Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରକାଶ ପାଇଲା ୨୦୨୪ ନିଟ, ଜେଇଇ ପରୀକ୍ଷା ତାରିଖ: ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୩-୨୦୨୪ ଶିକ୍ଷା ବର୍ଷ ପାଇଁ କେବେ ଜେଇଇ, ନିଟ ପରୀକ୍ଷା ? ଏ ନେଇ ତାରିଖ ଘୋଷଣା କରିଛି ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ (NTA) । ଏନଟିଏ ପକ୍ଷରୁ ଜାରି ସୂଚନା ଅନୁସାରେ, ଜେଇଇ ମେନ ପରୀକ୍ଷା ସେସନ-୧ ୨୦୨୪ ଜାନୁଆରୀ-ଫେବୃଆରୀରେ ହେବ । ସେସନ -୨ ହେବ ୨୦୨୪ ଏପ୍ରିଲରେ…

ନୁହ ହିଂସା ମାମଲା: ୧୪ ଦିନିଆ ଜୁଡିସିଆଲ କଷ୍ଟଡିକୁ ଗଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ କଂଗ୍ରେସ ବିଧାୟକ ମାମନ ଖାନ  । ହରିଆଣାର ନୁହ ହିଂସା ମାମଲାରେ ତାଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ କଷ୍ଟଡିକୁ ପଠାଇଛନ୍ତି କୋର୍ଟ । ମଙ୍ଗଳବାର କଂଗ୍ରେସ ବିଧାୟକଙ୍କର ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ସିଜେଏମ ଯୋଗେନ୍ଦ୍ର…

ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି ଭାରତୀୟ ମାନକ ବ୍ୟୁରୋ

ନୂଆଦିଲ୍ଲୀ: ସମଗ୍ର ଦେଶରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି ଭାରତୀୟ ମାନକ ବ୍ୟୁରୋ। ‘ମାନକ କକ୍ଷ’ ପାଇଁ ୧ ଲକ୍ଷ ଓ ଲ୍ୟାବ ପାଇଁ ୫୦୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛି ବିଆଇଏସ୍। ଏନେଇ ଘୋଷଣା କରିଛି ବ୍ୟୁରୋ ଅଫ୍…

ଖଲିସ୍ଥାନୀ ଆତଙ୍କୀ ହରପ୍ରୀତଙ୍କ ହତ୍ୟାକୁ ନେଇ ମୁହାଁମୁହିଁ କାନାଡା-ଭାରତ: ଜବାବ ରଖିଲେ ହରପ୍ରୀତିଙ୍କ ପୁଅ

ନୂଆଦିଲ୍ଲୀ:କାନାଡା-ଭାରତ ସମ୍ପର୍କରେ ଦେଖା ଦେଇଛି ଫାଟ । ଖଲିସ୍ତାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଥିବା କହି ସେଠାରେ ଭାରତୀୟ ରାଷ୍ଟ୍ରଦୂତକୁ ବହିଷ୍କାର କରିଛନ୍ତି କାନାଡା ସରକାର । ଅବଶ୍ୟ ଏହାର ପାଲଟା ଜବାବ ଭାରତ ଦେଇଛି ଏବଂ ଭାରତରେ ଥିବା କାନାଡାର…

ସଂସଦରେ ମହିଳା ସଂରକ୍ଷଣ ବିଲ: ପାସ ହେଲେ ବି ୨୦୨୯ ପୂର୍ବରୁ କାର୍ଯ୍ୟକାରୀ ହୋଇ ପାରିବନି

ନୂଆଦିଲ୍ଲୀ:ନୂଆ ସଂସଦ ଭବନରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଧିବେଶର ୨ୟ ଦିନ । ନୂତନ ଭବନର ପ୍ରଥମ ଦିନକୁ ଐତିହାସିକ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ଦିନରେ ଉପସ୍ଥାପିତ କରିଛନ୍ତି ମହିଳା ସଂରକ୍ଷଣ ବିଲ । ଏହି ବିଲର ସ୍ୱତନ୍ତ୍ର ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ‘ମହିଳା ବନ୍ଦନ…

ତୁଟିଲା ୭୫ ବର୍ଷର ସମ୍ପର୍କ; ରହିଯିବ କାହାଣୀ ହୋଇ. ପ୍ରେରଣା ହୋଇ

ନୂଆଦିଲ୍ଲୀ: ତୁଟିଲା ୭୫ ବର୍ଷର ସମ୍ପର୍କ । ଇତିହାସ ପାଲଟିଲା ଅନୁଭୂତି । ଏ ଇତିହାସ ଭିତରେ ଲୁଚିଯିବ କେତେ ସଂଘର୍ଷର କାହାଣୀ । ହଜିଯିବ କେତେ ଉତ୍‌ଥାନ ପତନର ଦୃଶ୍ୟପଟ । ଦିନେ ଏଇଠୁ ଆରମ୍ଭ ହୋଇଥିଲା ସ୍ୱାଧୀନ ଭାରତର ଜୟଯାତ୍ରା  । ଆଜି ଏ ଜୟଯାତ୍ରାରେ ପଛରେ ପଡିଯବ ପୁରୁଣା ପାର୍ଲାମେଣ୍ଟ…

ଆସନ୍ତା ମାସରେ ନିଲାମ ହେବ ଦୁର୍ଲଭ ଡାଇନୋସର ବେରୀର କଙ୍କାଳ

ନୂଆଦିଲ୍ଲୀ:  ନିଲାମ ହେବାକୁ ଯାଉଛି ଦୁର୍ଲଭ ଡାଇନୋସର ବେରୀର କଙ୍କାଳ  । ଏହି କଙ୍କାଳ ୧୫ କୋଟି ବର୍ଷର ବୋଲି କୁହାଯାଉଛି  । ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯିବ  । ଏହା ଏତେ ବର୍ଷ ପୁରୁଣାର ହୋଇଥିଲେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି  । ୧୯୯୦ ମସିହାରେ ଆମେରିକାର…

ମାଇକ୍ରୋସଫ୍ଟର ଭୁଲ ଯୋଗୁ ଲିକ ହେଲା ୩୮ ଟିବି ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସାମାନ୍ୟ ଭୁଲ ଯୋଗୁ ୩୮ ଟିବି ଡାଟା ଲିକ ହୋଇଛି । କମ୍ପାନୀର ଏଆଇ ଗିଟହବ ରିର୍ପୋଜିଟରୀରୁ ଏହି ତଥ୍ୟ ମିଳିଛି । ଏମଏସର ଏଆଇ ଗବେଷକ ଟିମ ଭୁଲ ବ୍ୟକ୍ତିଗତ ଡାଟାକୁ ସାର୍ବଜନୀନ କରି ଦେଇଥିଲେ । ରିପୋର୍ଟ ମୁତାବକ ଲିକ ଡାଟାରେ କମ୍ପାନୀର ଦୁଇ ପୂର୍ବତନ କମ୍ପାନୀଙ୍କ…

ପଞ୍ଜାବର ମୋଗା ଜିଲ୍ଲାରେ ଘର ବାହାରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ

ପଞ୍ଜାବ: ପଞ୍ଜାବର ମୋଗା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି  । କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି  । କିଛି ଅଜଣା ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା…

ଜି-୨୦ ପରେ ବିଗିଡିଲା କାନାଡା-ଭାରତ ସମ୍ପର୍କ: ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ନୂଆଦିଲ୍ଲୀ:ଜି-୨୦ ସମ୍ମିଳନୀରେ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ହତ୍ୟାକାଣ୍ଡରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରି କାନାଡା ସୋମବାର ଭାରତର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରି ଦେଇଛି । ଏହାର ପାଲଟା ଜବାବ ଦେଇ ଭାରତ ମଧ୍ୟ କାନାଡାର…