Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର, ଭାଇରାଲ ହେଲା ଫଟୋ

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।  ପିଲାଟିକୁ ସେ ନିଜ କୋଳରେ ଧରି କାମ କରୁଥିବାର ଫଟୋ…

ଏହି ଗାଁରେ ଘରେ ଘରେ କାର୍ ବଦଳରେ ରହିଛି ପ୍ଲେନ୍ !

ମୁମ୍ବାଇ: ଆଜିକାଲିର ଦୁନିଆରେ ଆମେ ନିଜର ମୌଳିକ ସୁବିଧାକୁ ପୁରା କରିବାକୁ ଯାଇ ଗାଡି କିଣୁଛି  । ଯାହା ଆମକୁ ଯୋଗାଯୋଗରେ ସହାୟକ ହେଉଛି  । ଆଜିକାଲି ପ୍ରାୟ ସବୁ ଲୋକଙ୍କ ଘରେ ଗାଡି ଥିବା ଆପଣମାନେ ଦେଖିଥିବେ  । କିନ୍ତୁ ଏମିତି ଏକ ଗାଁ ଅଛି , ଯେଉଁଠାରେ ଲୋକଙ୍କ ପାଖରେ ଦୁଇ କିମ୍ବା…

ସାଉଥ୍ ସିନେମା ଜଗତରେ ଶୋକର ଛାୟା: ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି  । ଭୋର୍ ସକାଳ…

ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ଗଣତନ୍ତ୍ରର ପ୍ରତୀକ ଥିବା ପୁରୁଣା ସଂସଦ ଭବନ ଆଜି ଇତିହାସର ପୃଷ୍ଠାରେ ରେକର୍ଡ ହେବ । ଆଜି ଗଣେଶ ଚତୁର୍ଥୀରୁ  ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସଂସଦର ଏୗତିହ୍ୟ ଏବଂ ଗର୍ବର ସାକ୍ଷୀ ଥିବା ପୁରୁଣା ସଂସଦ ଭବନରୁ ଆଜି ସମସ୍ତ ସାଂସଦ ନୂତନ…

ଭାରତର ଜି ୨୦ ଅଧ୍ୟକ୍ଷତା ଉପରେ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଏକ ଇ-ପୁସ୍ତକ 'ପିପୁଲ୍ସ ଜି-୨୦'କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଅନ୍ୟ…

ଆମେରିକାର ଏଫ ୩୫ ଯୁଦ୍ଧ ବିମାନ ନିଖୋଜ

ୱାଶିଂଟନ: ଆମେରିକା ଏଫ ୩୫ ଯୁଦ୍ଧ ବିମାନ ନିଖୋଜ ହୋଇଯାଇଛି । ମରୀନ କୋରର ଏହି ବିମାନକୁ ଶତ୍ରୁ ପକ୍ଷ ଠାବ କରିବା କଷ୍ଟକର । ଗୁରୁତ୍ୱପୂର୍ଣ୍ଣ ମିଶନରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ । ନର୍ଥ ଚାର୍ଲସଟନ ଏୟାରବେସକୁ ଏହା ଟେକଅଫ କରିବା କିଛି ସମୟ ପରେ ଗାଏବ ହୋଇ ଯାଇଥିଲା । ମରୀନ କୋର ଏବେ…

୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ହେଲା ଗଣେଶ ମୂର୍ତ୍ତି

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ । ଏନେଇ ସବୁଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି । ଆଖି ଝଲସିଲା ପରି ତୋରଣ…

ଧରାପଡିଲା କଂଗ୍ରେସ ପ୍ରେମ: ଇମ୍ରାନଙ୍କ ପାର୍ଟିର ଗୀତକୁ ନକଲ କରି କରୁଛି ନର୍ବାଚନ ପ୍ରଚାର

ଭୋପାଳ: ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସର ପାକିସ୍ତାନ ପ୍ରେମ । ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ପାକିସ୍ତାନର ଇମ୍ରାନ ଖାନଙ୍କ ଦଳ ପିଟିଆଇର ଗୀତ ଚୋରି କରିଛି । କଂଗ୍ରେସର ଚୋରି ଅଭ୍ୟାସ ବହୁତ ପୁରୁଣା  । ହେଲେ ପାକିସ୍ତାନ ସହ ଏତେ ପ୍ରେମ କାହିଁକି ଏମିତି ପ୍ରଶ୍ନ କରି…

ଏଲଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ‘କଲ୍ୟାଣମୂଳକ ପଦକ୍ଷେପ’କୁ ଅର୍ଥ ମନ୍ତ୍ରାଳୟର ଅନୁମୋଦନ

ନୂଆଦିଲ୍ଲୀ: ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲ୍ଆଇସି) ଏଜେଣ୍ଟ ଏବଂ କର୍ମଚାରୀଙ୍କ ସୁବିଧା ପାଇଁ ଗ୍ରାଚ୍ୟୁଇଟି ସୀମା ବୃଦ୍ଧି ଏବଂ ପାରିବାରିକ ପେନ୍‌ସନ୍‌ ସମେତ ଅର୍ଥ ମନ୍ତ୍ରଣାଳୟ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅନୁମୋଦନ କରିଛି। ଏହା ଅଧୀନରେ ଅର୍ଥ ମନ୍ତ୍ରଣାଳୟ ଏଲଆଇସି…

ଜି-୨୦କୁ ଜି-୨ କହିଲେ ଖଡଗେ: କହିଲେ ପଦ୍ମ ତଳେ ଲୁଚି ଯାଇଥିଲା ‘ଜିରୋ’

ନୂଆଦିଲ୍ଲୀ: ରାଜ୍ୟସଭାରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡଗେ ଜି-୨୦କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖଡଗେ ନିଜ ଭାଷଣରେ ଜି-୨୦କୁ ଜି-୨ ବୋଲି କହିଛନ୍ତି । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଛନ୍ତି, ଆମେ ଦରଦାମ ବୃଦ୍ଧ ଏବଂ ବେରୋଜଗାରୀ ପ୍ରସଙ୍ଗ ଉପରେ ଧ୍ୟାନ ଦେବା…