Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବାର୍ତ୍ତା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ…

ଭାରତ ଆସୁଥିବା ଜାହାଜକୁ ଅପହରଣ କରିନେଲେ ‘ହାଉତି’ ବିଦ୍ରୋହୀ, ୨୫ ଚାଳକ ବନ୍ଧକ

ନୂଆଦିଲ୍ଲୀ:ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲାଲ ସାଗରରେ ଏକ ମାଲବାହନୀ ଜାହାଜକୁ ହାଇଜାକ କରି ନେଇଛନ୍ତି । ଏଥିସହିତ ଚାଳକ ଦଳକୁ ମଧ୍ୟ ବନ୍ଧକ ରଖିଛନ୍ତି । ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ମଝି ସମୁଦ୍ରରେ ମାଲବାହୀ ଜାହାଜ ଗାଲାକ୍ସି ଲିଡରରେ ଓହ୍ଲାଇ, ୨୫ ଜଣିଆ ଚାଳକ ଟିମକୁ…

ସୁଡଙ୍ଗ ଭିତରେ ୯ମ ଦିନ; ଭାଙ୍ଗୁଛି ଫସି ରହିଥିବା ଶ୍ରମିକଙ୍କ ମନୋବଳ, ଦିଆଯାଉଛି ମଲ୍ଟି ଭିଟାମିନ ଓ ଆଣ୍ଟିଡିପ୍ରେସନ…

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକ ସୁଡଙ୍ଗ ଭିତରେ ଆଜକୁ ୯ ଦିନ ହେଲା ଫଶି ରହିଛନ୍ତି । ଉଦ୍ଧାର କାମରେ ଲାଗିଛନ୍ତି ୫ଟି ଏଜେନ୍ସି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୫ଟି ପ୍ଲାନ ପ୍ରସ୍ତୁତ କରାଯାଇଛି । ଏ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ…

ଆନ୍ତର୍ଜାତିକ ବାଣିଜ୍ୟ ମେଳା: ପ୍ରମୁଖ ଆକର୍ଷଣ ସାଜିଛି ‘ଓଡ଼ିଶା ପାଭିଲିୟନ’

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଜମୁଛି ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ…

ଇମ୍ଫାଲ ବିମାନବନ୍ଦରରେ ଉଡିଲା ଅଜଣା ଡ୍ରୋନ, ବିମାନ ଚଳାଚଳ ବନ୍ଦ

ଇମ୍ଫାଲ: ବିମାନ ବନ୍ଦରରେ ଏକ ଅଜଣା ଡ୍ରୋନ ଉଡୁଥିବା କାରଣରୁ ବନ୍ଦ ହେଲା ବିମାନ ଚଳାଚଳ । ଏଭିଳି ଘଟଣା ଦେଖିବାକୁ ମିଳିଛି ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ। ଏୟାର ସ୍ପେସରେ ଏକ ଅଜଣା ଡ୍ରୋନ୍ ମିଳିବା ପରେ ବିମାନ ଚଳାଚଳକୁ ବନ୍ଦ କରିଦେବାକୁ…

କାହିଁକି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ ଦେଖିବେନି ଆନନ୍ଦ ମହିନ୍ଦ୍ରା, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ । ଏହି ସମୟରେ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କର ଏକ ପୋଷ୍ଟ ସାମ୍ନାକୁ ଆସିଛି । ସେ ଆଜି ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି କ୍ରିକେଟ ମ୍ୟାଚ୍…

ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୧୯୯୦-୧୯୯୨ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ । ଏସ. ଭେଙ୍କଟରମନନ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ…

ପ୍ରଦୂଷଣକୁ ନାହିଁ ଖାତିର, ପଞ୍ଜାବରେ ନଡା ଜାଳି ୬୩୭ ମାମଲା ରୁଜୁ

ଚଣ୍ଡିଗଡ: ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୂ ପ୍ରଦୂଷଣ ମାତ୍ରା । ଏହି କାରଣରୁ ନିଃଶ୍ବାସ ନେବାରେ ବହୁ ଅସୁବିଧା ଭୋଗୁଛନ୍ତି ଦିଲ୍ଲୀବାସୀ । ଏଥିପାଇଁ ଘରୁ ବାହାରିବା ଏବେ ମୁସ୍କିଲ ହୋଇପଡିଛି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ପାଇଁ । ଆଉ ଏନେଇ ସରକାରଙ୍କ ପକ୍ଷରୁ…

ବିଶ୍ୱକପ ଫାଇନାଲ ଫାଇଟ୍: ଭାରତକୁ ୪ର୍ଥ ଝଟକା, ବିରାଟ ଆଉଟ ପରେ ଷ୍ଟାଡିୟମରେ ନୀରବତା

ଅହମଦାବାଦ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍। ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ରୋହିତ ଶର୍ମା ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ଗିଲ୍‌ ଓ ଆୟର ଦଳକୁ ନିରାଶ କରି ପାଭିଲିୟନ ଫେରିଛନ୍ତି। ସେପଟେ ରୋହିତ ମଧ୍ୟ ଅର୍ଦ୍ଧଶତକ କରିବା ପୂର୍ବରୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା ତାରା ନଗରରେ ହେବାକୁ…