Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟଣା: ଦେବଦୂତ ସାଜି ୧୫୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଗେଟମ୍ୟାନ

ଆଗ୍ରା:ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ।  ପାତାଳକୋଟ ଏକ୍ସପ୍ରେସ ଟ୍ରେନ ପଞ୍ଜାବର ଫରିଦାବାଦରୁ ମଧ୍ୟପ୍ରଦେଶ ଯାଉଥିବାବେଳେ ଗତକାଲି ନିଆଁ ଲାଗି ଯାଇଥିଲା । ଆଗ୍ରାଠାରୁ ୧୦ କିମି ଦୂର ଭାଣ୍ଡାଇ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଲୋକମାନେ ଜୀବନ ବିକଳରେ ଟ୍ରେନରୁ ଡେଇଁ ଜୀବନ…

ଆମେରିକାରେ ଆଖିବୁଜା ଗୁଳିଚାଳନା: ୨୨ ମୃତ

ନ୍ୟୁୟର୍କ: ଆମେରିକାରେ ପୁଣି ଆଖିବୁଜା ଗୁଳିଚାଳନା । ଜଣେ ବ୍ୟକ୍ତି ଏକ ଜନବହୁଳ ଜାଗାରେ ଆଖି ବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ୬୦ରୁ ଅଧିକ  ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ପୋଲିସ ସୂଚନା…

କାନାଡା ସହ ସୁଧୁରୁଛି ସମ୍ପର୍କ ! ଆଜିଠୁ ପୁଣି ଭିସା ସେବା ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ:ଭାରତ-କାନାଡା ସମ୍ପର୍କ ସୁଧୁରୁଛି । ଏମିତି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସ୍ଥିତିକୁ ଦେଖିବା ପରେ ଭାରତ ପକ୍ଷରୁ କୁହାଯାଇଛିଳ,ଗୁରୁବାରଠାରୁ ଭିସା ସେବା ଆରମ୍ଭ ହେବ । କାନାଡାରେ ଥିବା ଭାରତୀୟ କୁଟନୀତିଜ୍ଞ ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…

ପ୍ରତି ଗାଁରେ ମୋବାଇଲ ଟାଓ୍ବାର ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ନେଟଓ୍ବର୍କ କଭରେଜ ସଫଳତା ହାସଲ କରିବା ପାଇଁ ସମସ୍ତ ଗାଁରେ ମୋବାଇଲ୍ ଟାଓ୍ୱର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ସମୟସୀମା ଧାର୍ଯ୍ଯ କରିଛନ୍ତି। ବୁଧବାର ପିଏମ୍-ପ୍ରଗତି ବୈଠକରେ ମୋଦି ମୋବାଇଲ୍…

ଭାରତ ହମାସକୁ ଆତଙ୍କବାଦୀ ବୋଲି ଘୋଷଣା କରୁ: ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଗତ ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣ କରିବା ପରେ ଭାରତ ସରକାର ହମାସକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବାକୁ ଇସ୍ରାଏଲ ଅନୁରୋଧ କରିଛି, ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନୋର ଗିଲନ ବୁଧବାର ଏହି ଦାବି କରିଛନ୍ତି। ଗିଲନ୍ ଭାରତକୁ ଏହାର…

ବିଜେପିର ୨୦୨୪ ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ରାମ ମନ୍ଦିର ପ୍ରତିଷ୍ଠା!

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବିଜେପିର ୨୦୨୪ ଲୋକସଭା ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିଜ ନିଜ ଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାମ ମନ୍ଦିରର ନିର୍ମାଣ ସୋମନାଥ ମନ୍ଦିରର…

ଇଣ୍ଡିଆକୁ ଭାରତ ବୋଲି ଲେଖିବା ପ୍ରସଙ୍ଗରେ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇନି: ଏନସିଇଆରଟି

ନୂଆଦିଲ୍ଲୀ: ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ନୂଆ ପାଠ୍ୟପୁସ୍ତକରେ 'ଇଣ୍ଡିଆ' ବଦଳରେ 'ଭାରତ' ବ୍ୟବହାର କରିବାକୁ ସୁପାରିସ କରିଛି। କମିଟି ସ୍କୁଲ ପାଠ୍ୟକ୍ରମରେ ହିନ୍ଦୁ ଯୋଦ୍ଧାଙ୍କ…

ଶିଶୁ ଯୌନ ଶୋଷଣ ବିଷୟବସ୍ତୁ ହଟାଇବାରେ ବିଫଳ ହେଲେ ସୋଶିଆଲ ମିଡିଆ କମ୍ପାନୀ ନିଜର ପ୍ରତିରକ୍ଷା ହରାଇପାରନ୍ତି

ନୂଆଦିଲ୍ଲୀ: ଭାରତ ସରକାର ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଶିଶୁ ଯୌନ ଶୋଷଣ ସାମଗ୍ରୀ, ଭୁଲ୍ ସୂଚନା ଏବଂ ଧାର୍ମିକ ଉତ୍ତେଜନା ଭଳି କ୍ଷତିକାରକ ବିଷୟବସ୍ତୁକୁ ହଟାଇବାରେ ବିଫଳ ହୁଅନ୍ତି, ତେବେ ସେମାନେ ଆଇଟି ଆକ୍ଟରେ ନିଜର…

ଶୋଇଥିବା ଅବସ୍ଥାରେ ରାବଣକୁ କରାଗଲା ଦହନ, କାରଣ କଣ ଜାଣନ୍ତୁ

ବିହାର: ସାରା ଦେଶରେ ଗତକାଲି ଧୁମଧାମରେ ବିଜୟାଦଶମୀ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମା’ଙ୍କୁ ସିନ୍ଦୂର ଲାଗି ପରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୟାଦଶମୀ ଦିନ ବିହାରର ସୁପେଲରେ…

ଜାନୁଆରୀ ୨୨ରେ ରାମମନ୍ଦିର ଉଦଘାଟନ କରିବେ ମୋଦି

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ…