୍ତାନ

ଲଣ୍ଡନ:ମେଡିକାଲ ସାଇନ୍ସର ଚମତ୍କାରିତା । ଅସମ୍ଭବକୁ ସମ୍ଭବ କରି ଦେଖାଇଲା ବିଜ୍ଞାନ । ବ୍ରିଟେନର ଏକ ଲେସବିୟାନ ଦମ୍ପତି ମା-ବାପା ହୋଇଛନ୍ତି । ଉଭୟ ଏକ ଶିଶୁସନ୍ତାନକୁ ଜନ୍ମ ଦେଇଛନ୍ତି । ୩୦ ବର୍ଷୀୟ ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟ ଅଜହାରା ଅକ୍ଟୋବରରେ ତାଙ୍କର ପୁତ୍ର ସନ୍ତାନ ଡେରେକ…

ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ଚିନ୍ତାର କାରଣ ହୋଇଛି । ବିଶେଷକରି ଛାତ୍ର ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ  ଉଚ୍ଚତମ ନ୍ୟାୟାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ…

୯ ଦିନ ପରେ ରନ୍ଧାଖାଦ୍ୟ ଖାଇଲେ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ, ୧୦ମ ଦିନରେ ସାମ୍ନାକୁ ଆସିଲା ଭିତରର ଦୃଶ୍ୟ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ବିଷୟରେ ଆସିଲା ଆଶ୍ୱସ୍ତିର ଖବର । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଇଛି ରନ୍ଧାଖାଦ୍ୟ । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ…

ଏମପିରେ ଜିତିବ ବୋଲି ଆଗୁଆ ଆକ୍ସନ ନେଲାଣି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମତଦାନ ଶେଷ ହେବା ପରେ ଆକ୍ସନ ମୋଡ଼କୁ ଆସିଛି କଂଗ୍ରେସ। ଦଳ ବିରୋଧି କାମ କରିଥିବା ନେତାଙ୍କ ସମେତ ଯେଉଁ କର୍ମଚାରୀ ମାନେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ କାମ କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରୁଛି ଦଳ। ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ…

ଛତିଶଗଡରେ ହାରିଗଲେ ପୁରୁଷ, ଜିତିଗଲେ ମହିଳା !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଡିସେମ୍ବର ତିନି ତାରିଖରେ ଫଳାଫଳ ଆସିବା ସହ ନୂଆ ସରକାର କିଏ ଗଢିବ ସ୍ପଷ୍ଟ ହେବ। ସେ ଭିତରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନାନା ଆକଳନ ମଧ୍ୟ…

ମାଇକ୍ରୋସଫ୍ଟରେ ଜଏନ କରିବେ ଓପେନଏଆଇରୁ ବହିଷ୍କୃତ ସିଇଓ: ସତ୍ୟ ନଦେଲାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପେନଏଆଇର ସିଇଓ ସାମ ଅଲ୍ଟମନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍ଟମନ ଏବେ ମାଇକ୍ରୋସ୍ପପ୍ଟରେ ଜଏନ କରିବେ । ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ଏ ନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍ଟମେନଙ୍କ…

ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ, ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ଦକ୍ଷତା ବିକାଶ ମାମଲାରେ ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନାଇଡୁ ୨୮ ନଭେମ୍ବର ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଦୁଇ ମାସ ପୂର୍ବେ ଗିରଫ…

ବିମାନରେ କ୍ରୁ ସଦସ୍ୟଙ୍କୁ ମଦ୍ୟପ ଯାତ୍ରୀଙ୍କ ଅସଦାଚରଣ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ବିମାନରେ ଉଡ଼ାଣ ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ​​ଆସୁଛି ଯେଉଁଥିରେ ଯାତ୍ରୀମାନେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରୁଛନ୍ତି । ତେବେ ପୁଣି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ । ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର 6E…

ବିଶାଖାପାଟନମ୍‌ ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳିଗଲା ୪୦ ଡଙ୍ଗା

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ମାଛଧରା ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ମାଛଧରା ବନ୍ଦରରେ ଭିଷଣ ଅଗ୍ନିକାଣ୍ଡ ଘଟିଥିବା ସୂଚନା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪୦ ଟି ଡଙ୍ଗା ପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ଡଙ୍ଗାରେ ନିଆଁ…

ଦିଲ୍ଲୀ ମେଟ୍ରୋରେ ରିଲ୍ସ ବନେଇବା ପଡିବ ମହଙ୍ଗା, କଠୋର ହେଲା ଡିଏମଆରସି

ନୂଆଦିଲ୍ଲୀ: ଦୀର୍ଘଦିନ ପରେ କଠୋର ହେଲା ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) । ଏବେ ମେଟ୍ରୋରେ ରିଲ୍ସ ପ୍ରସ୍ତୁତ କରିବାକୁ ଯାଇ କୌଣସି ବିବାଦୀୟ କାର୍ଯ୍ୟ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ଗଣାମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଡିଏମଆରସି ମୁଖ୍ୟ ବିକାଶ କୁମାର ।…