Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋନିଆଙ୍କ ଘର ଜାଳିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ! ପୋଲିସରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କଂଗ୍ରେସ। ଆସାମର ବରିଷ୍ଠ କଂଗ୍ରେସ ନେତା ଦେଵବ୍ରତ ସାଇକିଆ ବିଶ୍ଵଶର୍ମାଙ୍କ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା…

ମହାରାଷ୍ଟ୍ରରେ ଶରଦ ପାୱାରଙ୍କୁ ସଫା କରିଦେବେ ଅଜିତ!

ଭୁବନେଶ୍ୱର: ପୁଣିଥରେ ତେଜିଛି ମହାରାଷ୍ଟ୍ର ରାଜନୀତି। ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଶୁଣାଣି ଚାଲିଥିବା ବେଳେ ଏବେ ଏନସିପିର ବିଦ୍ରୋହ ପୁଣିଥରେ ପଦାକୁ ଆସିଛି। ଅଜିତ ପାୱାରଙ୍କ ନେତୃତ୍ୱରେ ସିନ୍ଦେ ବିଜେପି ସରକାରରେ ସାମିଲ ହୋଇଥିବା ଏନସିପି ଗୋଷ୍ଠୀ ଶରଦ…

ବଢିଲା ଏନଡିଏ ଶକ୍ତି: ମେଣ୍ଟରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି  ଦଳ । ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରେ ସାମିଲ ହେଲା ଜେଡିଏସ । ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସକୁ ମାତ ଦେବା ପାଇଁ ଏନଡିଏରେ ସାମିଲ ହେଲା ଜେଡିଏସ । ଦିଲ୍ଲୀରେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ…

ମା’କୁ ତାଙ୍କର ସମ୍ମାନ ଦେବା ପାଇଁ ମୋଦିଜୀ ଐତିହାସିକ ନିର୍ଣ୍ଣୟ ନେଇଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ବିଲ୍ ସମର୍ଥନରେ ୨୧୫ଟି ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ । ସେପଟେ ଏନେଇ ସାମ୍ବାଦିକ ସମ୍ମିଳନିରେ ନିଜର ମନ୍ତବ୍ୟ ଦେଇଛନ୍ତି…

ଅରୁଣାଚଳର ୩ ଖେଳାଳିଙ୍କୁ ଭିସା ଦେଲାନାହିଁ ଚୀନ୍, ଚାଇନା ଗସ୍ତ ବାତିଲ କଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ୧୯ତମ ଏସିଆନ ଗେମ୍ସରେ ଭାଗ ନେବାକୁ ଥିବା ଅରୁଣାଚଳ ପ୍ରଦେଶର ତିନି ଜଣ ଖେଳାଳିଙ୍କୁ ଚୀନ୍ ଭିସା ଦେବାକୁ ମନା କରିଦେଇଛି। ଏନେଇ ଚାଇନାକୁ କଡା ବିରୋଧ କରିଛି ଭାରତ। ନୂଆଦିଲ୍ଲୀ ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ମାଧ୍ୟମରେ ଭାରତ ବିରୋଧ ପ୍ରଦର୍ଶନ…

 ସଂସଦରେ ରମେଶ ବିଧୁରୀଙ୍କ ଅଶାଳୀନ ବକ୍ତବ୍ୟକୁ ନେଇ ବିବାଦ: କ୍ଷମା ମାଗିଲେ ରାଜନାଥ, ସଦସ୍ୟତା ରଦ୍ଦ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ରମେଶ ବିଧୁରୀ ସଂସଦରେ ଆପତ୍ତିଜନକ ଭାଷା କହିଥିବା ନେଇ ବିବାଦ ଜୋର ଧରିଛି । ବିଧୁରୀ ସାଂସଦରେ ଚନ୍ଦ୍ରଯାନ-୩ ଉପରେ ଚାଲିଥିବା ଚର୍ଚ୍ଚା ସମୟରେ ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ…

ବିବାହ ପାଇଁ ଉଦୟପୁରରେ ବଲିଉଡ୍ ଅଭିନେତ୍ରୀ ପରିଣୀତି-ରାଘବ: ଏୟାରପୋର୍ଟରେ ଦୁହିଁଙ୍କୁ ଗ୍ରାଣ୍ଡ ଓ୍ବେଲକମ୍

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଆଜି ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ…

ବାତ୍ୟା ନେଇ ସୂଚନା ଦିଆଯାଇନାହିଁ: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ: ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବାତ୍ୟା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବିଷୟରେ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୁୟ ମହାପାତ୍ର । ବାତ୍ୟା ନେଇ ଆମେ ଏବେଯାଏ କୌଣସି ସୂଚନା ଦେଇନାହୁଁ ବୋଲି କହିଛନ୍ତି ଡିଜି । ସେ କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ସପ୍ତାହ…

ମହିଳା ସଂରକ୍ଷଣ ବିଲ ଲାଗୁ କରିବାର ଅଛି ତ ଏବେ କରନ୍ତୁ, କାହିଁକି ଧ୍ୟାନ ହଟାଉଛନ୍ତି ମୋଦୀ ସରକାର: ରାହୁଲ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ସରକାର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ସରକାରଙ୍କୁ ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ପଡିବ ତେବେ ତାହା ବର୍ତ୍ତମାନ କରିବା…

ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ସରୋଜା ବୈଦ୍ୟନାଥଙ୍କ ଦେହାନ୍ତ

ମୁମ୍ବାଇ: ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ସରୋଜା ବୈଦ୍ୟନାଥଙ୍କ ଦେହାନ୍ତ ଘଟିଛି । ଆଜି ସକାଳେ  ତାଙ୍କର ମୃତ୍ୟୁ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ…