Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେବି ତାଙ୍କ ସଂସଦ ନିର୍ବାଚନମଣ୍ଡଳୀକୁ ଆସନ୍ତି, ସେତେବେଳେ କାଶୀର ଚିତ୍ର ଅନେକ ଉପହାର ସହିତ ବଦଳୁଥିବା ଦେଖାଯାଇଥାଏ । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ଗସ୍ତରେ ଆସିବେ ଏବଂ ଏହି ସମୟ ମଧ୍ୟରେ ବନାରସବାସୀ ୧୦୦୦ କୋଟିରୁ…

ଆଜି ପବିତ୍ର ରାଧାଷ୍ଟମୀ: ପ୍ରବଳ ଭିଡ ଯୋଗୁଁ ଉତ୍ତରପ୍ରଦେଶ ବରସାନାରେ ୩ ଭକ୍ତଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଆଜି ହେଉଛି ପବିତ୍ର ରାଧାଷ୍ଟମୀ  । ଏଥିଲାଗି ଉତ୍ତରପ୍ରଦେଶ ମଥୁରାରର ବରସାନାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି  । ଏହାରି ମଧ୍ୟରେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି  । ରାଧାରାଣୀଙ୍କ ଦର୍ଶନ ଲାଗି ଯାଇଥିବାବେଳେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଛି  । ଅତ୍ୟଧିକ ଭିଡ…

କାଲି ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ: ଆଜି ମେହେନ୍ଦୀ ସେରିମନି, ଯୋଗଦେବେନି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଗତକାଲି  ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ…

ଖ୍ୟାତନାମା ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ୪ ହଜାର କିଲୋମିଟର ସାଇକେଲ୍‌ରେ ଗଲେ ଛାତ୍ର

ନୂଆଦିଲ୍ଲୀ: ଖ୍ୟାତନାମା କଲେଜ ହେଉ ବା ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ସେମାନେ ନିଜର ଘର ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏବେ ଜଣେ ଛାତ୍ର ନିଜ ସ୍ୱପ୍ନର ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ୪ହଜାର କିଲୋମିଟର ସାଇକେଲ ଚଲାଇ ଯାଇଛନ୍ତି…

ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଜେରା କରିବ ସିଆଇଡି, ଜେରା ପାଇଁ ୨ ଦିନର ସମୟ ଦେଲେ କୋର୍ଟ

ଅମରାବତୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଜେରା କରିବାକୁ ଆଜି ଦୁର୍ନୀତି ନିରୋଧ ଶାଖା(ଏସିବି)ର ଗୋଟିଏ କୋର୍ଟ ସିଆଇଡିକୁ ଅନୁମତି ଦେଇଛନ୍ତି। ସେ ଜେଲରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ସିଆଇଡି ତାଙ୍କୁ ଜେରା କରିବାକୁ ଅନୁମତି ମାଗିଥିଲା। କୋର୍ଟ…

ବିକ୍ରମ ଓ ପ୍ରଜ୍ଞାନଠୁ ମିଳୁନି ସିଗନାଲ, ଏବେ ବି ଇସ୍ରୋ ଆଶା ରଖିଛି ହେବ ଯୋଗାଯୋଗ; ଜାଣନ୍ତୁ କାରଣ

ବେଙ୍ଗାଲୁରୁ: ଶୁକ୍ରବାର ସଂଧ୍ୟା ସୁଦ୍ଧା ଚନ୍ଦ୍ରଯାନ-3ର ଲ୍ୟାଣ୍ଡରର ରୋଭର ବିକ୍ରମ ଓ ପ୍ରଜ୍ଞାନଙ୍କ ଠାରୁ ଇସ୍ରୋ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ପାଇପାରିନାହିଁ। ଇସ୍ରୋର ଏହି ଦୂତ ପୁଣି ଥରେ ସିଗ୍ନାଲ ଦେଲେ ଚନ୍ଦ୍ରରେ ଆଉ କିଛି ତଥ୍ୟ ପାଇପାରିବ ବୋଲି ଅପେକ୍ଷା କରିଛି ମହାକାଶ ଗବେଷଣା…

ବିଜେପି ସାଂସଦଙ୍କ ଅଶାଳୀନ ମନ୍ତବ୍ୟ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବିଏସପି ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଯିଏକି ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟ…

ଜୟାପ୍ରଦାଙ୍କ ନାଁରେ ୱାରେଣ୍ଟ୍ ଜାରି, ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ବଲିଉଡ଼ ଅଭିନେତ୍ରୀ ଜୟାପ୍ରଦାଙ୍କ ନାଁରେ ୱାରେଣ୍ଟ୍ ଜାରି । ଉତ୍ତରପ୍ରଦେଶର ମୁରାଦାବାଦର ସ୍ୱତନ୍ତ୍ର କୋର୍ଟ ଜୟପ୍ରଦାଙ୍କ ବିରୋଧରେ ୱାରେଣ୍ଟ୍ ଜାରି କରିଛନ୍ତି । ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ…

ବିମାନ ଭିତରେ ଗଣପତି ବପ୍ପା, ଇଣ୍ଡିଗୋ ଏୟାରଲାଇନ କଲା ଫଟୋ ସେୟାର

ନୂଆଦିଲ୍ଳୀ: ନିକଟରେ ସାରା ଦେଶରେ ଗଣେଶ ଚତୁର୍ଥୀ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜାମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି । ଆଖି ଝଲସିଲା ପରି ତୋରଣ ବି ନିର୍ମାଣ କରାଯାଇଛି । ବିଭିନ୍ନ ମଣ୍ଡପରେ ଗଣପତି ବପ୍ପା ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି…

ସାରା ରାତି ଶୋଇ ପାରିନି..ବିଧୁରୀଙ୍କ ଅଶାଳୀନ ମନ୍ତବ୍ୟକୁ ମନେ ପକାଇ କାନ୍ଦି ପକାଇଲେ ଦାନିଶ

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ୨୧ ତାରିଖ ଚନ୍ଦ୍ରଯାନ-୩ ଉପରେ ଚର୍ଚ୍ଚା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ୟୁପିର ବିଏସପି ସାଂସଦ କୁଅଁର ଦାନିଶ ଅଲିଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । କୁହାଯାଉଛି, ବିଜେପି ସାଂସଦ ବିଏସପି ସାଂସଦ ଦାନିଶ ଅଲିଙ୍କୁ ଆପତ୍ତଜନକ ଶବ୍ଦ କହି ସମ୍ବୋଧନ…