Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରିବାରବାଦକୁ ଆଗକୁ ବଢାଇବା କଂଗ୍ରେସ ଓ ବିଆରଏସର ଲକ୍ଷ୍ୟ: ଶାହ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି ଯେ, କେସିଆର ତାଙ୍କ ପୁଅ କେଟିଆରଙ୍କୁ…

ଭୁପେଶ ସରକାରଙ୍କ ଉଭୟ ନୀତି ଓ ଉଦ୍ଦେଶ୍ୟ ଠିକ ନୁହଁ: ରମଣ ସିଂ

ରାୟପୁର: ଲୋକସଭା ନିର୍ବାଚନ ଆରମ୍ଭକୁ ଆଉ ବହୁତ କମ ଦିନ ବାକି ଅଛି । ଏହାପୂର୍ବରୁ ସମସ୍ତ ପାଞ୍ଚଟି ରାଜ୍ୟରେ ରାଜନୈତିକ ଦଳ ନିଜ ନିଜର ବିଜ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପି ଛତିଶଗଡରେ ପୁଣି ଥରେ ନିଜ କ୍ଷମତାକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଦେଇଛି । ଏହି ସମୟ…

ଅଜବ ଗଜବ: ନାଁ ବି ଅଜବ ଗାଁ ବି ଅଜବ, ଲୋକମାଙ୍କର ନାଁ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ରାଜସ୍ଥାନ: ଆପଣ ଅନେକ ଅଜବ ଗାଁ ବିଷୟରେ ଶୁଣିଥିବେ । କିଛି ଗାଁ ସେଠାର ନାଁ ପାଇଁ ବିଶେଷ ହୋଇଥାଏ ତ ଆଉ କିଛି ଗାଁ ତା’ର କିମ୍ବଦନ୍ତି ପାଇଁ । କିନ୍ତୁ ରାଜସ୍ଥାନରେ ଏକ ଗାଁ ଅଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଵର୍ଯ୍ୟ ହେବେ । ଏହି ଗାଁ ର ନାଁ ଯେମିତି ଅଜବ ଗାଁ ବି ସେମିତି ଅଜବ । ଏହି ଗାଁରେ…

ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରି ପାରିବେ ନାହିଁ ସରକାରୀ ଚାକିରିଆ, ଏହି ରାଜ୍ୟରେ ହେଲା ନିୟମ…

ଆସାମ:  ଏଣିକି ପ୍ରଥମ ସ୍ତ୍ରୀ/ସ୍ୱାମୀ ଜୀବିତ ଥିଲେ, ବିନା ସରକାରଙ୍କ ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ସରକାରୀ ଚାକିରିଆ । ବହୁ ବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ ଏଭଳି କଡ଼ା ଚେତାବନୀ ଜାରି କରିଛନ୍ତି । ଜୀବନ ସାଥୀ ଜୀବିତ ଥାଇ ଅନ୍ୟକାହାକୁ ବିବାହ କରିବା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ । ତାଙ୍କୁ ନୂଆଦିଲ୍ଲସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ତାଙ୍କର ପ୍ରଥମେ ଚିକିତ୍ସା ଚାଲିଥିଲା । ପରେ ଦିଲ୍ଲୀ ଏମ୍ସକୁ ତାଙ୍କୁ…

ଲାଲୁ ଯାଦବଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ପ୍ରକାଶ ଝା କରିବେ ଫିଲ୍ମ ପ୍ରଡ୍ୟୁସ୍

ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନିଜର ରାଜନୈତିକ କ୍ୟାରିଅରରେ ସର୍ବଦା ଶୀର୍ଷରେ ରହି ଆସିଛନ୍ତି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ। ବର୍ତ୍ତମାନ ଲାଲୁଙ୍କ ବିଷୟରେ ଏକ ବଡ଼ ଖବର ଆସିଛି।…

ଆମେରିକାରେ ନୂଆ ଗ୍ରୀନ୍‌କାର୍ଡ ଆବେଦନ ପାଇଁ ସୁପାରିସ, ଉପକୃତ ହେବେ ହଜାର ହଜାର ଭାରତୀୟ

ନୂଆଦିଲ୍ଲୀ: ହ୍ବାଇଟ୍‌ ହାଉସ କମିଶନ ଗ୍ରୀନକାର୍ଡ ଆବେଦନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟକୁ ସୁପାରିସ କରିଛନ୍ତି। ହ୍ୱାଇଟ ହାଉସ୍ କମିଶନ ଫର୍ ଏସୀୟ ଆମେରିକୀୟ, ନେଟିଭ ହାୱାଇୟନ ଆଣ୍ଡ ପେସିଫିକ୍ ଆଇଲ୍ୟାଣ୍ଡର (ଏଏଏନଏଚପିଆଇ) ଏହା ଉପରେ ଏକ…

ଖୁସି ନୁହେଁ ବରଂ ଚିନ୍ତାରେ ପକାଇଛି ବିଶ୍ୱ ରେକର୍ଡ, ଏହି ଦେଶରେ ୩ ମାସ ହେବ ଜନ୍ମ ହୋଇ ନାହିଁନ୍ତି କୌଣସି ଶିଶୁ

ରୋମ: ଆମ ଦୁନିଆ ଦୃତ ଗତିରେ ବାର୍ଦ୍ଧକ୍ୟ ଆଡ଼କୁ ପ୍ରବେଶ କରୁଛି। ଚୀନ୍ ଏବଂ ଜାପାନ ପରି ଦେଶ ଏହାର ବଡ଼ ଉଦାହରଣ। ବର୍ତ୍ତମାନ ଇଟାଲୀ ମଧ୍ୟ ଏହି ତାଲିକାରେ ଯୋଗ ଦେବାକୁ ଯାଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେଠାରେ ପିଲାଙ୍କ ଜନ୍ମ ବହୁତ କମ ହେଉଛି। ଖବର ଅନୁଯାୟୀ, ଗତ ତିନି ମାସ ଧରି…

ପ୍ରଧାନମନ୍ତ୍ରୀଙ୍କ ଉପହାର, ସ୍ମୃତି ଫଳକର ଇ-ନିଲାମ : ଶ୍ରୀଜଗନ୍ନଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬ ହଜାରରୁ…

ନୂଆଦିଲ୍ଲୀ: ନିଲାମ ହେଲା ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର । ତା ପୁଣି ୮୭ ହଜାର ୪୦୦ ଟଙ୍କାରେ। ଜଗନ୍ନାଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬,୪୦୦ ଟଙ୍କାରେ ନିଲାମ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଏବଂ ସ୍ମୃତି ଫଳକଗୁଡିକର ଇ ନିଲାମ ହେଉଛି । ଏହାକୁ କିଣିବା ପାଇଁ…